ପତି ଙ୍କ ସହ ଭୋଜନ କରୁଥିବା ସ୍ତ୍ରୀ ମାନେ ନିଶ୍ଚୟ ଦେଖନ୍ତୁ ଭୋଜନ ର ଠିକ୍ ନିୟମ

ha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ଙ୍କ ଅନୁସାରେ ପତି ଏବଂ ପତ୍ନୀ ଙ୍କ ସଂମ୍ପର୍କ ଏହି ଦୁନିଆଁ ରେ ସବୁଠୁ ଶକ୍ତିଶାଳୀ ସଂମ୍ପର୍କ ଅଟେ ଏହା ସହିତ ଏହି ସଂମ୍ପର୍କ କୁ କମଜୋର ବି କୁହାଯାଏ , ଯଦି ପତି ଏବଂ ପତ୍ନୀ ଙ୍କ ବଚନ , ମନ ,କର୍ମ , ବିଚାର , ସଂସ୍କାର ସହଜ ରେ ମିଳି ଯାଏ ତେବେ ଏହି ପରି ସଂମ୍ପର୍କ ମଜବୁତ୍ ଅଟେ , ଏବଂ ପତି ପତ୍ନୀ ଙ୍କୁ ସବୁ ବେଳେ ନିଜର ଧର୍ମ କୁ ପୂରା ମନରୁ ପାଳନ କରିବା ଉଚିତ୍ । ସେହି ପରି ପତି ପତ୍ନୀ ଙ୍କ ମଧ୍ୟ ରେ ବିନା କାରଣ ରେ ବି ମତ ଭେଦ ହୋଇଯାଏ ଏହା ସାମାନ୍ୟ କଥା ଅଟେ ଏହାକୁ ପତି ଏବଂ ପତ୍ନୀ ଦୁହେଁ ମିଶି ସମାଧାନ କରିବା ଉଚିତ୍ , ସେହି ପରି ଘରେ ଭୋଜନ କରିବା ଉପରେ ବି କିଛି ନିୟମ ର ପାଳନ କରିବା ଉଚିତ୍ ଜାହା ଶ୍ରୀ କୃଷ୍ଣ କହି ଜାଇ ଥିଲେ ସେହି ବିଷୟ ରେ କି ଆମ ମାନଙ୍କୁ କେମିତି ଭାବେ ଭୋଜନ କରିବା ଉଚିତ୍ ଆସନ୍ତୁ ଜାଣି ନେବା ସେହି ବିଷୟ ରେ ।krishan

ତେବେ ବନ୍ଧୁଗଣ ଭୋଜନ କରିବାର ନିୟମ ଅନୁସାରେ ପରିବାର ର ସହିତ ବସି ଏକାଠୀ ଭୋଜନ ନ କରିଲେ ସେମାନଙ୍କ ମଧ୍ୟ ରେ ପ୍ରେମ ଏକତା ରହେ ନାହିଁ ଭୋଜନ ସମୟ ସକାଳ , ମଧ୍ୟନ , ଏବଂ ସଂନ୍ଧ୍ୟା ସମୟ ଅଟେ ଏବଂ ସବୁ ସମୟ ରେ ଭୋଜନ ପୂର୍ବ ଏବଂ ଉତ୍ତର ଦିଗ କୁ ହୋଇ କରିବା ଉଚିତ୍ ଦକ୍ଷିଣ ଦିଗ କୁ ମୁହଁ କରି ଭୋଜନ କରିଲେ ଏହା ପ୍ରେତ କୁ ପ୍ରାପ୍ତ ହୋଇଥାଏ ।eating

ପଶ୍ଚିମ ଦିଗ ରେ କରା ଜାଇ ଥିବା ଭୋଜନ ରୋଗ ସୃଷ୍ଟି କରେ ସେହି ପରି ସଯ୍ୟା ଉପରେ ବସି କେବେ ବି ଭୋଜନ କରନ୍ତୁ ନାହିଁ ଏହା ସହିତ କେବେ ବି ଭାଙ୍ଗି ଜାଇ ଥିବା ବାସନ ରେ ଭୋଜନ କରନ୍ତୁ ନାହିଁ ଏହା ଦ୍ୱାରା ଆପଣ ମାନଙ୍କ ଆର୍ଥିକ ସଂଙ୍କଟ ଆପଣ ମାନଙ୍କ ଉପର ଦେଖିବା ପାଇଁ ମିଳେ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *