ଏହି କାରଣ ପାଇଁ ଅଲଗା ହୋଇଗଲେ ବବି ମିଶ୍ର ଓ କୋଏଲ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ବର୍ତମାନ ସମୟ ରେ ଏକ ବଡ ଖବର ଆସି ପହଁଚି ଥିବା ବେଳେ ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଚାହିଁବୁ କି ଅଲଗା ହୋଇଛନ୍ତି ସବୁଠୁ ଲୋକ ପ୍ରିୟ ଯୋଡି ବବିମିଶ୍ର ଏବଂ କୋଏଲ ବ୍ୟାନର୍ଜୀ କୟେଲ୍ ହେଲେ ବେଙ୍ଗଲୀ ଏବଂ ବବିମିଶ୍ର ହେଲେ ଓଡିଆ ହେଲେ ଦୁଇ ଜଣଙ୍କ ମଧ୍ୟରେ ଗୋଟିଏ ଚଳଚିତ୍ର ମଧ୍ୟ ରେ ପ୍ରେମ ଆରମ୍ଭ ହୋଇ ଥିଲା ପ୍ରେମ ସେଷ ରେ ବିବାହ ରେ ହିଁ ପରିଣତ ହୋଇ ଥିଲା ହେଲେ ସେମାନଙ୍କ ମଧ୍ୟ ରେ କଣ ହେଲା ଜାହାକି ସେମାନେ ଅଲଗା ହେବାକୁ ବାଧ୍ୟ ହେଲେ ତେବେ ସେହି ବିଷୟ ରେ କୟେଲ୍ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ ଲେଖିଛନ୍ତି ।babi

ନମସ୍କାର ବନ୍ଧୁଗଣ, ଆଶା କରୁଛି ଆପଣ ମାନେ ସମସ୍ତେ ଭଲରେ ଥିବେ । ମୁଁ ଜାଣେ ଆମେ ସମସ୍ତେ ଖୁବ୍ କଷ୍ଟ ସମୟ ଦେଇ ଗତି କରୁଛି, ଭଗବାନ ଙ୍କ ଦୟା ରୁ ଏହି ଦିନ ଗୁଡ଼ିକ ମଧ୍ୟ ଖୁବ୍ ଶୀଘ୍ର ବିତିଯିବ । ମୁଁ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଆପଣମାନଙ୍କୁ କିଛି ଜଣାଇବାକୁ ଚାହେଁ । ଆମ ବିବାହ ତିଷ୍ଠି ପାରିଲା ନାହିଁ ଏବଂ ଆମେ ଆଇନତ ଅଲଗା ରହୁଛୁ ।

ଆମେ 2018 ନଭେମ୍ବର ଠାରୁ ପୃଥକ ଭାବରେ ବାସ କରୁଥିଲୁ ଯେହେତୁ ମୁଁ କୋଲକାତାରେ ମୋର ବଙ୍ଗାଳୀ ସିରିଏଲ୍ କରୁଥିଲି । ହଁ, ମୁଁ ‘ବୋହୁ ଆମର NRI’ କରିବା ପାଇଁ ମଝିରେ ତିନିମାସ ଓଡିଶାରେ ଥିଲି କିନ୍ତୁ ସେହି ସମୟରେ ମଧ୍ୟ ଆମେ ଅଲଗା ରହିଥିଲୁ ଏବଂ ମୁଁ ସ୍ଥାୟୀ ଭାବରେ କୋଲକାତାକୁ ଫେରି ଆସିଥିଲି ଗତ ବର୍ଷ ଲକଡାଉନ୍ ପୂର୍ବରୁ ।babi m

କିଛି ବ୍ୟକ୍ତିଗତ କାରଣ ଯୋଗୁଁ ମୋତେ ‘ବୋହୁ ଆମର NRI’ ଛାଡିବାକୁ ପଡିଲା । ତେବେ ଓଡିଆ ଲୋକ ମାନେ ମତେ ବହୁତ ଭଲ ପାଇବା ଦେଇଛନ୍ତି , ମୁଁ ସେଠାରେ ଜୀବନ ରେ ବହୁତ କିଛି ପାଇଛି , ତେଣୁ ମୁଁ ଆପଣ ମାନଙ୍କୁ ବହୁତ ଧନ୍ୟବାଦ ଜାଉଛି , ଏବଂ ବର୍ତ୍ତମାନ ସମୟ ରେ ମୋର ରାସ୍ତା ଅଲଗା ଏବଂ ଆଶା କରୁଛି ମୁଁ ଆଗକୁ ଶାନ୍ତି ପୂର୍ଣ୍ଣ ଜୀବନ ଜାପନ କରିବି ବୋଲି କହିଛନ୍ତି ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *