ପୁଣି ଓଡ଼ିଶା ଉପରକୁ ଭୟ ମାଡି ଆସୁଛି ବାତ୍ୟା ୟସ ପ୍ରତିବର୍ଷ ପରି ଏଥର |

batya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବାତ୍ୟା ମୁହଁ ରେ ଓଡିଶା ତେବେ ଓଡିଶା ଉପରକୁ ମାଡି ଆସୁଛି ଆଉ ଏକ ବାତ୍ୟା ଜାହାର ନାମ ରହିଛି ୟସ୍ ଆପଣ ମାନେ ଏହି କଥା ଜାଣି ଥିବେ ଏବେ ହିଁ କିଛି ଦିନ ତଳେ ଏକ ବାତ୍ୟା ଜାଇଛି ତାଉତୈ ତେବେ ଏହା ଓଡିଶା ଉପରେ ନ ଥିଲେ ବି ଆଉ ଏକ ସାମୁଦ୍ରିକ ବାତ୍ୟା ଆସୁଛି ଜାହାର ନାମ ରହିଛି ୟସ୍ ହେଲେ ଏହା ଓଡିଶା ଉପରେ ପ୍ରଭାବ ପକେଇବ ।batya

ତେବେ କଣ ରହିଛି ସଂମ୍ପର୍ଣ୍ଣ ରିପୋର୍ଟ ଆମେ ମାନେ ଜାଣିବା ବିଶେଷ ସୂତ୍ର ରୁ ଏହି ସୂଚନା ଜାରି ହୋଇଛି , ପୂର୍ବ କେନ୍ଦ୍ରିୟ ବଙ୍ଗୋପ ସାଗର ରେ ସୃଷ୍ଟି ଲଘୁଚାପ କଣ ରୂପ ନବେ କୁଆଡେ ଗତି କରିବ ଏବଂ କେଉଁଠି ଲେଣ୍ଡ ଫଲ କରିବ ସେହି ନେଇ ଏବେ ଚର୍ଚ୍ଚା ଲାଗି ରହିଛି ।

ତେବେ ଆସୁ ଥିବା ମେ 23 ତାରିଖ ରେ ଏହି ଲଘୁଚାପ ଘନିଭୂତ ହେବା ଆରମ୍ଭ କରିବ ଏବଂ ପୂର୍ବ କେନ୍ଦ୍ରିୟ ବଙ୍ଗୋପ ସାଗର ନିକଟସ୍ଥ ଉତ୍ତର ଆଣ୍ଡାମାନ ଠାରେ ଦୃଶ୍ୟ ହେବ ଏହା ସହିତ 24 ତାରିଖ ରେ ଏହି ଲଘୁଚାପ ବାତ୍ୟା ର ରୂପ ନେଇ ଏହା ଉତ୍ତର ପଶ୍ଚିମ ଦିଗ ରେ ଗତି କରିବ । ଏବଂ 26 ତାରିଖ ରେ ଏହା ଓଡିଶା ନିକଟ ରେ ପହଁଚିବ , ଏହା ସହିତ ପାରାଦ୍ୱୀପ ଏବଂ ଚାନ୍ଧବାଲୀ ର ମଧ୍ୟ ବର୍ତ୍ତି ଅଞ୍ଚଳ ରେ ବାତ୍ୟା ର ପ୍ରଭାବ ଆରମ୍ଭ ହେବ ।bat

ତେବେ ମିଳି ଥିବା ସୂଚନା ଅନୁସାରେ ଏହା ଚାନ୍ଦବାଲୀ ,ବାଲେଶ୍ୱର , ଏବଂ ଦୀଘା ମଧ୍ୟ ରେ ଲେଣ୍ଡ ଫଳ କରିବ , ଏବଂ 26 ତାରିଖ ରାତି ପର ଠାରୁ ଏହି ପକ୍ରିଆ ଆରମ୍ଭ ହେବ , ଏବଂ 27 ତାରିଖ ବେଳକୁ ବାତ୍ୟା ର ଆଖି ସଂମ୍ପର୍ଣ୍ଣ ସ୍ଥଳ ଭାଗ ପାରି କରି ସାରି ଥିବ ଆଉ ଏହା ବେତନଟି ଏବଂ ବାରିପଦା ଦେଇ ଗତି କରିବ ବୋଲି ସୂଚନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *