କେଉଁ ପ୍ରକାର ନାରୀ ବ୍ୟକ୍ତିର ଦୁର୍ଭାଗ୍ୟକୁ ସୌଭାଗ୍ୟରେ ବଦଳାଇ ଦେଇଥାନ୍ତି |

anuchinta

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଆସନ୍ତୁ ଜାଣିନେବା ଆଜିର କିଛି ମହତ୍ୱପୂର୍ଣ୍ଣ ଅନୁଚିନ୍ତା ବିଷୟ ରେ ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଯେଉଁମାନଙ୍କର ଶରୀର ସବୁବେଳେ ସୁସ୍ଥ । ରହିଥାଏ ସେମାନେ ଭାଗ୍ୟବାନ, ହୋଇଥାନ୍ତି କାରଣ ସେମାନେ ସୁଖସମୃଦ୍ଧି ଭୋଗ କରି ପାରିଥାନ୍ତି , ମନଇ ରାଗି ରହିବେ ତେବେ ଯେକୌଣସି କାର୍ଯ୍ୟ । ମନ ଲଗାଇ କରି ପାରିବେ ଏବଂ କାର୍ଯ୍ୟରେ ସହଜରେ ସଫଳତା ମିଳିପାରିବ ,ଯେଉଁମାନଙ୍କୁ ପାଖରେ ଉତ୍ତମ ଗୁରୁ ରହିଥାନ୍ତି ସେମାନେ ଉର୍ନତିର ମାର୍ଗ ଦେଖାଇଥାନ୍ତି ଭାଗ୍ୟବାନ ହୋଇଥାନ୍ତି , ଗୁରୁ ଭଲସଂସ୍କାର ଏବଂ ଭଲ ରାସ୍ତା ଶିଖାଇଥାନ୍ତି ଯାହାଫଳରେ ସେମାନେ ବିପଦ ସମୟରେ ନିଜକୁ ଉଦ୍ଧାର କରି ପାରିଥାନ୍ତି ,ଯେଉଁ ଲୋକ ମାନଙ୍କ ରୋଜଗାର ବା ଆୟ ଭଲ ରହେ ଏବଂ ସ୍ଥାୟୀ ରହେ ସେମାନେ ଭାଗ୍ୟବାନ ଅଟଟନ୍ତି ।guru

କାରଣ ନିଶ୍ଚିତ ଆୟ ଦ୍ୱାରା ଜିବନ କୁ ସୁଖ ମୟ କରି ହୁଏ , ସେହି ପରି ବନ୍ଧୁଗଣ ଘରକୁ ଫେରିବା ସମୟ ରେ କିଛି ନା କିଛି ସାମଗ୍ରୀ ନେଇ କରି ଆସନ୍ତୁ ଏମିତି କରିଲେ ମଙ୍ଗଳ ଙ୍କ ଶୁଭ ଦୃଷ୍ଟି ପଡେ ସେହି ପରି ବନ୍ଧୁଗଣ କେବେ ବି ଆପଣ ମାନେ ଅଇଁଠା ଛାଡନ୍ତୁ ନାହିଁ କିମ୍ବା ଅଇଁଠା କୁ ସାଇତି କରି ରଖନ୍ତୁ ନାହିଁ ଏମିତି କରିଲେ ମାତା ଲକ୍ଷ୍ମୀ ଙ୍କର କୃପା ମିଳେ ନାହିଁ ପାଠ ପଢୁ ଥିବା ଛୋଟ ପିଲା ଙ୍କୁ କଂଶା ବାସନ ରେ ଖାଇବା ପାଇଁ ଦିଅନ୍ତୁ ଏବଂ ମାସ ରେ ଥରେ ସେମାନଙ୍କୁ ବ୍ରାହ୍ମି ପତ୍ର ସେବନ କରିବା ପାଇଁ ଦିଅନ୍ତୁ ଶିଶୁ ର ସ୍ମରଣ ଶକ୍ତି ବଢିବ ,basn

ଅମାବାସ୍ୟା ଦିନ ରେ ଆପଣ ମାନଙ୍କୁ ଘର ସଫା କରି ଅଦରକାରୀ ଜିନିଷ କୁ ଘରୁ ବାହାର କରି ଦେବା ଉଚିତ୍ , ଏବଂ ଏହି ଦିନ ରେ ଘର ସଫା ରଖିଲେ ବହୁତ ମଙ୍ଗଳ ମଧ୍ୟ ହୋଇ ଥାଏ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *