୫ଟି ଗ୍ରହ ଗୋଟିଏ ରାତିରେ ଦେଖାଦେବେ( ମହା ଜାଗତିକ )ଦୃଶ୍ୟ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା 26 ତାରିଖ ବୁଧବାର ଦିନ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିବା କୁ ଜାଉଛି ଯାହା ବିଷୟରେ ଆପଣ ମାନେ ଜାଣିଥିବେ , ତେବେ ଏହି ଚନ୍ଦ୍ର ଗ୍ରହଣ ପୂର୍ବରୁ ମହା ଆ କାଶରେ ଏକ ବିରଳ ମହା ଜାଗତିକ ଦୃଶ୍ୟ ସୃଷ୍ଟି ହେବାକୁ ଜାଉଛି ଯାହା ପୃଥିବୀର ଇତିହାସ ରେ ପ୍ରଥମ ଥର ଏବଂ ବୈଜ୍ଞାନିକ ମାନେବି ଏହାର କାରଣ ବିଷୟରେ ଏବେବି ଜାଣି ପାରୁ ନାହାନ୍ତି ।

ତେବେ ଯଦି ଆପଣ ମାନଙ୍କର ବିଶ୍ୱାସ ହେଉ ନାହିଁ ତେବେ ଆପଣ ମାନେ ଆଜି ରାତିରେ ଆକାଶ ରେ ଖାଲ ଆଖିରେ ଦେଖିବାକୁ ପାଇଯିବେ ଏବଂ ଏହି ଦୂଶ୍ୟ ମେ ମାସ 25 ତାରିଖ ପର୍ଯ୍ୟନ୍ତ ଆକାଶରେ ଦୂଶ୍ୟମାନ ହେବ ଆପଣ ମାନେ ଏହାକୁ ଖାଲି ଆଖିରେ ମଧ୍ୟ ଦେଖି ପାରିବେ ।Planet

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆକାଶରେ ଗୋଟିଏ ରାତିରେ 5ଟି ଗ୍ରହ ଏକା ସାଥିରେ ଦେଖିବାକୁ ମିଳି ପାରିବ ଆମର ସୌର ମଣ୍ଡଳରେ ସୂର୍ଯ୍ୟ ଚାରିପଟେ ପୃଥିବୀ ସହିତ ଆଠଟି ଗ୍ରହ ଘୁରି ବୁଲୁଛନ୍ତି ସେଥି ମଧ୍ୟରୁ ଆମେ 5ଟି ଗ୍ରହକୁ ସମୟ ସମୟ ଖାଲି ଆଖିରେ ଦେଖି ପାରିଥାଉ କିନ୍ତୁ ଗୋଟିଏ ରାତିରେ ଏହା କେବେବି ଦେଖାଜାଇ ନଥାଏ ଏଥି ସହିତ ବୁଧ ଗ୍ରହ ଖାଲି ଆଖିରେ ଦେଖା ଯିବା ଅତ୍ୟନ୍ତ ବିରଳ କିନ୍ତୁ ଏହି ବୁଧ ଗ୍ରହ ଓଡ଼ିଶା ଆକାଶରେ ଖୁବ୍ ଉଜ୍ଜଳ ଭାବରେ ଦେଖା ଜାଉଛି ଏହା ପୃଥିବୀର ଇତିହାସରେ ପ୍ରଥମ ଥର ଅଟେ ।

ଏଥି ସହିତ ଆଉ ଚାରଟି ଗ୍ରହ ଏକା ସାଙ୍ଗରେ ଦୂଶ୍ୟମାନ ହେଉଛନ୍ତି ତେବେ ସେହି ଗ୍ରହ ମାନେ ହେଉଛନ୍ତି ବୁଧ , ଶୁକ୍ର , ମଙ୍ଗଳ , ବୃହସ୍ପତି ଏବଂ ଶନି ଗ୍ରହ ବନ୍ଧୁଗଣ ସୂର୍ଯ୍ୟ ଅସ୍ତର ଏକ ଘଣ୍ଟା ପରେ ପରେ ଉତ୍ତର ପଶ୍ଚିମ ଆକାଶରେ ଆପଣ ମାନେ ଦେଖିବାକୁ ପାଇ ପାରିବେ ।Planet

ପ୍ରଥମେ ବୁଧ ହଗ୍ର ଉଦୟ ହେବେ ଏବଂ ଏହା ଅସ୍ତ ହେବା ପୂର୍ବରୁ ଠିକ୍ ତଳକୁ ଶୁକ୍ର ଗ୍ରହ ଏବଂ ଉପରକୁ ମଙ୍ଗଳ ଗ୍ରହକୁ ଦେଖି ପାରିବେ ଏବଂ ରାତି ବାରଟା ସମୟରେ ଆପଣ ମାନେ ବୃହସ୍ପତି ଗ୍ରହ ଏବଂ ଶନି ଗ୍ରହକୁ ଦେଖି ପାରିବେ ଏହି ଦୂଶ୍ୟ 25 ତାରିଖ ପର୍ଯ୍ୟନ୍ତ ଦୂଶ୍ୟମାନ ହେବ , ତେଣୁ ଏହି ଦୂଶ୍ୟକୁ ଆପଣ ମାନେ ସମସ୍ତେ ନିଶ୍ଚିନ୍ତ ଭାବରେ ଦେଖନ୍ତୁ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି ସଂଯୋଗ ବହୁତ ବିରଳ ଅଟେ ତେଣୁ ଏହାର ପ୍ରଭାବ ନିଶ୍ଚିନ୍ତ ରୂପେ ଶୁଭ ହେବ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *