ଲାଜ ନକରି ରାତିରେ ଶୋଇବା ବେଳେ ମହିଳାମାନେ କରନ୍ତୁ ଏହି ଗୋଟିଏ କାମ,ଶୀଘ୍ର ହେବେ କୋଟିପତି

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ । ଯଦି ମହିଳା ମାନେ ରାତିରେ ଶୋଇବା ପୂର୍ବରୁ ଏହି କାମ କରିବେ, ତେବେ ତାଙ୍କର ଧନ ରେ ଅଭାବ ଦେଖା ଯିବ ନାହିଁ । ଭାରତୀୟ ଘର ମାନଙ୍କ ରେ କିଛି ଏପରି ପରମ୍ପରା ରହିଛି, ଯାହାର ପାଳନ ଆମ ଠାରୁ ବଡ଼ ଏବଂ ବୟସ୍କ ବ୍ୟକ୍ତି ମାନେ କରି ଆସୁଛନ୍ତି । କିନ୍ତୁ ଧୀରେ ଧୀରେ ଆଧୁନିକତା ର ରଙ୍ଗ ରେ ରଙ୍ଗୀନ ହେଉଥିବା ଯୁବ ପିଢ଼ି ଏହା ଠାରୁ ଦୂରକୁ ଚାଲି ଯାଉଛନ୍ତି । ସେଥି ପାଇଁ ଆଜି କାଲି ଘର ମାନଙ୍କରେ ପୂର୍ବ ଭଳି ଭଲ ପାଇବା, ବଡ଼ ସାନ ର ସମ୍ମାନ ଓ ଧନ ରହୁ ନାହିଁ।ପୂର୍ବ ରୁ ଜଣେ ରୋଜଗାର କରୁଥିଲେ ସାରା ପରିବାର ଖାଉଥିଲେ । କିନ୍ତୁ ଏବେ ଘର ର ସମସ୍ତ ସଦସ୍ୟ ରୋଜଗାର କଲେ ମଧ୍ୟ କୌଣସି ନା କୌଣସି ଜିନିଷ ରେ ଅଭାବ ରହୁଛି ।l

ଆପଣ ମାନେ ଜାଣିଛନ୍ତି ଯେ ମାତା ଲକ୍ଷ୍ମୀ ହେଉଛନ୍ତି ଧନ ସମ୍ପଦ ର ମାଲିକାଣୀ।ଯଦି ଆପଣ ଚାହୁଛନ୍ତି ଯେ ଆପଣ ଙ୍କ ଘର ଧନ ସଂପତ୍ତି ରେ ପୁରୀ ଉଠୁ , ତେବେ ଆପଣ ଙ୍କୁ ମା ଲକ୍ଷ୍ମୀ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ପଡ଼ିବ । ଯଦି ଘରେ ମହିଳା ମାନେ ରାତିରେ ଶୋଇବା ପୂର୍ବରୁ ଏହି କାମ କରିଥାନ୍ତି, ସେଠାରେ ମା ଲକ୍ଷ୍ମୀ ଘରକୁ ଆସିବା ର ସଂକେତ ଦେଇ ଥାଆନ୍ତି । ତେଣୁ ମୁଁ ଆପଣ ଙ୍କୁ କହିବା କୁ ଯାଉଛି, ରାତିରେ ମହିଳା ମନ ଙ୍କୁ ଶୋଇବା ପୁର୍ବରୁ କଣ କରିବା ଆବଶ୍ୟକ ।

ଯାହା ଫଳରେ ଘରେ ଧନ ର ଅଭାବ ରହିବ ନାହିଁ । ତେବେ ଚାଲନ୍ତୁ ଜାଣିବା ସେ ବିଷୟରେ।ଘର ର ମୁଖ୍ୟ ଦ୍ଵାର ନିକଟ ରେ ଅଳିହା ଆବର୍ଜନା ପଡି ରହିଲେ, ଘର ର ପଡୋଶୀ ତଥା ଆପଣଙ୍କ ର କୌଣସି ନିଜ ଲୋକ ଙ୍କ ସହ ଝଗଡ଼ା ହୋଇଥାଏ । ଏହା ଦ୍ବାରା ଆପଣଙ୍କ ର ନିଜ ପଡୋଶୀ ଙ୍କ ସହ ସମ୍ପର୍କ ଖରାପ ହୁଏ । ଏହା ଛଡ଼ା ମା ଲକ୍ଷ୍ମୀ ମଧ୍ୟ ଘର କୁ ପ୍ରବେଶ କରି ପାରନ୍ତି ନାହିଁ । ତେବେ ମନେ ରଖନ୍ତୁ, ଘର ର ମୁଖ୍ୟ ଦ୍ଵାର ନିକଟ ରେ ଆବର୍ଜନା ରଖନ୍ତୁ ନାହିଁ ।mata laxmi

ସୂର୍ଯ୍ୟାସ୍ତ ସମୟରେ କିମ୍ବା ସୂର୍ଯ୍ୟାସ୍ତ ପରେ ଯଦି କୌଣସି ବ୍ୟକ୍ତି ଆପଣ ଙ୍କୁ କ୍ଷୀର କିମ୍ବା ଦହି ମାଗନ୍ତି, ତେବେ ଆପଣ ତାଙ୍କୁ ତାହା ଦିଅନ୍ତୁ ନାହିଁ । ଏହା ଦ୍ବାରା ଘରେ ଥିବା ଲକ୍ଷ୍ମୀ ବାହାରକୁ ଚାଲି ଯାଆନ୍ତି। ତେଣୁ କ୍ଷୀର କିମ୍ବା ଦହି ସନ୍ଧ୍ୟା ସମୟ ରେ କାହାକୁ ଦିଅନ୍ତୁ ନାହିଁ।ଘର ର ଝାଡୁ କୁ ଘର ର ଦକ୍ଷିଣ ଓ ପଶ୍ଚିମ ଦିଗ ରେ ଲୁଚାଇ ରଖନ୍ତୁ । ଏପରି ରଖନ୍ତୁ ଯେ, ଯେପରି ଏହା କାହାକୁ ମଧ୍ୟ ଦେଖା ଯିବ ନାହିଁ।ଯଦି ଆପଣ ଘର ର ବୈଭବ , ସଂପତ୍ତି ଏବଂ ସୁଖ ଶାନ୍ତି ପାଇବା ପାଇଁ ଚାହାନ୍ତି, ତେବେ ରାତିରେ ଶୋଇବା ପୁର୍ବରୁ ବାସନ ଗୁଡ଼ିକୁ ଧୋଇକରି, ରୋଷେଇ ଘର କୁ ସଫା କରି ସୁଅନ୍ତୁ। ଏହା କରିବା ନିତ୍ୟାନ୍ତ ଆବଶ୍ୟକ ଅଟେ । ଶୋଇବା ପୁର୍ବରୁ ମନେ ରଖନ୍ତୁ ଯେ ଆପଣଙ୍କ ଚୁଟିକୁ ଖୋଲା ରଖନ୍ତୁ ନାହିଁ । ଏହା ଫଳ ରେ ଦୁଷ୍ଟ ଶକ୍ତିର ପ୍ରବେଶ ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଏହି ଖବର ପସନ୍ଦ ଆସିଥିବ, ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ । ଏବଂ ଏହି ଖବର କୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେୟାର୍ କରନ୍ତୁ।

Leave a Reply

Your email address will not be published. Required fields are marked *