ପୁଣି ଛାତ୍ରଛାତ୍ରୀ ଙ୍କୁ ମିଳିବ ପଇସା | PM Modi ଙ୍କ ବଡ ଘୋଷଣା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ଆଉ କିଛି ବଡ ଅପଡେଟ୍ ରହିଛି ଯାହା ଆପଣ ମାନେ ଦେଖି ପାରୁ ଥିବେ ମଧ୍ୟନ ଭୋଜନ ଯୋଜନା ରେ ଏଣିକି ଆର୍ଥିକ ସହାୟତା ଉପକୃତ ହେବେ 11.80 କୋଟି ପିଲା , ଯେଉଁ ପରି ଭାବେ ଆପଣ ମାନେ ଜାଣି ଥିବେ ଗତ ବର୍ଷ କରୋନା ମହାମାରୀ ପାଇଁ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅର୍ଣ୍ନ ଯୋଜନା ଏହା ସହିତ ବି ସମସ୍ତ ଛାତ୍ର ଛତ୍ରୀ ମାନଙ୍କୁ ପଇସା ଦିଆ ଜାଇ ଥିଲା ,modi

ତେବେ କଣ ରହିଛି ଆମେ ସଂମ୍ପର୍ଣ୍ଣ ଅପଡେଟ୍ ଜାଣିବା ବାସ୍ ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । କେନ୍ଦ୍ର ସରକାର ମଧ୍ୟନ୍ନ ଭୋଜନ ଯୋଜନା ରେ ଏଣିକି ଛାତ୍ର ଛାତ୍ରୀ ଙ୍କୁ ପ୍ରତ୍ୟେକ୍ଷ ସୁବିଧା ହସ୍ତାନ୍ତର ମାଧ୍ୟମ ରେ ଅର୍ଥିକ ସହାୟତା ପ୍ରଦାନ କରିବାକୁ ନିସ୍ପତି ନିଆ ଜାଇଛି ,

ଏକ ସ୍ୱତନ୍ତ୍ର କଲ୍ୟାଣ କାରୀ ପଦକ୍ଷେପ ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ୍ ପୋଖରିଆଲ ଙ୍କ ସହିତ 11.80 କୋଟି ପିଲା ଙ୍କୁ ଏହି ଆର୍ଥିକ ସହାୟତା ଯୋଗେଇ ଦେବା ପ୍ରସ୍ତାବ କୁ ମଞୁରୀ ପ୍ରଦାନ କରିଛନ୍ତି , ଏହି ସୁବିଧା ଦ୍ୱାରା ରାଜ୍ୟ ରେ ସରକାରୀ ଏବଂ ବେସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ମାନଙ୍କର ପିଲା ମାନେ ଯାହାକି ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ ଉପକୃତ ହେବେ ।Child

ତେବେ ଶିକ୍ଷା ମନ୍ତ୍ରାଳୟ କହିଛି କି ଏହିଥି ପାଇଁ କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ ଅତିରିକ୍ତ 12 ଶହ କୋଟି ଟଙ୍କା ପ୍ରଦାନ କରିବେ , ତେବେ କରୋନା ମହାମାରୀ ସମୟ ରେ ପିଲା ମାନଙ୍କ ପୋଷଣ ଏବଂ ରୋଗ ପ୍ରତିରୋଧକ ଶକ୍ତି ରେ ବୃଦ୍ଧି କରିବା ପାଇଁ , ଏହି ନିସ୍ପତି ନିଆ ଜାଇଛି ,

ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମ ରେ ଦିଆ ଜାଉ ଥିବା ମାଗଣା ଖାଦ୍ୟ ଶସ୍ୟ ସହିତ ଅଯୋଗ୍ୟ ପିଲା ମାନଙ୍କୁ ଏହି ସହାୟତା ପ୍ରଦାନ କରାଯିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *