ସୁନ୍ଦରୀ ଝିଅକୁ ବିବାହ କଲେ କଣ ହୁଏ? ସୁନ୍ଦରୀ ସ୍ତ୍ରୀ ଥିଲେ ଜୀବନରେ ହୋଇଥାଏ ଏହି ସମସ୍ୟା

marred

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ସଭିଏଁ ନିଜ ଜୀବନରେ ଜଣେ ସୁନ୍ଦରୀ ସ୍ତ୍ରୀ ପାଇବା ପାଇଁ ଚାହଁନ୍ତି। କିନ୍ତୁ କଣ ଆପଣ ଜାଣନ୍ତି କାହିଁକି ସୁନ୍ଦରୀ ସ୍ତ୍ରୀ ଙ୍କୁ ବିବାହ କରିବା ଉଚିତ ନୁହେଁ?ସୁନ୍ଦରୀ ସ୍ତ୍ରୀଙ୍କୁ ବିବାହ ନକରିବା ପାଇଁ କିଛି ଉପଦେଶ ମୂଳକ କଥା,ଯାହା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ।ଅତିର ସର୍ବଦା ତ୍ୟାଗ କରିବା ଦରକାର।ଅତ୍ୟଧିକ ସୁନ୍ଦର କାରଣରୁ ସୀତାର ହରଣ ହୋଇଥିଲା।ଅତ୍ୟଧିକ ଗର୍ବରୁ ରାବଣର ମୃତ୍ୟୁ ହେଲା।ଅତ୍ୟଧିକ ଦାନ ଦେବାରୁ ରାଜା ବଳୀକୁ ପାତାଳରେ ଚାପି ଦିଆଯାଇଥିଲା।ବିବାହ ନିମନ୍ତେ ସ୍ତ୍ରୀ ର ସଂସ୍କାର,ତାର ସ୍ୱଭାବ,ତାର ଲକ୍ଷଣ ଓ ତାର ଗୁଣ ଅବଗୁଣ ର ପରୀକ୍ଷା ନିରୀକ୍ଷ୍ୟା କରିବା ଅତ୍ୟନ୍ତ ଜରୁରୀ ।love m

ଏ ସବୁ ର ବିଚାର କରିସାରିବା ପରେ ସ୍ତ୍ରୀ ବାହାଘର ଯୋଗ୍ୟ ନା ନାଇଁ ଚିନ୍ତା କରାଇବା ଦରକାର।ଅନ୍ୟଥା ସୁନ୍ଦରତାର ଆଧାରରେ ବୈବାହିକ ଜୀବନ ଦୁଃଖ ପୁର୍ଣ ହେବା ସୁନିଶ୍ଚିତ।ଭଲ ସଂସ୍କାର ର ସ୍ତ୍ରୀ ଘରକୁ ସ୍ୱର୍ଗ କରି ଦେଇଥାଏ । ସେହି ସ୍ତ୍ରୀ ପତି ର ଦାୟିତ୍ୱ ନେବା ସହ ଘରର ମଧ ସମ୍ପୂର୍ଣ ଦାୟିତ୍ୱ ନେଇଥାଏ।କିନ୍ତୁ ଖରାପ ସଂସ୍କାର ର ସ୍ତ୍ରୀ ସବୁକୁଛି ନଷ୍ଟ କରିଦିଏ।ଯେଉଁ ସ୍ତ୍ରୀ ଅଧର୍ମିକ ଅଟେ ସେ ପାରିବାରିକ ସମ୍ପର୍କକୁ ବିଶ୍ୱାସ କରେନାହି।ସେ କ୍ଷ୍ୟଣ କ୍ଷଣ ରେ ସମ୍ପର୍କକୁ ଭାଙ୍ଗି ଦେବାକୁ ଚେଷ୍ଟା କରି ବସିଥାଏ।ଏ ପରି ସ୍ତ୍ରୀ ପରିବାରର ସୁଖ ଏବଂ ସଂମାନର ବିଚାର କରେନାହି।କିନ୍ତୁ ସମସ୍ତଙ୍କୁ ଦୁଃଖ ଦେଇଥାଏ।ଏପରି ସମ୍ପର୍କର ସ୍ତ୍ରୀ କେବଳ ବିବାହ ସମ୍ପର୍କକୁ ଖରାପ କରନ୍ତି ନାହିଁ ବରଂ ସମ୍ପୂର୍ଣ ଭାବରେ କୁଳ କୁ ବିନାଶ କରିଥାନ୍ତି ।

ଆଜିକାଲି ଯୁଗର ସ୍ତ୍ରୀ ମାନେ ନିଜ ସ୍ୱାମୀ ର ଟଙ୍କା ଉପରେ ନଜର ଦେଉଥାନ୍ତି।ଯେତେଦିନ ପର୍ଯ୍ୟନ୍ତ ସ୍ୱାମୀ ଟଙ୍କା କମାଉଥିବା ତା ପାଖରେ ଥିବେ ଆଉ ଯେତେ ବେଳେ ସେ ଟଙ୍କା କମାଇବା ବନ୍ଦ କରିଦେବ ସେତେବେଳେ ସେ ସ୍ତ୍ରୀ ତାକୁ ଛାଡି ଚାଲିଯାଉଚି।ତେଣୁ କରି ସର୍ବଦା ସୁନ୍ଦରୀ ସ୍ତ୍ରୀ ପ୍ରତି ଆତ୍କୃଷ୍ଟ ହେବା ଆବଶ୍ୟକ ନାହିଁ।ବହୁତ ସୁନ୍ଦର ଦେଖା ଯାଉଥିବା ଝିଅ ହୃଦୟରେ ସେତିକି ସୁନ୍ଦର ଦେଖା ଯାଇନଥାନ୍ତି ଯେତିକି ସେମାନେ ବାହାରୁ ଦେଖାଯାନ୍ତି।ଏଥିପାଇଁ ଯଦି ସ୍ତ୍ରୀ ସୁନ୍ଦର ନାହିଁ ତାର ସଂସ୍କାର ଭଲ ,ତେବେ ପୁରୁଷ ତାକୁ ବିବାହ କରିବା ଦରକାର।କାହିଁକିନା ଏପରି ସ୍ତ୍ରୀ ତାର ଭବିଷ୍ୟତକୁ ଶୁଖି କରି ଥାଏ।ଏବଂ ସେ ଏକ ଶ୍ରେଷ୍ଠ ପରିବାର ହୋଇଥାଏ ।lov

ସ୍ତ୍ରୀ ଘର ର ଲକ୍ଷ୍ମୀ ହୋଇଥାଏ।ଭଲ ସ୍ତ୍ରୀ ଘରକୁ ଆସିବା ଦ୍ୱାରା ଘରର ଧନ ସମ୍ପତ୍ତି ବଢିବା ସହ ଘରପ୍ରତି ଥିବା ସବୁ ବିପଦ ଟଳି ଯାଇ ଥାଏ।ଯଦି ସ୍ତ୍ରୀ ସୁନ୍ଦର ଅଟେ,ସଂସ୍କାରି ଅଟେ,ଏବଂ ହୃଦୟରେ ଭଲ ପାଉଥାଏ ତାହାଲେ ସେ ଆପଣଙ୍କୁ ସ୍ୱର୍ଗର ଖୁସି ଦେଇ ପାରିବ।ଯଦି ସ୍ତ୍ରୀ ଖରାପ ସ୍ୱଭାବର ,ସଂସ୍କାର ହୀନ ଅଟେ,କିମ୍ବା ଧାର୍ମିକ ହୀନ ଅଟେ ତେବେ ସେ କେତେ ସୁନ୍ଦର ହେଉନା କାହିଁକି ଆପଣଙ୍କ ଜୀବନକୁ ନର୍କ କରିଦେଇଥାଏ।ବିବାହ ନିମନ୍ତେ ସଦା ସର୍ବଦା ସଂସ୍କାରି ସ୍ତ୍ରୀ ନିର୍ଣ୍ଣୟ କରିବା ବୁଦ୍ଧିମାନ ଅଟେ।ସୁନ୍ଦରତା ମନରେ ଦେଖିବା ଦରକାର,ଶରୀର ନୁହେଁ ।

ଆଶା କରୁଛୁ ଆପଣଙ୍କୁ ଏହି ଖବର ପସନ୍ଦ ଆସିଥିବ, ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ। ଏବଂ ଏହି ଖବର କୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେୟାର୍ କରନ୍ତୁ ।

Leave a Reply

Your email address will not be published. Required fields are marked *