ଝିଅ ମାନଙ୍କ ଗୋଡ଼ ମଝିରେ ଥିବା ଜିନିଷଟିର ନାମ କଣ? IAS Exam Question

ias

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ IAS ପରୀକ୍ଷାରେ ଅନେକ ପ୍ରଶ୍ନ ଏପରି ପଚରା ଯାଇଥାଏ ଯାହା ଅନେକ ଧ୍ରୁତ ଲୋକଙ୍କ ମୁଣ୍ଡ ଖରାପ କରିଦିଏ। ଅନେକ ଚତୁର ଲୋକ ମଧ୍ୟ ଏହି ସବୁ ପ୍ରଶ୍ନର ଉତ୍ତର ଦେବାରେ ବିଫଳ ହୁଅନ୍ତି। ଏହି ପ୍ରଶ୍ନ ସବୁର ଉତ୍ତର ଦେବା ପାଇଁ ମୁଣ୍ଡରେ ବୁଦ୍ଧି ଥିବା ଆବଶ୍ୟକ ହୋଇଥାଏ।

୧) ନାଗ ପଞ୍ଚମିର ବିପରୀତ କ’ଣ ହେବ ।

ଉତ୍ତର : ନାଗ ମୋତେ ପଞ୍ଚ ମାର ନାହିଁ ।

୨) ଯଦି ଆପଣଙ୍କର ଗୋଟିଏ ହାତରେ ୩ଟି ସେଓ ଏବଂ ୪ଟି କମଳା, ଏବଂ ଅନ୍ୟ ହାତରେ ୪ଟି ସେଓ ଏବଂ ୩ଟି କମଳା ଅଛି, ତେବେ ଆପଣଙ୍କ ପାଖରେ କ’ଣ ଅଛି ।

ଉତ୍ତର : ବହୁତ ବଡ ହାତ ।QU

୩) ବୁଧବାର, ଶୁକ୍ରବାର କିମ୍ବା ରବିବାର ଶବ୍ଦ ବ୍ୟବହାର ନକରି କ୍ରମାଗତ ୩ ଦିନର ନାମ ଦିଅ

ଉତ୍ତର : ଗତକାଲି, ଆଜି ଏବଂ ଆସନ୍ତାକାଲି

୪) ଯଦି କାନ୍ଥ ନିର୍ମାଣ ପାଇଁ ୮ ଜଣ ପୁରୁଷ ୧୦ ଘଣ୍ଟା ନିଅନ୍ତି, ତେବେ କେତେ ସମୟ ମଧ୍ୟରେ ୪ ଜଣ ପୁରୁଷ ଏହି କୋଠରୀର କାନ୍ଥ ନିର୍ମାଣ କରିବେ ?

ଉତ୍ତର : କୌଣସି ଆବଶ୍ୟକତା ନାହିଁ । କାରଣ କାନ୍ଥ ପୂର୍ବରୁ ନିର୍ମାଣ ହୋଇସାରିଛି ।

୫) ହତ୍ୟାକାଣ୍ଡ ଅଭିଯୋଗରେ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଦିଆଯାଇଛି । ତାକୁ ଜେଲରେ ଥିବା ୩ଟି କୋଠରୀ ମଧ୍ୟରୁ ଗୋଟିଏ ବାଛିବାକୁ କୁହାଯାଇଛି । ପ୍ରଥମ କୋଠରୀରେ ନିଆଁ ଜଳୁଛି, ଦ୍ୱିତୀୟ କୋଠରୀରେ ବନ୍ଧୁକ ସହିତ ଭୟଭୀତ ହତ୍ୟାକାରୀ ଥିବାବେଳେ, ତୃତୀୟ କୋଠରୀଟି ତିନି ବର୍ଷର ଭୋକିଲା ସିଂହରେ ପରିପୂର୍ଣ୍ଣ । ବର୍ତ୍ତମାନ ସେହି ଅଭିଯୁକ୍ତଙ୍କ ପାଇଁ କେଉଁ କୋଠରୀ ସବୁଠାରୁ ସୁରକ୍ଷିତ ।

ଉତ୍ତର: ତୃତୀୟ ସିଂହ ଥିବା କୋଠରୀ, ଭୋକିଲା ସିଂହ ନିଶ୍ଚିତ ଭାବରେ ୩ ବର୍ଷରେ ମରିଯାଇଥିବ ।q

୬) କେବଳ ୨ ବ୍ୟବହାର କରି ୨୩ କିପରି ଲେଖାଯାଇପାରିବ ?

ଉତ୍ତର: ୨୨ + ୨/୨

୭) ଗୋଟିଏ ବିଲେଇ କୋଣାର୍କ ମନ୍ଦିର ଠାରୁ ଉଞ୍ଚା ଡେଇଁ ପାରିବ କି ନାହିଁ ?

ଉତ୍ତର : ହଁ ଡେଇଁ ପାରିବ କାରଣ,କୋଣାର୍କ ମନ୍ଦିର ଡେଇଁ ପାରେ ନାହିଁ

୮) ଝିଅ ମାନଙ୍କ ଗୋଡ଼ ମଝିରେ ଥିବା ଜିନିଷଟିର ନାମ କଣ? IAS Exam Question

ଉତ୍ତର : ଆଣ୍ଠୁ

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *