ମାସିକ ଧର୍ମ ସମୟରେ ମହିଳାମାନେ ଭୁଲରେ ବି କରନ୍ତୁ ନାହିଁ ଏହି 4 ଟି କାମ ନଚେତ ପରେ ହେବ ଅସୁବିଧା

pr

ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ,ମାସିକ ଧର୍ମ ଏଭଳି ଏକ ସମସ୍ୟା ଯାହାକୁ ପ୍ରତିଟି ମହିଳାକୁ ସମୁଖୀନ ହେବାକୁ ପଡିଥାଏ,ଓ ଏହି ମାସିକ ଋତୁସ୍ରାବ ଉପରେ ଆମର ସାମାଜିକ ଓ ଧାର୍ମିକ ଧାରଣା ମଧ୍ୟ ରହିଥାଏ । ମହିଳାମାନେ ମାସିକ ଋତୁସ୍ରାବରେ ଗତି କରୁଥିବା ସମୟରେ ପୁରୁଷଙ୍କ ଘରୁ ବହୁତ ଶୁଦ୍ଧ ଓ ପଵିତ୍ର ରହିଥାନ୍ତି ।ଏହା ଉପରେ କିଛି ବର୍ଣ୍ଣିତ କଥା ଅଛି କି ମାସିକ ଋତୁସ୍ରାବ ସମୟରେ ମହିଲମାନେ ଏହି ସବୁ କାମ କରିବା ଦ୍ୱାରା ତାଙ୍କ ସ୍ଵାମୀର ଆୟୁଷ ବଢିବା ସହ , ତାଙ୍କ ପରିବାର କୌଣସି ପ୍ରକାରର ଆର୍ଥିକ ସମସ୍ୟାମାନ ଭୋଗିନଥାଏ ।

କିନ୍ତୁ ଆଜି ଆମେ କିଛି ଏଭଳି ସୂଚନା ଉପରେ ଆଲୋଚନା କରିବା ଯାହାକୁ ମହିଳାମାନେ ସେମାନଙ୍କ ମାସିକ ରିତୁସ୍ରାବ ସମୟରେ କରିବା ଅନୁଚିତ । ଆସନ୍ତୁ ସେହି 4ଟି ନିୟମ ଉପରେ ଆଲୋଚନା କରିବା ।menstruation

1-ଏହି ସମୟରେ ମହିଳାମାନେ କଠିନ ପରିଶ୍ରମ କରନ୍ତୁ ନାହିଁ ।କାରଣ ଏହି ସମୟ ଚାଲିଥିବା ସମୟରେ ଆପଣ ଘରର କୌଣସି କଠିନ ପରିଶ୍ରମ କରିବା ଦ୍ୱାରା ମହିଳାମାନଙ୍କ ସ୍ୱାସ୍ଥ୍ୟ ସମସ୍ୟାରେ ବହୁତ ଖରାପ ପ୍ରଭାବ ପଡିଥାଏ ଏଥିପାଇଁ ଯଥା ସମ୍ଭବ ଆପଣ ଏହି ସବୁ କାମରୁ ନିଜକୁ ଦୂରେଇ ରଖନ୍ତୁ ।

2-ସଜବାଜ ହେବା ବନ୍ଦ କରନ୍ତୁ ନାହିଁ । ମାସିକ ରିତୁସ୍ରାବ ସମୟରେ ମହିଳାମାନଙ୍କୁ କେବେ ବି ନିଜର ସଜବାଜ ବନ୍ଦ କରିବା ଉଚିତ ନୁହେଁ କାରଣ ଏହି ସମୟରେ ଆପଣ ସଜବାଜ ହେବା ବନ୍ଦ କରିବା ଦ୍ୱାରା ଆପଣଙ୍କ ପରିବାର ଉପରେ ଖରାପ ପ୍ରଭାବ ପଡିଥାଏ ।pryds

3-ଧାର୍ମିକ କାର୍ଯ୍ୟଠାରୁ ଦୁରେଇ ରୁହନ୍ତୁ ।ମାସିକ ଋତୁସ୍ରାବ ଚାଲୁଥିବା ସମୟରେ ଆପଣଙ୍କ ଶରୀର ସୁଧତା ଦେଇ ଗତି କରିଥାଏ ।ତେଣୁ ଏହି ସମୟରେ ଆପଣ କୌଣସି ଧାର୍ମିକ କାର୍ଯ୍ୟ କିମ୍ବା ପିତୃପୁରୁଷଙ୍କ କାର୍ଯ୍ୟ କରନ୍ତୁ ନାହିଁ ।

4-ମାସିକ ଧର୍ମ ସମୟରେ ମହିଳାମାନଙ୍କୁ ଗୁରୁଜନଙ୍କ ପାଦ ସ୍ପର୍ଶ କରିବା ଅନୁଚିତ ହୋଇଥାଏ । ଓ ଏହି ସମୟରେ ଆପଣ ଗୁରୁଜନଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ ।priads

କିନ୍ତୁ କିଛି ମହିଳାମାନେ ଅଛନ୍ତି ଏହି ସବୁ ନିୟମ ପାଳନ କରନ୍ତି ନାହିଁ ।ଯାହାଫଳରେ ସେମାନଙ୍କୁ ନିଜର ପାରିବାରିକ ସମସ୍ୟା ସହ ବହୁତ କିଛି ସାମନା କରିବାକୁ ପଡିଥାଏ ଓ ନିଜର ଦାମ୍ପତ୍ୟ ଜୀବନରେ ମଧ୍ଯ ସମସ୍ୟା ଦେଖାଦେଇଥାଏ ।ଏହି ସବୁ ନିୟମ ପ୍ରତିଟି ମହିଳାଙ୍କୁ ପାଳନ କରିବା ପାଇଁ ଆବଶ୍ୟକ ।।

ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ଏହିଭଳି ସୂଚନା ପ୍ରତିଦିନ ନେଇ ଆସିଥାଉ,ଏହାକୁ ସେୟାର୍ କରିବା ସହ ଅଧିକ ପୋଷ୍ଟ ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚୟ କରନ୍ତୁ,ଧନ୍ୟବାଦ।

Leave a Reply

Your email address will not be published. Required fields are marked *