ସକାଳୁ ଉଠି ଏହି ସବୁ ଜିନିଷ ଦେଖିଲେ ହୋଇଯିବେ କୋଟିପତି,ଆସିଥାଏ ଶୁଭ ସମୟ

morning

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ଦିନଟି କିପରି କଟିବ ଜାଣିବା ପାଇଁ ରାଶିଫଳ ଏବଂ ସକୁନ ବିଚାର ଆଦି ଦେଖାଯାଏ। ସବୁ ମଣିଷ ସକାଳୁ ଉଠୁ ଉଠୁ ଭଗବାନଙ୍କ ପାଖରେ ନିଜର ଇଛା ପ୍ରକାଶ କରନ୍ତିକି ତାଙ୍କର ଆଜିର ଦିନ କିପରି ଭଲରେ ଯାଉ।ଆଉ କେହି ନଜକୁ ବିପଦରେ ପକେଇ ଘଣ୍ଟି ହେବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ।ତେଣୁ ସବୁ ଲୋକ ନିଜ ସକାଳକୁ ଭଲ କରିବାକୁ ଚେଷ୍ଟା କରନ୍ତି।କଥାରେ ଅଛି ଯାହାର ସକାଳ ଭଲ ହୁଏ ତାର ନିଶ୍ଚିତଭାବରେ ସମ୍ପୂର୍ଣ୍ଣ ଦିନ ଭଲ ହୋଇଥାଏ।

ଆମ ଜୀବନ ସହିତ ଜଡିତ ଜ୍ୟୋତିଷ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ରରେ ମଧ୍ୟ ଏ ବିଷୟରେ ହୁତ କିଛି କୁହାଯାଇଛି। ଆଉ ତାଙ୍କ ଅନୁସାରେ ଆମେ ଆଖି ଖୋଲିଲେ ଯଦି ଭଲ ଜିନିଷର ଦର୍ଶନ କରାଯାଏ ବା ଶୁଣା ଯାଏ ତେବେ ଦିନ ମଙ୍ଗଳ ମୟ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେ ଭଲ ଜିନିଷ ସବୁ କଣ କଣ ? ଯାହାକୁ ଦେଖିଲେ କିମ୍ବା ଶୁଣିଲେ ଆମର ଲାଭ ହୋଇଥାଏ ।sha

ଯଦି କୌଣସି ବ୍ୟକ୍ତି କାନରେ ପୂଜା ଘଣ୍ଟି କିମ୍ବା ଶଙ୍ଖ ଧ୍ଵନି ଶୁଣାଯାଉଛି ତାହେଲେ ସେଇଆ କୁ ବହୁତ ଶୁଭ ବୋଲି ଆମେ ଜାଣିଥାଉ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାର ମାନେ ହେଲା ସବୁ ଖରାପ ଓ ନକରାତ୍ମକ ପ୍ରଭାବ ପ୍ରଭୁ ଦୁର କରିଦେଲେ। ସେଥିପାଇଁ କୁହାଯାଇଛି ସକାଳୁ ଉଠି ପୂଜା କର ଓ ନିଜେ ଭଗବାନଙ୍କ ଆଶୀର୍ବାଦ ନେବା ଉଚିତ।ତା ଛଡା ପୂଜା ସମୟରେ ବଜା ଯାଉଥିବା ଘଣ୍ଟ ଓ ଶଙ୍ଖର ଧ୍ୱନୀରେ କେବଳ ମନର ନକରାତ୍ମକ ଭାବ ନୁହଁ ଘରେ ଥିବା କୁ ଶକ୍ତି ମଧ୍ୟ ଦୁର ହୁଏ।ghanti

ଦ୍ଵିତୀୟରେ ଏମିତି କୁହାଯାଏ ଯଦି ସକାଳୁ ଝାଡୁ ଲଗେଇବାର,ଅଳିଆ ଉଠଉ ଥିବାର ସଫେଇ କର୍ମଚାରୀ ଦେଖାଯାଏ ତାହେଲେ ଏହା ବହୁତ ଶୁଭ ହୋଇଥାଏ।ଆଉ ମନରଖିବେ ଆପଣ ୟାଙ୍କୁ ଦେଖୀ କେବେ ମୁଁହ ବୁଲେଇବେ ନାହିଁ ଯଦି ଆମେ ଜ୍ୟୋତିଶ ଶାସ୍ତ୍ର ଦେଖିବା ତାହେଲେ ଆମେ ଶନି ଦେଵଙ୍କୁ ସଫେଇ କର୍ମ ଚାରି ସହିତ ତୁଳନା କରାଯାଏ।ଯଦି ଆପଣଙ୍କ ସହିତ ଏମିତି କିଛି ହୁଏ ତାହେଲେ ଆପଣ ତାଙ୍କୁ ଦାନ ନିଶ୍ଚିନ୍ତ କରନ୍ତୁ।ଆଉ ଏମିତି କରିବା ଦ୍ୱାରା ଆପଣଙ୍କ ଦିନ ଭଲ ଓ ଶୁଭ ଭବାରେ କଟି ଥାଏ।

ଆଶା କରୁଛୁ ଆପଣଙ୍କୁ ଏହି ଖବର ପସନ୍ଦ ଆସିଥିବ, ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ। ଏବଂ ଏହି ଖବର କୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେୟାର୍ କରନ୍ତୁ।

Leave a Reply

Your email address will not be published. Required fields are marked *