ମାଆ ଲକ୍ଷ୍ମୀ ଙ୍କ କୃପାରୁ ଆଜିଠାରୁ ହାତୀ ଏହି ୬ଟି ରାଶିରେ ସୁନା କଳସ ଢାଳିବ।

laxmi

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ମାଆ ଲକ୍ଷ୍ମୀ ଙ୍କ କୃପାରୁ ୬ଟି ରାଶିରେ ଧନ ବର୍ଷା ହେବାକୁ ଯାଉଛି। ଏହି ସବୁ ରାଶି ଏହି ଗୁରୁବାର ଠାରୁ ଲାଭବାନ ହେବାକୁ ଯାଉଛନ୍ତି।ନୂତନ ଆୟର ଉତ୍ସ ସୃଷ୍ଟି ହେବ । ସମାଜରେ ଆର୍ଥିକ ସ୍ଥିତି ମଜବୁତ ରହିବା ସହ ସମସ୍ତ ବାଧାବିଘ୍ନର ମଧ୍ୟ ଅବସାନ ଘଟିବ। କର୍ମକ୍ଷେତ୍ରରେ ଆଶାନୁରୁପକ ଫଳ ପାଇବେ । ଜମିଜମା ସହ ଜଡିତ କୌଣସି କାରବାରରେ ଭଲ ଲାଭ ମିଳିବାର ଯୋଗ ରହିଛି । ଦୃଢ ମନୋବଳ ନେଇ କାର୍ଯ୍ୟକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟକୁ ସମାପ୍ତ କରିବାକୁ ଚେଷ୍ଟା କରିବେ, ଏଥିନିମନ୍ତେ ବନ୍ଧୁ ଓ ସହକର୍ମୀଙ୍କ ସହଯୋଗ ମଧ୍ୟ ପାଇବେ । ଚାକିରି ଥିବା ଲୋକମାନେ କୌଣସି ଭଲ ଖବର ପାଇ ଖୁସି ହେବେ ।l

ମେଷ ଏବଂ ମକର ରାଶି ; ଅତୀତର କେତେକ ଘଟଣାକୁ ନେଇ ପତି ଓ ପତ୍ନୀ ମଧ୍ୟରେ ଉତ୍ଥାନପତନ ଲାଗିରହିବ । ଯୁକ୍ତିତର୍କ କରିବେ ସମସ୍ୟା ବଢିବ ସିନା କମିବ ନାହିଁ । ଆର୍ଥିକ କ୍ଷତି ହେବାର ସମ୍ଭାବନା ରହିଛି । ଯଥାସମ୍ଭବ ଚେଷ୍ଟା କରନ୍ତୁ ଆର୍ଥିକ କାରବାର କିମ୍ବା ନେଣଦେଣ ଠାରୁ ଦୂରେଇ ରହିବା ପାଇଁ । କର୍ମକ୍ଷେତ୍ରରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିବ । ଅଫିସରେ ସହକର୍ମୀଙ୍କ ଅନୁପସ୍ଥିତି ଯୋଗୁଁ କାର୍ଯ୍ୟଭାର ଅଧିକ ରହିବ । ପ୍ରତିଟି କାର୍ଯ୍ୟରେ ଉଚ୍ଚାଧିକାରୀଙ୍କୁ କୈଫତ୍ ଦେବାକୁ ପଡିବ । କୌଣସି ନୂତନ ବ୍ୟବସାୟ କରିବା ପାଇଁ ଚେଷ୍ଟା କରିବେ କିନ୍ତୁ କେତେକ ସମସ୍ୟା ଯୋଗୁଁ ଆରମ୍ଭ କରିପାରିବେ ନାହିଁ । ପାରିବାରିକ ଜୀବନ ସମସ୍ତଙ୍କ ମଧ୍ୟରେ ସ୍ନେହ ଶ୍ରଦ୍ଧା ଅତୁଟ ରହିବ ।

ମିଥୁନ ଏବଂ କର୍କଟ ରାଶି : ଦୀର୍ଘ କେତେକ ଦିନରୁ ପରିବାର ସହ ଜଡିତ କେତେକ କାର୍ଯ୍ୟ ଅତି ସଂପୂର୍ଣ୍ଣ ହୋଇଯିବା ଫଳରେ ମନକୁ ଆଶ୍ଵସ୍ତି ମିଳିବ । ବ୍ୟବସାୟର ନିମନ୍ତେ ଚଳିତ ସପ୍ତାହଟି ଅତ୍ୟନ୍ତ ଭଲ ରହିବ । ଆର୍ଥିକ ସ୍ଥିତି ମଜବୁତ ରହିବ । ସରକାରୀ କାର୍ଯ୍ୟରେ ସଫଳତା ମିଳିବ । ପରିବାର ସଦସ୍ୟମାନେ ପରସ୍ପରର ଭାବନାକୁ ସମ୍ମାନ କରିବେ । ଆପଣ ଅନ୍ୟମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଇଚ୍ଛା ପ୍ରକାଶ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ବ୍ୟବସାୟ, ବାଣିଜ୍ୟ ଏପରି କି ବୃତ୍ତିଗତ କର୍ମରେ ପ୍ରତିଯୋଗିତା ମନୋଭାବ ଜାତ ହେବ ।mata laxmi

କନ୍ୟା ଏବଂ କୁମ୍ଭ ରାଶି ; ଏହି ସପ୍ତାହରେ ଆପଣ ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ପରୋକ୍ଷ ଶତ୍ରୁତା ଆଚରଣ କରୁଥିବା ଲୋକଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ସପ୍ତାହର ପ୍ରଥମାର୍ଦ୍ଧରେ ବ୍ୟବସାୟ ବାଣିଜ୍ୟରେ ଆର୍ଥିକ କାରବାର ଅତି ଶୋଚନୀୟ ରହିବ । ଅନ୍ୟପକ୍ଷରେ ଖର୍ଚ୍ଚର ପରିମାଣ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ରାଜନୀତି ସହ ଜଡିତ ଥିବା ବ୍ୟକ୍ତି ବିଶେଷମାନେ ଉଚ୍ଚାଧିକାରୀଙ୍କ ସହ ଦେଖାସାକ୍ଷାତ କରିବେ । କୌଣସି ଘଟଣାକୁ କେନ୍ଦ୍ର କରି ମନରେ ଅଜ୍ଞାତ ଭୟ ଆପଣଙ୍କ ମନକୁ ବିଭ୍ରାନ୍ତ କରିବ ।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ। ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ ।

Leave a Reply

Your email address will not be published. Required fields are marked *