୫୦ ବର୍ଷ ହୋଇସାରିଥିବା ପରେ ମଧ୍ୟ ଆଜି ବି ୧୬ ବୟସୀର ଯବାନୀ ଝରୁଛି ଏହି ଅଭିନେତ୍ରୀ ଙ୍କଠାରୁ

bha

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ । ବନ୍ଧୁଗଣ, ୯୦ ଦଶକର ଏକ ଫିଲ୍ମରେ ଏକ ଡାଏଲଗ ଯାହାଥିଲା ଦୋସ୍ତି ମେ ନୋ ସରି ଅର ନୋ ଥାନକ୍ସ ଏହି ଡାଏଲଗ ଟି ଆଜି ବି ଶୁଣିଲେ ନୂଆ ଲାଗୁଛି। ଖାଅସ୍ କରି ଜଣାଇ ଦେଉଛୁ କି ଏହି ଡାଏଲଗ ଟି ମେନେ ପ୍ୟାର କିୟା ମୁଭି ସମୟରେ ଅଭିନେତା ସଲମାନ ଖାଁ ଓ ଅଭିନେତ୍ରୀ ଭାଗ୍ୟଶ୍ରୀ ଙ୍କୁ ନେଇ ହୋଇଥିଲା। ଯେଉଁ ଫିଲ୍ମରେ ଦର୍ଶକ ଉଭୟଙ୍କ ଯୋଡିକୁ ସେହି ସମୟରେ ବହୁତ ପସନ୍ଦ କରିଥିଲେ । ଆଜିକୁ ପ୍ରାୟ 29 ବର୍ଷ ହେଲାଣି ଏହି ଫିଲ୍ମକୁ ଏହି ଫିଲ୍ମ ରେ ଅଭିନେତ୍ରୀ ବହୁତ ସୁନ୍ଦର ଦେଖାଯାଉଥିଲେ ଓ ଏହି ଫିଲ୍ମ ପ୍ରକାଶିତ ହେବା ପରଠାରୁ ତାଙ୍କର ବହୁତ ସାରା ଫ୍ୟାନ ମଧ୍ୟ ହୋଇସାରିଥିଲେ ।ଫିଲ୍ମଟି ବଲିଉଡ଼ ଜଗତରେ ବହୁତ ଲୋକପ୍ରିୟତା ହାସଲ କଲା ଓ ବହୁତ ସାରା କମାଇସାରିଥିଲା। ଯାହାକି ଭାଗ୍ୟଶ୍ରୀ ଓ ସଲମାନ ଖାଁଙ୍କର ଏକ ଅବିସ୍ମରଣୀୟ ଫିଲ୍ମ ମଧ୍ୟରୁ ଅନ୍ୟତମ ।bhagyashree

କିନ୍ତୁ ରହସ୍ୟର କଥା ଆଜି ଆମେ ଆପଣଙ୍କ ସହ ଆଲୋଚନା କରୁଛୁ କି ଏହି ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ଫୋଟ ବର୍ତମାନ ସୋସିଆଲ ମିଡ଼ିଆ ରେ ଆସିଛି,ଯେଉଁଥିରେ ସେ ଏକ ଅନୁଷ୍ଠାନ ରେ ଯୋଗ ଦେଇଛନ୍ତି। ହେଲେ ଅସଲ କଥାଟି ହେଉଛି ଭାଗ୍ୟଶ୍ରୀଙ୍କୁ ସେହି ମଞ୍ଚରେ ଯିଏ ଦେଖିଲା ସେ ଚକିତ ହୋଇରହିଗଲା।

କାରଣ ଏହି କି ଯେ ଯେତେବେଳେ ସେ ସେହି ମଞ୍ଚ ଉପରକୁ ଆସିଲେ,ସେ ସେତେବେଳେ ଦେଖାଯାଉଥିଲେ ଏକ 25 ବର୍ଷୀୟ ସେକ୍ସି ଓ ହଟ ଏକ କମ ବୟସ୍କ ହିରୋଇନ ପରି । ବର୍ତମାନ ତାଙ୍କ ବୟସ ଏବେ 50 ବର୍ଷ କିନ୍ତୁ ସେ ଏବେ ମଧ୍ୟ 25 ବର୍ଷ ଭଳି କିପତି ଆଧୁନିକ ଯୁଗର ହିରୋଇନ ଭଳି ଦେଖା ଯାଉଛନ୍ତି,ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରିଲା ଓ ସେଠାରେ ସମସ୍ତେ ଦେଖି ବିଶ୍ୱାସ କରିପାରିନଥିଲେ ।

ଏହି ମଞ୍ଚରେ ସେ ପରଫର୍ମାନ୍ସ ଦେବା ସମୟରେ ନାନାପ୍ରକାରର ୱେଷ୍ଟର୍ନ ଡ୍ରେସସ କୁ ପିନ୍ଧି ପରଫର୍ମ କରୁଥିଲେ । ଏହି ଡ୍ରେସ ରେ ମଧ୍ୟ ସେ ବହୁତ ଆକର୍ଷଣୀୟ,ସୁନ୍ଦର ଓ ଜବାନ ଲାଗୁଥିଲେ । ଭାଗ୍ୟଶ୍ରୀ ଙ୍କୁ ଯିଏ କେହି ବି ଦେଖୁଥିଲା ,ସେହି ରୋମାନ୍ସ ଭରା ଫିଲ୍ମ ମେନେ ପ୍ୟାର କିୟା ତା’ର ଅନ୍ତରଙ୍ଗ ମନରେ ଭାଗ୍ୟଶ୍ରୀ ଙ୍କ ପାଇଁ ପ୍ରେମ ଝଲସି ଉଠୁଥିଲା ।bhagay

ଏବେବି ତାଙ୍କର ଏହି ଭଳି ଲୁକ ରେ ବହୁତ ଜଣ ତାଙ୍କ ପ୍ରେମରେ ଫିଦା ହୋଇଯାଇଛନ୍ତି । ଓ କେହି ବି ସହଜରେ ବିଶ୍ୱାସ କରି ପାରୁନାହାନ୍ତି ଭାଗ୍ୟଶ୍ରୀଙ୍କର ଏହି ସୁନ୍ଦରତାକୁ । ବର୍ତମାନ ସେ ମ୍ୟାରେଜ କରିସାରିଲେଣି ଓ ଦୁଇ ସନ୍ତାନ ର ମା ମଧ୍ୟ ହୋଇସାରିଛନ୍ତି,ବର୍ତମାନ ଏବେ ତାଙ୍କ ପୁଅ ବଲିଉଡ଼ ଜଗତରେ ପାଦ ଥାପିବା ପାଇଁ ବହୁତ ବ୍ୟାକୁଳ ଅଛନ୍ତି। ଆଶା କରାଯାଉଛି କି ଭବିଷ୍ୟତରେ ଭାଗ୍ୟଶ୍ରୀଙ୍କର ଏକ ଫିଲ୍ମ ଆସିବାର ଅଛି ।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ । ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ । ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ। ଧନ୍ୟବାଦ ।

Leave a Reply

Your email address will not be published. Required fields are marked *