ଝିଟିପିଟି ଦେଖିବା ମାତ୍ରେ କରନ୍ତୁ ଏହି ଗୋଟିଏ କାମ ଏତେ ଟଙ୍କା ଆସିବ ସମ୍ଭାଳି ପରିବେନି !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନଙ୍କ ଘରେ ବି ଝିଟିପିଟି ରହିଛି ତେବେ କରନ୍ତୁ ଏହି କାମ ଝିଟିପିଟି କୁ ଦେଖି ଅନେକ ଲୋକ ମାନେ ଡରି ଜାଇଥାନ୍ତି , ଝିଟିପିଟି ଦେଖି ଲୋକ ମାନେ ଏହାକୁ କେମିତି ଘରୁ ବାହାର କରିବେ ସେହି ବିଷୟ ରେ ଚିନ୍ତା କରନ୍ତି , ହେଲେ ଏହି ଝିଟିପିଟି ଶରୀର ଉପରେ ପଡିଲେ ଏହାକୁ ଅତ୍ୟନ୍ତ ଶୁଭ ବୋଲି ମନାଯାଏ , ସେମିତି ରେ ବନ୍ଧୁଗଣ ଯଦି ଭୁଲ ରେ ଝିଟିପିଟି ପୁରୁଷ ଙ୍କ ଡାହାଣ ହାତ ଉପରେ ପଡନ୍ତି ତେବେ ଏହା ଅନ୍ୟନ୍ତ ଶୁଭ ହୋଇଥାଏ ଧନ ଲାଭ ର ଯୋଗରହେ ।jipite

ସେହି ପରି ପୁରୁଷ ଙ୍କ ବାମ ହାତେ ରେ ଝିଟିପିଟି ପଡେ ତେବେ ଏହାକୁ ଅଶୁଭ ବୋଲି ମନାଯାଏ । ସେହି ପରି ଝିଟିପିଟି କୈଣସି ବ୍ୟକ୍ତି ଙ୍କର କାନ୍ଧ ରେ ପଡେ ତେବେ ଏହା ଶୁଭ ବୋଲି ଜଣା ଯାଏ , ଏହାର ଅର୍ଥ ସେହି ବ୍ୟକ୍ତି ଧନ ପ୍ରାପ୍ତି କରିବେ ।

ଯଦି କେହି ବ୍ୟକ୍ତି ର ନାକ ରେ ଝିଟିପିଟି ପଡେ ତେବେ ସେହି ବ୍ୟକ୍ତି ର ଭାଗ୍ୟ ପରିର୍ତି ହୁଏ ଯଦି ଭୁଲ ରେ ଝିଟିପିଟି କୈଣସି ବ୍ୟକ୍ତି ର ଗଳା ରେ ପଡେ ତେବେ ସେହି ବ୍ୟକ୍ତିଙ୍କର ସତୃନାଶ ହୋଇଥାଏ ।

ସେହି ବ୍ୟକ୍ତି ମାନେ ଶତୃ ଙ୍କ ଉପରେ ବିଜୟ ପ୍ରାପ୍ତ କରେ ଯଦି ଝିଟିପିଟି ଆପଣ ମାନଙ୍କ ନିଶ ଉପରେ ପଡେ ଏହା ମଧ୍ୟ ଶୁଭ ହୋଇଥାଏ , ସେହି ପରି ଝିଟିପିଟି କୈଣସି ବ୍ୟକ୍ତି ଙ୍କର ଡାହାଣ କାନ ପଡେ ତେବେ ସେହି ବ୍ୟକ୍ତି ସୁନା ଏବଂ ଆଭୁଷଣ ପ୍ରାପ୍ତି କରି ଥାନ୍ତି , ଏବଂ ବାମ କାନ ରେ ପଡିଲେ ଆୟୁ ବୃଦ୍ଧି ଘଟେ ଏବଂ ଝିଟିପିଟି ମଥା ରେ ପଡିବା ଶୁଭ ହୋଇଥାଏ ଏବଂ ସେହି ବ୍ୟକ୍ତି ମାନେ ଧନ ଲାଭ କରିବାର ଯୋଗ ପ୍ରାପ୍ତି କରି ଥାନ୍ତି ,jipiti

ଯଦି ଝିଟିପିଟି ଡାହାଣ ଗୋଡ ରେ ପଡେ ତେବେ ସେହି ବ୍ୟକ୍ତି ଙ୍କୁ କୈଣସି ଯାତ୍ରା ରେ ଯିବା ପାଇଁ ପଡେ ଏବଂ ସେହି ଯାତ୍ରା ସେମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *