ବାପରେ ଭୁବନେଶ୍ୱରରେ ଏତେ ଶସ୍ତା ହେଲା ସୁନା ।

gold

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିବି ଆପଣ ମାନଙ୍କ ପାଇଁ ଖୁସୀ ଖବର କାହିଁକି ନା ପୁଣି ସୁନା ଦର ରେ ହ୍ରାସ ଦେଖିବା ପାଇଁ ମିଳିଛି ଉଭୟ 22 କେରେଟ୍ ଏବଂ 24 କେରେଟ୍ ର ଦାମ୍ ରେ ଅନେକ ବଡ ପରିବର୍ତନ ଦେଖିବା ପାଇଁ ମିଳିଛି । ତେବେ ଆସନ୍ତୁ ଜାଣି ନେବା ଆମ ରାଜଧାନୀ ଭୁବନେଶ୍ୱର ରେ ଯଦି ଆପଣ ମାନେ ସୁନା ଗହଣା କିଣିବା ପାଇଁ ଚାହାଁନ୍ତି ତେବେ କେତେ ଟଙ୍କା ଦେଇ କିଣି ପାରିବେ ଏହା ସହିତ ଅନ୍ୟାନ ସହର ରେ କେତେ ଟଙ୍କା ରହିଛି ଆଜିର ସୁନା ଦର ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ବାସ୍ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ।gold

ତେବେ ଭାରତୀୟ ବୁନିୟନ୍ ଏବଂ ଜୁୟଲାରୀ ଆସୋସେସନ ପକ୍ଷ୍ୟ ରୁ ପ୍ରକାଶିତ ସୂଚନା ଅନୁସାରେ ଆଜି ସୁଦ୍ଧ ସୁନା 24 କେରେଟ୍ ର ଦାମ୍ ଉପରେ 10 ଗ୍ରାମ୍ ପିଛା ଜାହାକି ଭୁବନେଶ୍ୱର ଦର ରେ 43880 ଟଙ୍କା ରହି ଥିବା ବେଳେ 10 ଗ୍ରାମ୍ ପ୍ରତି ଠିକ୍ ସେମିତି 22 କେରେଟ୍ ର ସୁନା ଉପରେ ଭୁବନେଶ୍ୱର ଦର ରେ 42770 ଟଙ୍କା ଦେଖିବା ପାଇଁ ମିଳିଛି ।

ଏହା ସହିତ ଦିଲ୍ଲୀ ର ଗହଣା ବଜାର ରେ ଆଜିବି ସୁନା ଦର ରେ ବହୁତ ପରିବର୍ତନ ରହିଛି ଠିକ୍ ସେମିତି ସୁଦ୍ଧ ସୁନା 24 କେରେଟ୍ ର ଦାମ୍ ର 10 ଗ୍ରାମ୍ ପିଛା 45220 ଟଙ୍କା ରହିଛି ଏବଂ ସେହି ପରି 22 କେରେଟ୍ ର ଦାମ୍ ରେ 43680 ଟଙ୍କା ଦେଖିବା ପାଇଁ ମିଳିଛି ।golds

ଏହା ସହିତ ମୁମ୍ବାଇ ର ମଲ୍ଟିକମ୍ୟୁନିଟି ଏକ୍ସଚେଞ୍ ରେ ଆଜିବି 10 ଗ୍ରାମ୍ ପିଛା 480 ଟଙ୍କା ପର୍ଯ୍ୟନ୍ତ କମି ଦେଖିବା ପାଇଁ ମିଳିଛି । ଜାହାକି ସୁଦ୍ଧ ସୁନା 24 କେରେଟ୍ ର ଦାମ୍ ରେ 45200 ଟଙ୍କା ହୋଇଥିବା ବେଳେ 22 କେରେଟ୍ ର ଦାମ୍ ରେ 43180 ଟଙ୍କା ଦେଖିବା ପାଇଁ ମିଳିଛି ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *