ସବ୍ୟଙ୍କୁ କଣ ପାଇଁ ଭେଟିଲେ ଗୋବିନ୍ଦା

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ତ ସମସ୍ତେ ଜାଣିଥିବେ ଓଡିଆ ଜଗତର ଜଣା ଶୁଣା ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କୁ ଯାହା ମଧ୍ୟ ରେ ଓଲିଉଡ ଷ୍ଟାର ସବ୍ୟସାଚ୍ଚୀ ଏବଂ ଓଲିଉଡ ର ରାଣୀ ଅର୍ଚ୍ଚୀତା ଙ୍କୁ , ତେବେ ବନ୍ଧୁଗଣ ଆପଣ ମାନେ ଏଇ କିଛି ଦିନ ତଳେ ସୋସିଆଲ ମିଡିଆ ରେ ଏହି ଦୁଇ ଯୋଡିକୁ ନେଇ ବହୁତ କିଛି ଖବର ଶୁଣିବାକୁ ପାଇଥିବେ , ଯେମିତିକି ଏହି ଦୁଇ ଯୋଡି ତାଙ୍କର ଅଭିନୟ କେରିୟର ରୁ ହିଁ ସେମାନେ ଦୁହେଁ ଦୁହିଁ ଙ୍କୁ ଦେଖିଥିଲେ ଏବଂ ପରେ ପରେ ସେମାନେ ଦୁହେଁ ଦୁହିଁ ଙ୍କୁ ଭଲ ପାଇ ବସିଥିଲେ ପରେ ପରେ ସେମାନେ ଏତେ ନିବିଡ ହୋଇଯାଇଥିଲେ କି ପରବର୍ତ୍ତୀ ମୁହୁର୍ତ୍ତ ରେ ସେମାନେ ପରସ୍ପର ଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।archita

ଯାହାକି ସେହି ଯୋଡି ମାନଙ୍କର ର ବିବାହ ଏକ ରାଜସ୍ଥାନ ର ବିଳାସ ମୟ ଏକ ହୋଟେଲ ରେ ବିବାହ ର କାର୍ଯ୍ୟ ଆୟୋଜନ କରାଯାଇଥିଲା ଏବଂ ସେ ଏହି ବିବାହ ସେଠାରେ କରିଥିଲେ କାରଣ ସବ୍ୟସାଚ୍ଚି ଏବଂ ଅର୍ଚ୍ଚିତା ଙ୍କ ର ବହୁତ ଫ୍ୟାନ ଫୋଲଅର୍ସ ରହିଥିବାରୁ ସେମାନେ ଯଦି ଓଡିଶା ରେ ବିବାହ କରୁଛନ୍ତି ତେବେ ସେଠାରେ ବହୁତ ଭିଡ ଲାଗି ରହିବ ଏବଂ ଏବେ ଏଇ କୋରନା ମହାମାରୀ ସମୟ ପାଇଂ ସେମାନେ ତାଙ୍କର ବିବାହ ରାଜସ୍ଥାନ ରେ କରିଥିଲେ । ତେବେ ବର୍ତ୍ତମାନ ସମୟ ରେ ବଡ ଖବର ଯାହା ରହିଛି ବଲିଉଡ ଜଗତ ର ଅଭିନେତା ମାନେ ମଧ୍ୟ ସବ୍ୟ ଏବଂ ଅର୍ଚ୍ଚିତା ଙ୍କୁ ତାଙ୍କର ବିବାହ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ବିଶେ, କରି ଆପଣ ମାନଙ୍କ ର ପ୍ରିୟ ବଲିଉଡ ଜଗତ ର ଅଭିନେତା ଗୋବିନ୍ଦା ।sabya

ସବ୍ୟ ଏବଂ ଅର୍ଚ୍ଚିତା ଙ୍କୁ ତାଙ୍କର ବିବାହ ପାଇଂ ଶୁଭେଚ୍ଛା ଜଣାଇଛନ୍ତି ଏହା ସହିତ ସବ୍ୟ ଏବଂ ଅର୍ଚ୍ଚିତା ଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି , ତେବେ ବନ୍ଧୁଗଣ ଆପଣମ ମାନେ ତ ନିଶ୍ଚିତ ଆମ ମାଧ୍ୟମରେ ବର୍ତ୍ତମାନ ସମୟ ରେ ସୋସିାଲ ମିଡିଆରେ ବେଶ ଚର୍ଚ୍ଚା ର ବିଷୟ ପାଲଟିଥିବା ଫୋଟ ଗୁଡିକ ନିଶ୍ଚୟ ଦେଖିବାକୁ ପାଇଥିବେ , ତେବେ ଆପଣ ମାନଙ୍କ ର ପ୍ରିୟ ର ଅଭିନେତ ସବ୍ୟସାଚ୍ଚି ମିଶ୍ର ଏହି ଫୋଟ ଗୁଡିକ ତାଙ୍କର ଏକ ସୋସିଆଲ ମିଡିଆରେ ରହିଥିବା ଏକ ଆକାଉଣ୍ଟ ଜରିଆରେ ସେ ତାଙ୍କର ଫ୍ୟାନ ମାନଙ୍କୁ ସେୟାର କରିଛନ୍ତି ଏବଂ ଆପଣ ମାନଙ୍କ ପ୍ରିୟ ସବ୍ୟ ଙ୍କ ର ଏହି ପୋଷ୍ଟ ମୁତାବକ ଯାହା ସ୍ପଷ୍ଟ ଭାବରେ ଜଣା ପଡୁଛି ।gabindha

ବଲିଉଡ ଜଗତ ର ସର୍ବଶ୍ରେଷ୍ଠ ଅଭିନେତା ଗୋବିନ୍ଦା ସବ୍ୟ ଏବଂ ଅର୍ଚ୍ଚିତା ଙ୍କ ର ବିବାହ ପାଇଂ ସୁବେଚ୍ଛା ଜଣାଇବାକୁ ତାଙ୍କ ନିକଟରେ ପହଞ୍ଚିଛନ୍ତି ଏବଂ ଏହି ସମୟ ର କିଛି ଖୁସି ର ମୁହୁର୍ତ ସବ୍ୟ ତାଙ୍କର ଏକ ସୋସିଆଲ ମିଡିଆରେ ରହିଥିବା ଏକ ଆକାଉଣ୍ଟ ଜରିଆରେ ସେ ତାଙ୍କର ଫ୍ୟାନ ମାନଙ୍କୁ ସେୟାର କରିଛନ୍ତି , ସବ୍ୟ ଏବଂ ଅର୍ଚ୍ଚିତା ତୃତୀୟଥର ପାଇଂ ତାଙ୍କର ରିସେଫସନ ର ପାର୍ଟି ସେୟାର କରିଛନ୍ତି । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *