କେଉଁଠାରେ ଅଛି ଯମଲୋକ? ଜାଣନ୍ତୁ ଗରୁଡ଼ ପୁରାଣ ଅନୁସାରେ କିପରି ହୋଇଥାଏ ଯମଲୋକ

yamlok

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ଗରୁଡ ପୁରାଣ ରେ ମୃତ୍ୟୁ ଲୋକର ସମସ୍ତ ରହସ୍ୟ ଲେଖା ହୋଇ ରହିଛି। କଣ ଆପଣ ଜାଣିଛନ୍ତି କାହିଁକି ? ଏହା ଏକ ଏମିତି ପୁରାଣ ଯେଉଁଥିରେ ମଣିଷର ମୃତ୍ୟୁ କେ ପରେ ଆତ୍ମା ସଙ୍ଗେ କଣ ହୋଇଥାଏ ଓ ସେ କୁଆଡେ ଯାଏ ଏବଂ କେଉଁ ପ୍ରକାରର ଆତ୍ମା କୁ ଯମଲୋକ ଯିବାକୁପଡେ ତାହା ବର୍ଣ୍ଣିତ ଏହିଥିରେ। ଏମତି କହିବାକୁ ଗଲେ ମୃତ୍ୟୁ ପରେ ଆତ୍ମା ର ସମ୍ପୂର୍ଣ୍ଣ ଯାତ୍ରା ବିଷୟରେ ଏହି ପୁରାଣରେ କୁହାଯାଇଛି । ଏହି ପୁରାଣ ରେ କୁହାଯାଇଛି କି ଯେଉଁ ଆତ୍ମା ପାପ କରିଥାନ୍ତି ତାଙ୍କୁ କେଉଁ ପ୍ରକାରର ଶାସ୍ତି ଦିଆଯାଇଥାଏ।ଆଜି ଆମେ ଜାଣିବା କି ଗରୁଡ ପୁରାଣ ଅନୁସାରେ ଜାଣିବା କି ଯମାଲୋକ କିପ୍ରରି ଓ ଏଠାରେ କଣ ହୁଏ ।yamlok

ଗରୁଡ ପୁରାଣରେ ଉଲ୍ଲେଖ ଅଛି କି ଯମପୁରୀ ବିଜୁଳି ଭଳିଆ ଚମକେ ।ଭଗବାନ ବିଷ୍ଣୁ ଜମଲୋକ ବ୍ୟଖ୍ୟା କରିବାକୁ ଯାଇକହିଛନ୍ତି ଯେ କି ଯମ ଲୋକ ଭବନ ର ଚମକ ସ୍ୱର୍ଣ୍ଣ ପରି ଅଟେ। ଏହିଠି ଏକ ବେହଦ ଆକର୍ଷିତ ସିଂହାସନ ଅଛି ଯେଇଁଠି ସ୍ୱୟଂ ଯମରାଜା ବିରାଜମାନ କରନ୍ତି ଏବଂ ଅନେକ ଗନ୍ଧର୍ବ ଓ ଅପସରା ତାଙ୍କ ସେବା ପାଇଁ ଉପସ୍ଥିତ ଥାନ୍ତି। ଏଠି ଯମରାଜା ଙ୍କର ସଭା ବି ଲାଗେ । ଏଠାରେ କେବଳ ଧର୍ମ ରେ ଚାଲୁଥିଲା ଲୋକ ହିଁ ପ୍ରବେଶ କରିପାରନ୍ତି।ଯମପୁରୀ ମଝିରେ ଚିତ୍ରଗୁପ୍ତ ଙ୍କ ଭବନ ରହିଅଛି ।

ବାସ୍ତବରେ ଯମଲୋକ କୁ ଖରାପ ଆତ୍ମା ନେଇଯାଇଥାନ୍ତି । ଯମଲୋକ ରେ ଯମ ବାସ କରନ୍ତି। ଯିଏ ଭଲ କାମ କରିଥାନ୍ତି ଯେପରିକି ଦୟା,ଦାନ ,ଧର୍ମ ସେ ସ୍ୱର୍ଗ ଲୋକର ପ୍ରାପ୍ତି। ଯେତେବେଳେ ପାପୀ ଲୋକର ମରିବାର ପାଖେଇ ଆସେ ସେତେବେଳେ ଯମଲୋକ ଦୂତ ଯାଇକି ନେଇଆଶନ୍ତି। ଆଣିବା ବାଟରେ ବହୁତ କଷ୍ଟ ଦେଇଥାନ୍ତି। ଏହା ଅର୍ଥ ମରିଗଲା ପାପୀ ମାନଙ୍କୁ ପ୍ରତାରଣା ମିଳିବା ଆରମ୍ଭ ହୋଇଯାଏ। ଆତ୍ମା କୁ ରାହ ପ୍ରଦାନ କରିଲାଭଳି କିଛି ବସ୍ତୁ ରାସ୍ତା ଉପରେ ମିଳେନାହିଁ।ଏହି ରାସ୍ତାରେ ଭୟଙ୍କର ଗରମ ହୋଇଥାଏ ଏବଂ ପାଣି ନଥାଏ କି ଗଛ ର ଛାୟି ମଧ୍ୟ ନଥାଏ। ରାସ୍ତାରେ ମିଳୁଥିବା ପ୍ରତାରଣା ପାଇଁ ଆତ୍ମା ତାଙ୍କ ପରିଜନ ମାନଙ୍କୁ ବହୁତ ମନେ ପକେଇଥାନ୍ତି। ଏହି କଷ୍ଟ ସହି ସହି ସେମାନେ ଯମଲୋକରେ ପହଞ୍ଚନ୍ତି ।a

ଆସନ୍ତୁ ଏବେ ଜାଣିବା ଗରୁଡ ପୁରାଣ ଅନୁସାରେ ଯମଲୋକ କିପରି।ଯମଲୋକ ୮୬୦୦ ଯୋଜନା କ୍ଷେତ୍ରଫଳ ରେ ରହିଅଛି ।ଯମଲୋକ ର ୪ଟି ଦ୍ଵାରା ରହିଅଛି। ଦକ୍ଷିଣ ଏବଂ ଦକ୍ଷିଣ ପଶ୍ଚିମ ରେ ଯମପୁରୀ ଅଛି।ଯମପୁରୀ ରେ କବାଟ ଏତେ ଶକ୍ତିଶାଳୀ ଅଟେ କି ୟାକୁ ଭେଦ କରିବା ଅସମ୍ଭବ ଅଟେ ଏବଂ ଏଠାରେ ଯମ ଙ୍କ ବିନା ଦେବତା ବି ପ୍ରବେଶ କରିପାରନ୍ତି ନାହିଁ ।ଯମପୁରୀରେ ଯମ ରାଜା ଙ୍କ ସହିତ ତାଙ୍କ ସବୁ ଦୁତ ଙ୍କ ନିବାସ ସ୍ଥାନ ରହିଅଛି ।

ଆଶା କରୁଛୁ ଆପଣଙ୍କୁ ଏହି ଖବର ପସନ୍ଦ ଆସିଥିବ, ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ। ଏବଂ ଏହି ଖବର କୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେୟାର୍ କରନ୍ତୁ ।

Leave a Reply

Your email address will not be published. Required fields are marked *