ବାହା ହୋଇଗଲେ ଏହି ଓଡିଆ ହିରୋଇନ । ଦେଖନ୍ତୁ ବାହାଘର ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଜି ସାର୍ଥକ୍ ରେ ପ୍ରସାରିତ ହେଉଛି ସବୁଠୁ ଲୋକ ପ୍ରିୟ ସିରିଏଲ ଦିବ୍ୟ ଦୃଷ୍ଟି ଏହି ସିରିଏଲ ରେ ଦୃଷ୍ଟି ଏବଂ ଦିବ୍ୟ ଙ୍କ ଲଭ୍ ରୋମାନ୍ସ କୁ ଦର୍ଶକ ମାନେ ବହୁତ ପରିମାଣ ରେ ପସନ୍ଦ କରୁଛନ୍ତି । ଏହା ସହିତ ଦିବ୍ୟ ଦୃଷ୍ଟି ର କାହାଣୀ ଏବଂ ଏହି ଥିରେ ଅଭିନୟ କରୁ ଥିବା ସମସ୍ତ ଅଭିନେତା ମାନଙ୍କୁ ସାରା ଓଡିଶା ବାସୀ ମାନେ ଭଲପାଇବା ଦେଇଥାନ୍ତି , ଏବେ ଜାହା ସୂଚନା ରହିଛି କି ଦିବ୍ୟ ଏବଂ ଦୃଷ୍ଟି ଖୁ୍ବ୍ ଶୀଘ୍ର ବିବାହ କରିବା ପାଇଁ ଜାଉଛନ୍ତି ଜାହା ସୂଚନା ମିଳିଛି ଦିବ୍ୟ ଏବଂ ଦୃଷ୍ଟି ସିରିଏଲ ରେ ଅଭିନୟ କରୁ ଥିବା ସମୟ ରୁ ହିଁ ପ୍ରେମ ରେ ପଡି ଜାଇ ଥିଲେ ,mareed

ସେଷ ରେ ଦିବ୍ୟ ଏବଂ ଦୃଷ୍ଟି ବିବାହ କରିବା ପାଇଁ ନିସ୍ପତି ନେଇଛନ୍ତି , ସୂଚନା ଅନୁସାରେ ଦିବ୍ୟ ଦୃଷ୍ଟି ଙ୍କର ବହୁତ ଜଲ୍ଦି ନିର୍ବନ୍ଦ କରାଯିବ ଏବଂ ଆସନ୍ତା ବର୍ଷ ରେ ଦିବ୍ୟ ଦୃଷ୍ଟି ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଜାଉଛନ୍ତି , ସେମିତି ବେଳେ ଜି ସାର୍ଥକ୍ ରେ ପ୍ରସାରିତ ହେଉଛି ସବୁଠୁ ଲୋକ ପ୍ରିୟ ସିରିଏଲ ଦିବ୍ୟ ଦୃଷ୍ଟି ଏହି ସିରିଏଲ ରେ ଦୃଷ୍ଟି ଏବଂ ଦିବ୍ୟ ନିକ୍ଷୁଣ ଅଭିନୟ କରି ସାରା ଓଡିଶା ବାସୀ ଙ୍କର ଲୋକ ପ୍ରିୟ ଅଭିନେତା ଏବଂ ଅଭିନେତ୍ରୀ ହୋଇ ପାରିଛନ୍ତି ,dibya

ସେମିତି ରେ ବନ୍ଧୁଗଣ ଆପଣ ମାନଙ୍କୁ ଜି ସାର୍ଥକ୍ ରେ ପ୍ରସାରିତ ହେଉଛି ସବୁଠୁ ଲୋକ ପ୍ରିୟ ସିରିଏଲ ଦିବ୍ୟ ଦୃଷ୍ଟି ଏହି ସିରିଏଲ ରେ ଦୃଷ୍ଟି ଏବଂ ଦିବ୍ୟ ଙ୍କ ଅଭିନୟ କେମିତି ଲାଗେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *