କେଉଁ ଜିନିଷ କୁ ଝିଅମାନେ ପିନ୍ଧନ୍ତି ଏବଂ ଖାଆନ୍ତି? IAS Question ୯୯% ଲୋକ ଫେଲ

ias

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, IAS ପରୀକ୍ଷା ବହୁତ କଷ୍ଟକର ହୋଇଥାଏ।ଏହାର ଇଣ୍ଟରଭିଉ ରେ ଅନେକ ଚତୁର ପ୍ରଶ୍ନ ପଚରା ଯାଇଥାଏ। IAS ପରୀକ୍ଷାରେ ଅନେକ ପ୍ରଶ୍ନ ଏପରି ପଚରା ଯାଇଥାଏ ଯାହା ଅନେକ ଧ୍ରୁତ ଲୋକଙ୍କ ମୁଣ୍ଡ ଖରାପ କରିଦିଏ। ଅନେକ ଚତୁର ଲୋକ ମଧ୍ୟ ଏହି ସବୁ ପ୍ରଶ୍ନର ଉତ୍ତର ଦେବାରେ ବିଫଳ ହୁଅନ୍ତି। ଏହି ପ୍ରଶ୍ନ ସବୁର ଉତ୍ତର ଦେବା ପାଇଁ ମୁଣ୍ଡରେ ବୁଦ୍ଧି ଥିବା ଆବଶ୍ୟକ ହୋଇଥାଏ।

୧) ଯଦି ମୁଁ ତୁମ ଭଉଣୀ ସହିତ ପଳାଇବି ତେବେ ତୁମେ କ’ଣ କରିବ ?

ଉତ୍ତର: ସାର ! ମୁଁ ମୋ ଭଉଣୀ ପାଇଁ ଆପଣଙ୍କ ଠାରୁ ଭଲ ସାଥୀ ପାଇବି ନାହିଁ ।

୨) ମହେଶ ଏବଂ ସୁରେଶ ଯାଆଁଳା ଭାଇ ମେ’ରେ ଜନ୍ମ ହୋଇଥିଲେ, କିନ୍ତୁ ତାଙ୍କ ପରିବାର ଲୋକ ଜୁନ୍ ମାସରେ ସେମାନଙ୍କର ଜନ୍ମଦିନ ପାଳନ କରିଥିଲେ, କାହିଁକି ?

ଉତ୍ତର : ଏହାର କାରଣ ହେଉଛି ମେ’ ହେଉଛି ସେହି ସ୍ଥାନର ନାମ ଯେଉଁଠାରେ ଉଭୟ ଜନ୍ମ ହୋଇଥିଲେ ।qua

୩) କଂକ୍ରିଟ୍ର ଚଟାଣରେ ଆପଣ କଞ୍ଚା ଅଣ୍ଡାକୁ କିପରି ରଖିବେ ଯାହା କି ଭାଙ୍ଗିବ ନାହିଁ ?

ଉତ୍ତର : କଂକ୍ରିଟ୍ ଚଟାଣ ବହୁତ ଶକ୍ତିଶାଳୀ, ତେଣୁ ସେ ଭାଙ୍ଗିବ ନାହିଁ ।

୪) ଯଦି ୧ ଆଉ ୧ = ୧୧ ହୁଏ , ୨ ଏବଂ ୨= ୪ ହୁଏ ଓ ୩ ଆଉ ୩ = ୩୩ ହୁଏ ତେବେ ୪ ଏବଂ ୪ କେତେ ହେବ?

ଉତ୍ତର : ୮

୫) ଜାନୁଆରୀ, ମାର୍ଚ୍ଚ ଏବଂ ମଇ ମାସରେ ଗୋଟିଏ ବିଲେଇର ତିନୋଟି ସନ୍ତାନ ଥିଲେ,ତେବେ ମାଆ ର ନାମ କଣ ଥିଲା?
ଉତ୍ତର : ବିଲେଇର ନାମ “କଣ” ଥିଲା

୬) ମୟୂର ଅଣ୍ଡା ଦେଇ ନଥାଏ, ତା’ହେଲେ ସେ କିପରି ଏକ ସନ୍ତାନକୁ ଜନ୍ମ ଦିଏ ?

ଉତ୍ତର: ଅଣ୍ଡା ମୟୂର ନୁହେଁ ମୟୂରୀ ଦେଇଥାଏ ।q

୭ ) ଜେମ୍ସ ବଣ୍ଡଙ୍କ ପାଖରେ ପାରାଚ୍ୟୁଟ ନା’ ନାହିଁ । ତାଙ୍କୁ ବିମାନରୁ ଠେଲି ଦିଆଗଲା, ତଥାପି ସେ ବଞ୍ଚିଛନ୍ତି କେମିତି ?

ଉତ୍ତର : କାରଣ ବିମାନଟି ରନୱେରେ ଛିଡା ହୋଇଥିଲା

୮) ଜଣେ ବ୍ୟକ୍ତି କିପରି ନ’ଶୋଇବା ୮ ଦିନ ରହିପାରିବ ?

ଉତ୍ତର : ରାତିରେ ଶୋଇବା ଦ୍ୱାରା

୯) କେଉଁ ଜିନିଷ କୁ ଝିଅମାନେ ପିନ୍ଧନ୍ତି ଏବଂ ଖାଆନ୍ତି? IAS Question ୯୯% ଲୋକ ଫେଲ

ଉତ୍ତର : ହଳଦୀ,କମଳା,ଗୋଲାପ,ବାଇଗଣ ଏହିରଙ୍ଗର ପୋଷାକ ଝିଅମାନେ ପିନ୍ଧନ୍ତି ଏବଂ ଖାଆନ୍ତି।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *