ଫିଲ୍ମରେ କାମ ପାଇବା ପାଇଁ ଏମିତି କିଛି କରିବାକୁ ପଡିଲା ଏହି ହିରୋଇନଙ୍କୁ ।

HINA3

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଟିଭି ର ସଂସ୍କାରୀ ବୋହୁ ହିନା ଖାନ୍ ସୋସିଆଲ ମିଡିଆ ରେ ବହୁତ ଏକ୍ଟିଭ୍ ରହି ଥାନ୍ତି , ଏବଂ ଆଜିର ଦିନରେ ସେ ବହୁତ ପରିମାଣ ରେ ଧାମାଲ ମଚାଉଛନ୍ତି , ସେମିତି ରେ ଗୋଟିଏ ଫୋଟ ରେ ହେନା ଙ୍କୁ ନିଜର ଟୋନ ବର୍ଡି କୁ ସୋ କରୁ ଥିବାର ଦେଖିବା ପାଇଁ ମିଳିଛି , ଯେଉଁ ଥିରେ ବର୍ତମାନ ସମୟ ରେ ହେନା ଖାନ୍ ଙ୍କ ଫୋଟ ବର୍ତମାନ ସମୟ ରେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ସେମିତି ରେ ବର୍ତମାନ ସମୟ ରେ ଏହି ଫୋଟ ସହିତ ଏକ ଭିଡ଼ିଓ ବି ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ଯେଉଁ ଥିରେ ହେନା ଖାନ୍ ପିଙ୍କ୍ ବାଥରୋବ୍ ପିନ୍ଧି ଡେନ୍ସ କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି , ଯେଉଁ ଥିରେ ଡେନ୍ସ କରୁ କରୁ ତାଙ୍କର କପଡା ଅଚାନକ ବଦଳି ଜାଇଥାଏ , ଯେଉଁ ଥିରେ ସେ ଅଚାନକ ହଟ୍ ଡ୍ରେସ୍ ରେ ଦେଖିବା ପାଇଁ ମିଳନ୍ତି ।

HINA

ସେମିତି ରେ ଏହି ଭିଡିଓ କୁ ହେନା ଖାନ୍ ଏକ ଚେଲେଞ୍ ପାଇଁ ବନେଇ ଥିବା ବେଳେ ଏହି ଭିଡ଼ିଓ କୁ ଦର୍ଶକ ମାନେ ଏବଂ ଫେନ୍ ମାନେ ବହୁତ ପରିମାଣ ରେ ପସନ୍ଦ କରୁ ଥିବା ବେଳେ ବହୁତ ପରିମାଣ ରେ ଲାଇକ୍ ଏବଂ କମେଣ୍ଟ କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି , ପୂର୍ବ ରୁ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳି ଥିଲେ ଯେଉଁ ଥିରେ ସେ ଭିଡ଼ିଓ ରେ ବ୍ଲାକ୍ ଆଉଟ ଫିଟ୍ ରେ ଦେଖିବା ପାଇଁ ମିଳି ଥିଲେ ଏବଂ ସେ ପଞାବୀ ଗୀତ ରାଉଣ୍ଡ ମୁଣ୍ଡେ ରେ ଡେନ୍ସ କରୁ ଥିବାର ଦେଖିବା ପାଇଁ ମିଳି ଥିଲେ ,

HINA2

ସେମିତି ରେ ଅଭିନେତ୍ରୀ ଙ୍କ ଚାହିଁବା ବାଲା ବହୁତ ଅଧିକ ରହି ଥିବା ବେଳେ ବିଗ୍ ବସ୍ 14 ରେ ବି ନିଜର ଲୁକ୍ସ କୁ ଫେନ୍ ମାନଙ୍କୁ ଦେଖେଇ ଥିଲେ ସେମିତି ବେଳେ ଇୟ ରିସ୍ତା କ୍ୟା କେହେଲାତା ସିରିଏଲ ରେ ହେନା ଖାନ୍ ଙ୍କ ବୋହୁ ଚରିତ୍ର ଆପଣ ମାନଙ୍କୁ କେମିତି ଲୀଗୁ ଥିଲା ନିଶ୍ଚିତ ଭାବେ କମେଣ୍ଟ କରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *