2020 ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଓଡ଼ିଆ ସେଲିବ୍ରିଟି

marred

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ବନ୍ଧୁଗଣ 2020 ରେ ବହୁତ ସାରା ସେଲିବ୍ରେଟି ମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି , ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେହି ସେଲିବ୍ରେଟି ମାନଙ୍କ ବିଷୟ ରେ ପରିଚିତ କରେଇବୁ ଯେଉଁ ମାନେ 2020 ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି , ତେବେ ପ୍ରଥମେ ରହିଛନ୍ତି , ପ୍ରଥମେ ରହିଛନ୍ତି ତୁସାର ଏବଂ ମାହୀ ।

ଏମିତି ରେ ସେମାନେ ଏହି ଦିନ ରେ ବିବାହ କରି ଥିବା ବେଳେ ସେମାନେ ବର୍ତମାନ ସମୟ ରେ ବହୁତ ଭଲ ଜିବନ ଜାପନ କରୁ ଥିବାର ଦେଖିବା ପାଇଁ ମିଳିଛି ସେମିତି ରେ ଏହି ଦିନ ରେ ସେମାନେ ହୋଲି ପାଳନ କରି ଥିଲେ, ସେହି ଦୁଇ ରେ ଆସୁଛନ୍ତି ଝିଲ୍ଲୀକ୍ ଝିଲ୍ଲୀକ୍ ଏବଂ ପ୍ରିତି ରଞନ ଆପଣ ମାନେ ଜାଣି ଥିବେ ଗତ ତିନି ଦିନ ତଳେ ଓଲିଉଡ ର ହିରୋଇନ୍ ଝିଲ୍ଲୀକ୍ ଭଟ୍ଟାଚାର୍ଯ୍ୟ ବି ବିବାହ କରି ଥିଲେ ଏବଂ ସେ ଗୋଟଡିଏ ବିଧାୟକ ଙ୍କୁ ବିବାହ କରି ଥିବାର ଦେଖିବା ପାଇଁ ମିଳିଛନ୍ତ ତିନି ରେ ରହିଛନ୍ତି ଅର୍ଦ୍ଧେନ୍ଦୁ ଏବଂ ପଲ୍ଲବୀ ।tt

ଆପଣ ମାନେ ଏହି ଦୁଇଟି ଯୋଡି ଙ୍କୁ ବହୁତ ଭଲ ଭାବେ ଜାଣି ଥିବେ ତେବେ ସେମାନେ ଗତ ଫେବୃଆରୀ ମାସ ରେ ବିହାର କରି ନେଇ ଥିବା ବେଳେ ଏମାନେ ବି ବହୁତ ଖୁସି ରହିଛନ୍ନତି ଏହି ବିବାହ କୁ ନେଇ ବୋଲି ଜଣା ପଡିଛି ତିନି ରେ ରହିଛନ୍ତି । ଅମ୍ଲାନ୍ ଏବଂ ଭୂମିକା ଏହି ନିକଟ ରେ ଓଲିଉଡ ର ସୁପର ଷ୍ଟାର ଅମ୍ଲାନ୍ ଏବଂ ତାଙ୍କର ବାଲ୍ୟ ବନ୍ଧୁ ଭୂମିକା ଙ୍କ ସହିତ ବିବାହ କରି ଥିବା ବେଳେ ସେମାନେ ଏହି ଦିନ ରେ ହନିମୁନ ରେ ରହିଛନ୍ତି ବୋଲି ଜଣା ପଡିଛି ଏହା ପରେ ରହିଛନ୍ତି ,ବିକ୍ରମ୍ ଏବଂ ଲିପିକ୍କା ଙ୍କ ବିବାହ ବି ଏହି ଦିନ ରେ ହୋଇ ସାରିଛି ,aa

ତେବେ ସେମାନେ ମଧ୍ୟ ବହୁତ ଖୁସି ରେ ବିବାହ କରି ଥିଲେ ଏବଂ ସୁଖ ର ଜିବନ ଜାପନ କରୁଛନ୍ତି , ସେହି ପରି ଏହା ପରେ ରହିଛନ୍ତି ଶୁଭସ୍ମିତା ଏହି ବର୍ଷ ଫେବୃଆରୀ ରେ ବିବାହ କରି ଥିବା ବେଳେ ସେ ଭୁବନେଶ୍ୱର ର ଜଣେ ବିଜନେସ୍ ମ୍ୟନ୍ ଙ୍କୁ ବିବାହ କରିଛନ୍ତି ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *