ରବିବାର ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ କରନ୍ତୁ ଏହି ୩ଟି କାମ ତୁରନ୍ତ ହୋଇଯିବେ କୋଟିପତି

sun

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ରବିବାର ଦିନ ସୂର୍ଯ୍ୟ ଉଦୟ ପରେ କରନ୍ତୁ ଏହି ଉପାୟ ଯାହା ଦ୍ୱାରା ଆପଣଙ୍କୁ ନିଜ ଭାଗ୍ୟର ସହାୟତା ଓ ଲାଭ ମିଳିବ। ହିନ୍ଦୁ ପୁରାଣ ଅନୁସାରେ ସୂର୍ଯ୍ୟ ଦେବତା ଙ୍କ ମହତ୍ତ୍ଵ ଅଧିକ ରହିଛି । ସୂର୍ଯ୍ୟ ଙ୍କ କିରଣ ସର୍ବଦା ବ୍ୟକ୍ତି ର ପଥ କୁ ଆଲୋକିତ କରିଥାଏ। ହିନ୍ଦୁ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ପ୍ରାତଃ ଉଠି ଗାଧେଇ ସାରି ସୂର୍ଯ୍ୟଙ୍କ ପୂଜା କରିବା ଉଚିତ୍ । ଏହା ବ୍ୟକ୍ତି ର ସର୍ବ ପ୍ରଥମ କାମ ଅଟେ।ଏହା କରିବା ଦ୍ୱାରା ଆମକୁ ନା କେବଳ ଶାରୀରିକ ବରଂ ମାନସିକ ଶାନ୍ତି ମିଳିଥାଏ । କିନ୍ତୁ ଯଦି କୌଣସି କାରଣ ବସତଃ ଆପଣ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରି ପାରୁନାହାଁନ୍ତି, ତେବେ ପ୍ରତ୍ୟେକ ରବିବାର ଦିନ ଜଳ ଅର୍ପଣ କଲେ ବିଶେଷ ଲାଭ ହୋଇଥାଏ ।

ଯେଉଁ ବ୍ୟକ୍ତି ମାନଙ୍କୁ ଛୋଟ ଛୋଟ କଥାରେ କ୍ରୋଧ ଆସିଥାଏ କିମ୍ବା ଯେଉଁ ମାନେ ନିଜ କ୍ରୋଧ କୁ ନିୟନ୍ତ୍ରଣ କରି ପାରନ୍ତି ନାହିଁ, ସେମାନଙ୍କୁ ସବୁଦିନ ସକାଳୁ ଉଠି ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ଉଚିତ୍ । ଯେଉଁ ମାନେ ପ୍ରତ୍ୟେକ ଦିନ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିଥାନ୍ତି, ସେମାନେ ସର୍ବଦା ଖରାପ ଚିନ୍ତାଧାରା ରୁ ଦୂରେଇ ରୁହନ୍ତି ।sun

ଏହା ମଧ୍ୟ ଶାସ୍ତ୍ର ରେ ଲେଖା ଯାଇଛି ଯେ ଯେଉଁ ମାନଙ୍କୁ ନିଜ ଭାଗ୍ୟ ର ସହାୟତା ମିଳେ ନାହିଁ ସେମାନେ ଏହି ସବୁ ଉପାୟ କରି ନିଜ ଭାଗ୍ୟ ର ପରିବର୍ତନ କରିପାରିବେ । ଚାଲନ୍ତୁ ଜାଣିବା କଣ ସବୁ ରହିଛି ଉପାୟ । ପ୍ରଥମ ଉପାୟ ହେଉଛି, ଧଳା ଗାଈ କୁ ରୁଟି ସହିତ ଗୁଡ଼ ଖାଇବାକୁ ଦିଅନ୍ତୁ,ରବିବାର ଦିନ ଧଳା ଗାଈ କୁ ରୁଟି ସହ ଗୁଡ଼ ମିଶାଇ ଖାଇବାକୁ ଦିଅନ୍ତୁ । ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ ।

ଏପରି ମାନ୍ୟତା ଅଛି ଯେ ଯଦି ଆପଣ ସୂର୍ଯ୍ୟ ଦେବତାଙ୍କ କିରଣ ଉପରେ କୌଣସି ଏକ ଧଳା ଗାଈ କୁ ରୁଟି ସହ ଗୁଡ଼ ଖାଇବାକୁ ଦେଉଛନ୍ତି, ତେବେ ଆପଣଙ୍କ ଭାଗ୍ୟ ରେ ଚମତ୍କାର ହୋଇଥାଏ । ସୂର୍ଯ୍ୟ ଉଦୟ ପରେ ଓ ସୂର୍ଯ୍ୟ ଅସ୍ତ ପୂର୍ବରୁ ଯଦି ଆପଣ କୌଣସି ଗାଈକୁ ଖାଇବାକୁ ଦେଉଛନ୍ତି ତେବେ ଖାଇବାକୁ ଦେଲା ବେଳେ ଓଁ ସୂର୍ଯ୍ୟାୟ ନମଃ କହିବାକୁ ଭୁଲନ୍ତୁ ନାହିଁ । ଏହି ଉପାୟ କୁ ଲଗାତର ତିନି ସପ୍ତାହ କରନ୍ତୁ । ଏଥିରୁ ଆପଣଙ୍କୁ ଅନେକ ଲାଭ ମିଳିବ ।cow

ଦ୍ଵିତୀୟ ଉପାୟ ହେଉଛି, ଘୋଡ଼ା କୁ ଘାସ ଖାଇବାକୁ ଦିଅନ୍ତୁ, ଆପଣ ଜାଣିଥିବେ ଘୋଡ଼ା ସୂର୍ଯ୍ୟ ଦେବତାଙ୍କ ରଥ କୁ ଟାଣିଥାଏ, ଏଥି ପାଇଁ ଏହାକୁ ଅସ୍ୱରଥ ମଧ୍ୟ କୁହାଯାଏ । ଯଦି ଆପଣ କୌଣସି ଘୋଡ଼ା କୁ ରବିବାର ଦିନ ଘାସ ଖାଇବାକୁ ଦିଅନ୍ତି ତେବେ ଏହା ଦ୍ବାରା ଆପଣଙ୍କ ଭାଗ୍ୟ ଚମକି ଉଠିଥାଏ। ଗୋଟିଏ କଥା ଧ୍ୟାନ ରଖିବେ କି ଘୋଡ଼ା କୁ ସୂର୍ଯ୍ୟଙ୍କ କିରଣ ରେ ହିଁ ଖାଇବାକୁ ଦିଅନ୍ତୁ ଏହା ଦ୍ୱାରା ଆପଣଙ୍କୁ ପୂର୍ଣ୍ଣଲାଭ ମିଳିବ ।

ତୃତୀୟ ଉପାୟ ହେଉଛି, ରୂପା ରେ ନିର୍ମିତ ଧାତୁ କୁ ଯଦି ପିନ୍ଧିବାକୁ ଚାହୁଁଛନ୍ତି, ତେବେ ଏହାକୁ ସୂର୍ଯ୍ୟ ଦେବତାଙ୍କ କିରଣ ରେ ଧାରଣ କରନ୍ତୁ, ଏହା ଦ୍ବାରା ଆପଣଙ୍କର ଅନେକ ସମସ୍ୟା ର ସମାଧାନ ହୋଇପାରିବ ।

ଆଶା କରୁଛୁ ଆପଣଙ୍କୁ ଏହି ଖବର ପସନ୍ଦ ଆସିଥିବ, ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ । ଏବଂ ଏହି ଖବର କୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେୟାର୍ କରନ୍ତୁ ।

Leave a Reply

Your email address will not be published. Required fields are marked *