ବନ୍ଧୁଗଣ ଆଜି ଆମେ ଆପଣଂକୁ ବଲିଉଡ ର ଏହି 6 ଜଣ ଅଭିନେତ୍ରୀଙ୍କର ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କି ଏବେ ବହୁତ ବଡ଼ ହୋଇଗଲଣି ଓ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର।ଆସନ୍ତୁ ଜାଣିବା ସେମାନଙ୍କର ବିଷୟରେ।।
1-ଶ୍ୱେତା ସିଂ ତିବାରି
ବନ୍ଧୁଗଣ ଆପଣଙ୍କୁ କହିଦେଉଛୁ କି ଶ୍ୱେତା ଏକ ସିରିଏଲ କସଟି ଜିନ୍ଦଗିରୁ ବହୁତ ପ୍ରସିଦ୍ଧ ହୋଇସାରିଛନ୍ତି । ଏବଂ ସେ ବିଗବସ ସିଜିନ 4 ରେ ବିଜେତା ମଧ୍ୟ ରହିସାରିଛନ୍ତି।ତାଙ୍କ ଝିଅର ନା ହେଉଛି ପଲକ ଚୌଧୁରୀ ଯିଏ ଦେଖିବାକୁ ବହୁତ ସୁନ୍ଦର ମଧ୍ୟ ଅଟନ୍ତି।
2-ତନାଜ ଇରାଣୀ
ତନାଜ ପୂର୍ବରୁ ବହୁତ ସିରିଏଲ ରେ ଅଭିନୟ କରିବା ସହ ସେ ଫିଲ୍ମ ଜଗତରେ ମଧ୍ୟ ବହୁତ ନାମ କମାଇସାରିଛନ୍ତି।ବର୍ତମାନ ସେ କହଁ ହମ କହଁ ତୁମ ରେ ଅଭିନୟ କରୁଛନ୍ତି।ତାଙ୍କ ଝିଅର ନା ହେଉଛି ଜିହାଣୀ ଇରାଣୀ ଅଟେ।।
3-ମିନା ଗୁପ୍ତା
ମିନା ଗୁପ୍ତା ଯିଏ କି ବଲିଉଡ ଫିଲ୍ମ ରେ ବହୁତ କାମ କରିସାରିଛନ୍ତି ଓ ସେ ଏବେ ବର୍ତମାନ 60 ବର୍ଷର ହୋଇସାରିଛନ୍ତି ଓ ଏବେ ମଧ୍ୟ ସେ ବଲିଉଡ ଜଗତରେ କାମ କରୁଛନ୍ତି ।ତାଙ୍କର ଝିଅର ନା ହେଉଛି ମଶାବା ଗୁପ୍ତା ଏକ ଫ୍ୟାସନ ଡିଜାଇନ ରେ କାମ କରୁଛନ୍ତି ।
4-ପୂଜା ବେଦୀ
ପୂଜା ବେଦୀ ବଲିଉଡ଼ ର ବହୁତ ସାରା ଶୋ ରେ ନିଜର ଅଭିନୟ ଭୂମିକାରେ ଦର୍ଶକଙ୍କର ହୃଦୟ ଜିତିସାରିଛନ୍ତି। ତାଙ୍କ ଝିଅ ହେଉଛି ଆଳିଆ ଫର୍ନିଚରବଲ ଏବେ ଜବାନୀ ଜାନେ ମନ ଏକ ଫିଲ୍ମ ରେ ଅଭିନୟ କରିଥିଲେ।
5-ସାଧନା ସିଂ
ସାଧନା ସିଂ ଏକ ଫିଲ୍ମ ଅଭିନେତ୍ରି ସହିତ ବହୁତ ସାରା ରିଅଲିଟି ସୋ ରେ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନରେ ଏବେ ମଧ୍ୟ ରାଜ କରିଛନ୍ତି।।ତାଙ୍କ ଝିଅ ମଧ୍ୟ କେତେକ ଛୋଟ ଛୋଟ ଫିଲ୍ମ ରେ ଅଭିନୟ କରିସାରିଛନ୍ତି।
6-ସୁପ୍ରିୟା ପାଠକ
ଷ୍ଟାର ପ୍ଲସର ଏକ ଲୋକପ୍ରିୟ ସିରିଏଲ ଖିଚଡ଼ି ରେ ତାଙ୍କ ଅଭିନୟ ଅବା କାହାକୁ ଅଜଣା ସେ ତାଙ୍କ ଅଭିନୟ ମାଧ୍ୟମରେ ବହୁତ ସାରା ଦର୍ଶକଙ୍କ ହୃଦୟ ଜିତିସାରିଛନ୍ତି।।ତାଙ୍କ ଝିଅଙ୍କର ନାମ ହେଉଛି ସନା କାପୁର ଯିଏ କି ସାଂଦାର ର ଏକ ଚଳଚିତ୍ରରେ ଅଭିନୟ କରିସାରିଛନ୍ତି।
ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ଏହିଭଳି ସୂଚନା ପ୍ରତିଦିନ ନେଇ ଆସିଥାଉ,ଏହାକୁ ସେୟାର୍ କରିବା ସହ ଅଧିକ ପୋଷ୍ଟ ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚୟ କରନ୍ତୁ,ଧନ୍ୟବାଦ।