ପୁଅଙ୍କର କେଉଁ କଲର ସାର୍ଟ ଝିଅମାନଙ୍କୁ ସବୁଠାରୁ ବେଶୀ ଭଲ ଓ ଆଟ୍ରାକ୍ଟିଭ ଲାଗିଥାଏ?

sart

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଝିଅ ମାନଙ୍କୁ ହେଣ୍ଡସମ୍ ଟୋକା ବହୁତ ପରିମାଣ ରେ ପସନ୍ଦ ଆସନ୍ତି, ତେବେ ଆପଣ ମାନଙ୍କୁ ଯଦି ଝିଅ ପସନ୍ଦ କରୁ ନାହାଁନ୍ତି । ଏବଂ ଆପଣ ମାନେ ଚାହାଁନ୍ତି ଆପଣ ବି ମଧ୍ୟ ହେଣ୍ଡସମ୍ ହେବା ପାଇଁ ତେବେ ନିଶ୍ଚିତ ଭାବେ ଆମେ ଆପଣ ମାନଙ୍କୁ କିଛି ଉପାୟ ବିଷୟ ରେ କହିବୁ ,ଏବଂ ହେଣ୍ଡସମ୍ ନ ହେବାର ମୂଖ୍ୟ କାରଣ ବିଷୟ ରେ କହିବୁ । ତେବେ ପ୍ରଥମେ ଜାହା ଆସୁଛି ହେୟାର ଷ୍ଟାଇଲ ଏବଂ ଡ୍ରେସିଂ ସେନ୍ସ, ଭାଈ ହେଣ୍ଡସମ୍ ଦେଖା ଦେବା ପାଇଁ ହେୟାର ଷ୍ଟାଇଲ ହେଉଛି ମ୍ୟନ ରୋଲ । କାରଣ ଆପଣ ମାନଙ୍କ ପାଖରେ କଣ କ୍ୱାଲିଟି ରହିଛି ଏବଂ କଣ ନାହିଁ ।ତାହା ବହାର କୁ ଦେଖା ଯାଉ ନାହିଁ , ତେବେ ଝିଅ ମାନେ ସେହି ସବୁ ଦେଖନ୍ତି ଜାହା ଆପଣଙ୍କର ବାହାର କୁ ଦେଖା ଯାଏ । ସେମିତି ବେଳେ ଆପଣଙ୍କ ହେୟାର ଷ୍ଟାଇଲ ଏବଂ ଡ୍ରେସିଂ ସେନ୍ସ ବହୁତ ଇମ୍ପଟାନ୍ସ ରଖି ଥାଏ ।love

ତେବେ ଏଠାରେ ରେଗୁଲାର ଭାବେ ଏକ୍ସେ ସାଇଜ୍ କରିବା ଦ୍ୱାରା ଆପଣ ମାନଙ୍କୁ ଆକ୍ଟିଭ ଫିଲ କରେଇବ ଏବଂ ଆପଣ ମାନଙ୍କ ତ୍ୱଚ୍ଛା କୁ ବହୁତ ମାତ୍ରା ରେ ଉଜ୍ୱଳ କରେିବ । ଏବଂ ସେଷ ରେ ରହିଛି କୋନଫିଡେନ୍ସ ନ ରହିବା , ଭାଈ ଦେଖ ତୁମେ ଯେମମିତି ବି ଦେଖା ଯାଏ ତୁମେ ଯଦି କୈଣସି କାମ ଉପରେ କୋନଫିଡେଣ୍ଟ ନ ଥିବ ତେବେ ସେହି କାମ କେବେ ବି ପୂରଣ ହେବ ନାହିଁ । ଯେତେ ବେଳ ଯାଏ ତୁମେ ନିଜେ ନ ବୁଝିଛ ତୁମେ ଦୁନିଁଆ କୁ କଣ ବୁଝେଇବ, ତେବେ ନିଶ୍ଚିତ ଭାବେ ଆପଣ ମାନେ ଭାବେ ହେଣ୍ଡସମ୍ ହେବା ପାଇଁ ଏବଂ ଝିଅ ଙ୍କୁ ପଟେଇବା ପାଇଁ ଏହି ନିୟୟମ କୁ ପାଳନ କରିବା ପାଇଁ ପଡିବ ତେବେ ଜାଇ ଆପଣ ମାନେ ନିଶ୍ଚିତ ଭାବେ ହେଣ୍ଡସମ୍ ହେବା ଏବଂ ବହୁତ କୋନଫିଡେନ୍ସ ରହିବେ ସେହି ପରି ବନ୍ଦୁଗଣ ଆପଣ ମାନଙ୍କୁ ଡ୍ରେସ୍ କଲର ବିଷୟ ରେ କହିବା ତେବେ ବ୍ଲୁ କଲର ର ସାର୍ଟ ସବୁ ସମୟ ରେ ଝିଅମାନଙ୍କୁ ସବୁଠାରୁ ବେଶୀ ସେକ୍ସି ଓ ଆଟ୍ରାକ୍ଟିଭ ଲାଗିଥାଏ ।loves

ସେହି ପରି ଦୁଇ ହେଲା ପିଙ୍କ୍ କଲର ର ଡ୍ରେସ୍ ଯଦି ଆପଣ ମାନେ ପିନ୍ଧନ୍ତି ତେବେ ଝିଅ ମାନଙ୍କୁ ସବୁଠାରୁ ବେଶୀ ସେକ୍ସି ଓ ଆଟ୍ରାକ୍ଟିଭ ଲାଗିଥାଏ , ଏବଂ ସେଷ ରେ ରହିଛି ବ୍ଲାକ୍ କଲର ଜାହାକୁ ପୁଅ ମାନେ ପିନ୍ଧି ଥିଲେ ଝିଅ ମାନେ ତାଙ୍କ ପଛରେ ଗୋଡାନ୍ତି ଏବଂ ଝିଅମାନଙ୍କୁ ସବୁଠାରୁ ବେଶୀ ସେକ୍ସି ଓ ଆଟ୍ରାକ୍ଟିଭ ଲାଗିଥାଏ ଏହି କଲର ର ଡ୍ରେସ୍ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *