ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ବି ରାଜ୍ୟ ରେ 6 ଟି ଜିଲ୍ଲା ରେ କାଳ ବୈଶାଖୀ ସହିତ ବଜ୍ରପାତ ର ସମ୍ଭାବନା ଆଞ୍ଚଳିକ ପାଣି ପାଗ ବିଷେଶଜ୍ଞ୍ୟ ଏହାକୁ ନେଇ ଏବେ ଏବେ ଆଉ କିଛି ରିପୋର୍ଟ ଜାରି କରିଛନ୍ତି , ତେବେ ଆସନ୍ତୁ ନଜର ପକେଇବା ଆଜି କେଉଁ ଜିଲ୍ଲା କୁ ବିଯୁଳୀ ଘଡ ଘଡି ସହିତ ବର୍ଷା ହେବାର ର ସମ୍ଭାବନା ବାସ୍ ତା ପୂର୍ବ ରୁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ । ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟ ରେ 6 ଟି ଜିଲ୍ଲା ରେ କାଳ ବୈଶାଖୀ ସହିତ ବଜ୍ରପାତ ର ସମ୍ଭାବନା ରହିଛି ।
ସେହିଥି ପାଇଁ ଏହି ଜିଲ୍ଲା ମାନଙ୍କୁ ୟୋଲ ୱାର୍ଣିଂ ଜାରି କରିଛି ପାଣି ପାଗ ବିଭାଗ , ତେବେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣି ପାଗ ବିଭାଗ ସୂଚନା ଦେଇଛି କି ଜାରି ହୋଇ ଥିବା ସୂଚନା ଅନୁସାରେ ରାଜ୍ୟ ରେ ଆଜି ମାଲକାନା ଗିରି , କୋରାପୁଟ , ଗଜପତିି , ଗଞାମ୍ , କନ୍ଧମାଳ , ଏବଂ ମୟୁରଭଞୀ ଜିଲ୍ଲା ର ଗୋଟିଏ କିମ୍ବା ଦୁଇଟି ସ୍ଥାନ ରେ ହାଲ୍କା ରୁ ମଧ୍ୟମ ଧରଣ ବର୍ଷା କିମ୍ବା ବଜ୍ରପାତ ବର୍ଷା ର ସମ୍ଭାବନା ରହିଛି ତେବେ ରାଜ୍ୟର ବାକି ଜିଲ୍ଲା ମାନଙ୍କ ରେ ପାଗ ସୁଖିଲା ରହିବ ।
ଅପର ପକ୍ଷ୍ୟ ରେ ୱାର୍ଣ୍ଣିଂ ଜାରି ହୋଇ ଥିବା ଜିଲ୍ୱଲା ଗୁଡିକ ରେ ଜିଲ୍ଲା ପାଳ ମାନଙ୍କୁ ସତନ୍ତ୍ର ରିଲିଫ୍ କମିଶନର ଚିଠି ଲେଖି ସତର୍କ କରି ଦେଇଛନ୍ତି , ତେବେ ଏହି ମଧ୍ୟରେ ମାଲକାନା ,କୋରାପୁଟ , ଗଜପତିି , ଗଞାମ୍ , କନ୍ଧମାଳ , ଏବଂ ମୟୁରଭଞୀ ଜିଲ୍ଲା ର ଗୋଟିଏ କିମ୍ବା ଦୁଇଟି ସ୍ଥାନ ରେ ବଜ୍ରପାତ କିମ୍ବା କାଳବୈଶାଖୀ ହେବାର ସମ୍ଭାବନା ରହଛି , ଏହି ସବୁ କୁ ଦୃଷ୍ଟିରେ ରଖି ଏହି କାଳବୈଶାଖୀ ଏବଂ ବଜ୍ରପାତ ସମୟ ରେ ଘର ବାହାରୁ ପଦାକୁ ନ ବାହାରିବା ପାଇଁ ସୂଚନା ପ୍ରଦାନ କରା ଜାଇଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।