ପସନ୍ଦ କରନ୍ତୁ ନିଜର ( ଜନ୍ମ ବାର ) ଜାଣନ୍ତୁ ନିଜର ଚରିତ୍ର ଏବଂ ସ୍ୱଭାବ |

day

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା କେଉଁ ବାରରେ ଜନ୍ମ ହୋଇଥିବା ବ୍ୟକ୍ତି କେଉଁ ସ୍ୱଭାବର ଅଟନ୍ତି , ତେବେ ଚାଲନ୍ତୁ ଜାଣିନେବା ସେଥିପାଇଁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢନ୍ତୁ । ବନ୍ଧୁଗଣ ବିଭିନ୍ୟ ବାରରେ ଜନ୍ମ ହୋଇଥିବା ଯାତକ ବା ମନୁଷ୍ୟର ଭିନ୍ୟ ଭିନ୍ୟ ପ୍ରକାର ଚାଲି ଚରଣ ଆଚାର ବ୍ୟବହାର ବିଦ୍ୟା ବୁଦ୍ଧି ଏବଂ କୃଦ୍ଧି ଇତ୍ୟାଦି ହୋଇ ଥିବାର ଜଣାଜାଇ ଥାଏ , ତେବେ କେଉଁ ବାର ରେ ଜନ୍ମ ହେଲେ ଆପଣଙ୍କ ସ୍ୱଭାବ କିପରି ହୋଇଥାଏ ଚାଲନ୍ତୁ ଜାଣିବା । ରବିବାର ,ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଅଭିମାନି କୃଦ୍ଧି ରିତି କ୍ରିଡାରେ ପାରଙ୍ଗମ , ସ୍ତ୍ରୀ କୁ ଭରପୁର ସୁଖ ପ୍ରଦାନ କରିଥାଏ , ମିଷ୍ଟ ଭାଶାରେ ସମସ୍ତ ଙ୍କୁ ମୁଗ୍ଧ କରିବା ସହିତ ଭକ୍ତି ପ୍ରୀୟ ହୋଇଥାଏ ।sonday

ସୋମବାର , ଯେଉଁ ବ୍ୟକ୍ତି ସୋମବାର ଦିନ ଜନ୍ମ ଗ୍ରହଣ କରିଛନ୍ତି ସେହି ବ୍ୟକ୍ତି ଧର୍ଯ୍ୟ ବନ୍ତ ବହୁ ଗୁଣ ବିଶିଷ୍ଟ ଵିଚାର ଶୀଳ ନ୍ୟାୟ ବନ୍ତ ବହୁ ମୁଖୀ ପ୍ରତିଭା ର ଅଧିକାରୀ ଚନ୍ଦ୍ର ତୁଲ୍ୟ ସୋନ୍ଦର୍ଯ୍ୟ କାହାରି ପ୍ରତି ଅନିଷ୍ଟ ଚିନ୍ତା କରନ୍ତି ନାହିଁ । ସେହିପରି ମଙ୍ଗଳ ବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଅସ୍ଥିରତା ଯଗୁଁ ସବୁ କାମ ଅଧା କରିଥାନ୍ତି କିନ୍ତୁ ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟ ପୁରଣ ହୋଇ ଶତୃବାଦି ଅତ୍ୟନ୍ତ ଜିଦ ଖୋର କୁ ବିଶ୍ୱାସ କରନ୍ତି ।

ସେହିପରି ବୁଧବାର ଯେଉଁ ବ୍ୟକ୍ତି ବୁଧବାର ଦିନ ଜନ୍ମ ଗ୍ରହଣ କରିଥାନ୍ତି ସେହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଅତ୍ୟନ୍ତ ବୁଦ୍ଧି ବନ୍ତ କୌଶଳୀ କମ୍ପୁଟର ଭଳି ଏମାନଙ୍କର ମସ୍ତିକ କାମ କରେ । ଏହି ଦିନରେ ଜନ୍ମ ହୋଇଥିବା ସ୍ତ୍ରୀ ମାନେ ଧନ ବନ୍ତି ହୋଇଥାନ୍ତି । ଗୁରୁବାର ଯେଉଁ ବ୍ୟକ୍ତି ଗୁରୁବାର ଦିନ ଜନ୍ମ ଗ୍ରହଣ କରିଛନ୍ତି ସେମାନେ ବହୁ ଗୁଣର ଅଧିକାରୀ ହୋଇଥାଏ , ବୁଦ୍ଧି ବିଦ୍ୟାରେ ବିଚକ୍ଷଣ ହେବା ସହିତ ପଶୁ ପରି ସ୍ୱଭାବ ଦେଖାଇ ଥାନ୍ତି , ଶାସ୍ତ୍ର ଧାର୍ମୀକ ଏବଂ କ୍ଷମାବାନ ହୋଇଥାନ୍ତି ।

ଶୁକ୍ର ବାର ଯେଉଁ ବ୍ୟକ୍ତି ଶୁକ୍ର ବାର ଦିନ ଜନ୍ମ ଗ୍ରହଣ କରିଥାନ୍ତି ସେହି ବ୍ୟକ୍ତି ନିତି ନିୟମ କୁ ଆଖି ଆଗରେ ରଖି ଚଳିବାକୁ ଚେଷ୍ଟା କରନ୍ତି ସେ ପର ଉପକାରୀ ଭ୍ରମଣ ପ୍ରୀୟ ଏବଂ କାମ ବିଳାଶି ହୋଇଥାନ୍ତି , ନିଜ ସ୍ତ୍ରୀ ଙ୍କୁ ନିତି ସୁଖ ପ୍ରଦାନ କରିବାରେ କେବେ ବି ଅବହେଳା କରନ୍ତି ନାହିଁ ।stra

ଶନିବାର , ଶନିବାର ଦିନ ଯେଉଁ ବ୍ୟକ୍ତି ଜନ୍ମ ଗ୍ରହଣ କରିଛନ୍ତି ସେହି ବ୍ୟକ୍ତି କ୍ଷଣ କୋପି , ଚଞ୍ଚଳ ବତି ବହୁତ ଅହଂକାରୀ ପୂର୍ଣ୍ଣ ପର ଧନରେ ଲୋଭ ତଥା ଜଶ୍ୱସିରୀ ଅଟନ୍ତି । ତେବେ ଏହା ଥିଲା କେଉଁ ବାରରେ ଜନ୍ମ ହୋଇଥିଲେ ଆପଣଙ୍କ ବିଦ୍ୟାରେ ସ୍ୱଭାବ ଏବଂ ଚରିତ୍ର କିପରି ହୋଇଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *