ଏମ୍ ଏସ୍ ଧୋନିଙ୍କ ସମ୍ପତ୍ତି କେତେ ଜାଣି ଆଶ୍ଚର୍ୟ୍ଯ ହେବେ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣନ୍ତି କି ଆମ ଭାରତ ର ଲେଜେଣ୍ଡ କ୍ରିକେଟର ହେଲେ ମହେନ୍ଦ୍ର ସିହଂ ଧୋନୀ ସେ ଆମ ଭାରତ ପାଇଁ ସାରା ଦୁନିଆଁ ରେ ବହୁତ ଗୁଡିଏ ସୁନାମ ଅର୍ଜନ କରିଛନ୍ତି , ହେଲେ ଏବେ ସେ କ୍ରିକେଟ ଦୁନିଆଁ ରୁ ଅବସର ନେଇ ସାରିଛନ୍ତି , ସେମିତି ରେ ବନ୍ଧୁଗଣ ଆପଣ ମାନଙ୍କୁ ନିଶ୍ଚିତ ଭାବେ ଜାଣିବା ପାଇଁ ଇଚ୍ଛା ହେଉ ଥିବ କି ଏମ୍ ଏସ୍ ଧୋନୀ ଙ୍କ ସଂମ୍ପତୀ କେତେ ବୋଲି ସେ ଗୋଟିଏ ମ୍ୟଚ୍ ପାଇଁ କେତେ କୋଟି ଟଙ୍କା ନେଇ ଥାନ୍ତି , ସେହି ସବୁ ବିଷୟ ରେ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ , ଆମେ ଆଜି ସେହି ମହେନ୍ଦ୍ର ସିହଂ ଙ୍କ ପରିବାର ସଂମ୍ପତୀ ଘର ଗାଡୀ ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ, ଏମ୍ ଏସ୍ ଧୋନୀ ଙ୍କ ଜନ୍ମ ଝାଡଖଣ୍ଡ ର ରାଜଧାନୀ ରାଞ୍ଚି ରେ ।dhani

ମହେନ୍ଦ୍ର ସିହଂ ଧୋନୀ ତାଙ୍କର ଗୋଟିଏ ସ୍କୁଲ ମେଟେ ଙ୍କୁ ବିବାହ କରି ଥିଲେ ଜାହାଙ୍କ ନାମ ହେଲା ସାକ୍ଷୀ ସିହଂ ତାଙ୍କର ଗୋଟିଏ ଝିଅ ସନ୍ତାନ ମଧ୍ୟୟ ରହିଛି ଜାହାଙ୍କ ନାମ ଜିଭା ,ଏମ୍ ଏସ୍ ଧୋନୀ ଙ୍କୁ ବହୁତ ସାରା ପୁରସ୍କାର ମିଳିଛି ଆମ ଭାରତ ର ସବୁଠୁ ବଡ ଆୱାର୍ଡ ରାଜିବୀ ଗାନ୍ଧୀ ଖେଲ ରତ୍ନ ଆୱାର୍ଡ ମଧ୍ୟ ତାଙ୍କୁ ମିଳି ସାରିଛି । ତା ସହିତ ପଦ୍ମ ଭୂଷଣ ଏବଂ ପଦ୍ମ ଶ୍ରୀ ମଧ୍ୟ ତାଙ୍କୁ ମିଳି ସାରିଛି । ତାଙ୍କର ସଂମ୍ପତୀ ବିଷୟ ରେ ଜାଣିବା ତାଙ୍କର ଆୟ ର ମୂଖ୍ୟ ସ୍ରୋତ ହେଲା ବ୍ରାଣ୍ଡ ଏଣ୍ଡୋର୍ସ ମେଣ୍ଟ । ସେ ବର୍ତମାନ ସମୟ ରେ 32 ବ୍ରାଣ୍ଡ ର ଆମ୍ଭା ସେଟର ରହିଛନ୍ତି , ଏବଂ ଗୋଟିଏ ବ୍ରାଣ୍ଡ ପ୍ରୋମସନ ପାଇଁ 7 ରୁ 10 କୋଟି ନିଅନ୍ତି ,ms dhani

ସେହି ପରି ସାରା ବିଶ୍ୱ ରେ ସବୁଠୁ ବଡ ୱିକେଟ୍ କିପର ଏବଂ ସବୁଠୁ ବଡ କ୍ୟପଟେନ୍ ହେଉଛନ୍ତି ମେହେନ୍ଦ୍ର ସିହଂ ଧୋନୀ । ତାଙ୍କର ଏହି କ୍ୟପଟେନ୍ ସିପ୍ ପାଇଁ ଭାରତ 2011 ରେ ୱାର୍ଡକପ୍ ଜିତି ଥିଲା ,ଏବଂ 2013 ରେ ଚମ୍ପିଆନ ଟ୍ରଫି ଜିତି ଥିଲା । ଏବଂ ଏହା ସହିତ 2007 ରେ ICC ଟି ଟ୍ୱେଣ୍ଟି 20 ୱାଲ୍ଡ କପ୍ ବି ଜିତି ଥିଲେ , ତେବେ ତାଙ୍କର ସଂମ୍ପର୍ଣ୍ଣ ସଂମ୍ପତୀ ର ଆକଳନ ହୋଇଛି କି ତାହା 826 କୋଚି ଟଙ୍କା ଅଟେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *