ଏହି ୭ଜଣ ହିରୋଇନଙ୍କ ସହ ଖିଲାଡ଼ି ଅକ୍ଷୟ କୁମାର ରଖି ସାରିଛନ୍ତି ସମ୍ପର୍କ,ଦେଖିଲେ ଉଡ଼ିଯିବ ହୋସ

akhay

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ । ବନ୍ଧୁଗଣ,ଏହି 7ଜଣ ବଲିଉଡ ଅଭିନେତ୍ରୀ ଯିଏକି ଅକ୍ଷୟ କୁମାର ଙ୍କର ଗାର୍ଲଫ୍ରେଣ୍ଡ ଥିଲେ । ଆସନ୍ତୁ ଜାଣିବା ସେହି ହିରୋଇନ ମାନେ ସବୁ କିଏ। ବଲିଉଡ ଜଗତର ଖିଲାଡି ନାମରେ ପରିଚିତ ଅକ୍ଷୟ କୁମାର ବଲିଉଡ ରେ ପ୍ରାୟ 125 ଫିଲ୍ମ ତୁ ଉର୍ଦ୍ଧ ଫିଲ୍ମ କରିସାରିଛନ୍ତି।ଅକ୍ଷୟଙ୍କର ଜନ୍ମ ସେପ୍ଟେମ୍ବର9 ତାରିଖ 1967 ରେ ଅମୃତସରରେ ହୋଇଥିଲା। ଅକ୍ଷୟ ବଲିଉଡ଼ ଜଗତରେ ବହୁତ ହିଟ ଫିଲ୍ମ ମଧ୍ୟ କରିସାରିଛନ୍ତି, ହେଲେ ଏହା ସହ ବଲିଉଡ଼ ଜଗତରେ କିଛି ଏଭଳି ହିରୋଇନ ମାନଙ୍କ ସହ ତାଙ୍କର ଆଫେୟାର ଚାଲିଥିଲା। ଓ ସେ କିଛି ହିରୋଇନ ମାନଙ୍କୁ ନେଇ ଗମ୍ଭୀର ହୋଇରହିଥିଲେ। ଓ ସେ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ କରିପାରିନଥିଲେ। ତେବେ ଆସନ୍ତୁ ଜାଣିବା ସେହି ହିରୋଇନ ମାନେ ସବୁ କିଏ କିଏ ଥିଲେ ସେମାନଙ୍କର ବିଷୟରେ ଆଲୋଚନା କରିବା ।

1-ପୂଜା ବତ୍ରା
ଯେଉଁ ସମୟରେ ଅକ୍ଷୟ କୁମାର ବଲିଉଡ ଜଗତରେ ନୂଆ ନୂଆ କରି ଆସିଥିଲେ, ସେହି ସମୟରେ ପୂଜା ମଧ୍ୟ ମଡେଲିଙ୍ଗ କରୁଥିଲେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବହୁତ ଘନିଷ୍ଠ ହୋଇଥିଲା। ଯେଉଁ ସମୟରେ ପୂଜା ଏହି ସମ୍ପର୍କକୁ ଆଗକୁ ନେବାକୁ ଚାହୁଁଥିଲେ,ସେହି ସମୟରେ ଅକ୍ଷୟ କୁମାର ନିଜର ଫିଲ୍ମ କ୍ୟାରିଅର ରେ ଗୁତୁତ୍ୱ ଦେବାକୁ ଲାଗିଲେ ଯାହାଫଳରେ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କ ଦିନକୁ ଦିନ ହ୍ରାସ ହେବାକୁ ଲାଗିଲା ।pooja batra

2-ଆୟସା ଜୁଲ୍କା
90 ଦଶକର ସବୁଠାରୁ ଲୋକପ୍ରିୟ ଓ ସୁନ୍ଦରୀ ଭାବରେ ପରିଚିତ ଆୟସା ଅକ୍ଷୟଙ୍କ ସହ ଖିଲାଡି ଫିଲ୍ମ ସମୟରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା। ଆୟସା ସେହି ସମୟରେ ସମ୍ପର୍କକୁ ନେଇ ବହୁତ ସିରିଏସ ଥିବା ବେଳେ ଅକ୍ଷୟଙ୍କ କରିଅର ସେହି ସମୟରେ ବହୁତ ଭଲ ଆରମ୍ଭ ହେଉଥିଲା। ତେଣୁ ସେଥିପାଇଁ ସେ କୌଣସି ଗୁତୁତ୍ବପୂର୍ଣ ରିଲେସନ ରେ ଆସିବ ପାଇଁ ଚାହୁଁନଥିଲେ ।

3-ରବିନା ଟଣ୍ଡନ
କିଛି ସମୟରେ ସମସ୍ତେ ଜାଣିବାକୁ ପାଇଲେ ଯେ ଅକ୍ଷୟ କୁମାର ଓ ରବିନା ଟଣ୍ଡନ ଭିତରେ ସମ୍ପର୍କ ଚାଲିଛି ଓ ତାଙ୍କର ନିର୍ବନ୍ଧ ମଧ୍ୟ ସରିଯାଇଥିଲା ,ହେଲେ ସେହି ସମୟରେ ଅକ୍ଷୟ 3ଜଣଙ୍କ ସହ ରିଲେସନ ରେ ରହିଥିବାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ବେଶି ସମୟ ପର୍ଯ୍ୟନ୍ତ ରହିନଥିଲା ।

4-ଶିଳ୍ପା ସେଟି
90 ଦଶକର ଅନ୍ୟତମ ଯୋଡି ଭାବରେ ବେଶ ପରିଚିତ ଅକ୍ଷୟ ଓ ଶିଳ୍ପା ଙ୍କ ଭିତରେ ସମ୍ପର୍କ ବହୁତ ଘନିଷ୍ଠ ହୋଇସାରିଥିଲା। ଦୁହେଁ ବିବାହ କରିବାକୁ ନିଷ୍ପତି ନେଇଥିଲେ ହେଲେ କିଛି ଭିଲବୁଝାମନା ଯୋଗୁଁ ଉଭୟ ଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ।shilpa

5-ରେଖା
ଫିଲ୍ମ ଖିଲାଡିୟୋ କା ଖିଲାଡି ରେ ଅକ୍ଷୟ ଓ ରେଖା ଙ୍କ ମଧ୍ୟରେ ବହୁତ ଘନିଷ୍ଠତା ବଢିଥିଲା ହେଲେ ଏହି ବିଷୟରେ କେହି ପରସ୍ପର ମୁହଁ ଖୋଲିନଥିଲେ ।

6-ଟୁଇଙ୍କଲ ଖାନା
ଏକ ସମ୍ମିଳନୀରେ ଅକ୍ଷୟା ଟୁଇଙ୍କଲଙ୍କୁ ପ୍ରଥମ ଦେଖାରେ ଭଲ ପାଇଁ ବସିଥିଲେ ହେଲେ ସେ ତାଙ୍କୁ ମ୍ୟାରେଜ କରିବାକୁ ଚାହୁଁନଥିଲେ। ପରେ ଦୁହେଁ ମ୍ୟାରେଜ କଲେ ।

7-ପ୍ରିୟଙ୍କା ଚୋପ୍ରା
ଟୁଇଙ୍କଲ ଙ୍କ ସହିତ ବିବାହ ପରେ ମଧ୍ୟ ଅକ୍ଷୟ କୁମାର ପ୍ରିୟଙ୍କା ଚୋପ୍ରାଙ୍କୁ ନିଜର ଗାର୍ଲଫ୍ରେଣ୍ଡ ବନେଇଥିଲେ,ଯାହାଫଳରେ ଉଭୟ ଟୁଇଙ୍କଲ ଓ ଅକ୍ଷୟ ଙ୍କ ମଧ୍ୟରେ ମନମୁତାବକ ହୋଇଥିଲା । ଓ ଟୁଇଙ୍କଲ ଅକ୍ଷୟଙ୍କୁ ପ୍ରିୟଙ୍କାଙ୍କ ସହ କାମ କରିବାକୁ ମନ କରିଥିଲେ ତାପରଠାରୁ ସେ ପ୍ରିୟଙ୍କାଙ୍କ ଠାରୁ ଦୁରେଇ ଗଲେ।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ । ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ । ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ ।

Leave a Reply

Your email address will not be published. Required fields are marked *