ଏହି ପିଆଜ ଆପଣଙ୍କର କ୍ଷତି କରିପାରେ |

onion

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଜୀବନରେ ସୁସ୍ଥ ରହିବାକୁ ଚାହାନ୍ତି ତେବେ ଆପଣଙ୍କୁ 50 ପ୍ରତିଶତ ଜିନିଷ କଞ୍ଚା ଖାଇବା ଦରକାର ଆଉ କଞ୍ଚା ଖାଇବାର ଅର୍ଥ ହେଉଛି ଏଭଳି ଜିନିଷ ଯାହା ରନ୍ଧା ଜାଇ ନଥିବ , ତେଣୁ ଆପଣ ଯଦଗି ଆପଣଙ୍କର ପ୍ରତି ଦିନର ଖାଦ୍ୟ ପ୍ରଣାଳି ଦେଖିବେ ତେବେ ଜାଣି ପାରିବେ ଯେ ଆପଣ କିଛିବି କଞ୍ଚା ଖାଉ ନାହାନ୍ତି । ଆମେ ପ୍ରତେକ ଜିନିଷ ରାନ୍ଧିକି ଖାଇଥାଉ ଏହି ରାନ୍ଧିକରି ଖାଦ୍ୟ ଖାଇବା ଦ୍ୱାରା ସେହି ପରିବାର ପଷ୍ଟିକ ତ୍ୱତ ନଷ୍ଟ ହୋଇଥାଏ ଏବଂ ଶରୀର ପାଇଁ ସେହି ଜିନିଷ ନଷ୍ଟ ହେବା ସଦୃଷ୍ୟ ହୁଏ ଏହା ଦ୍ୱାରା ଆମ ଶରୀରରେ ଅନେକ ପ୍ରକାର ଭିଟାମିନ କମ ହୋଇଯାଏ , ଏବଂ ଦେଖୁ ଦେଖୁ ଶରୀରରେ ରୋଗ ବଢିବାରେ ଲାଗେ ଆଉ ତା ପରେ ଆମେ କହିଥାଉ ବଜାରରେ ମିଳୁଥିବା ଜିନିଷ ଭଲ ନୁହେ , କିନ୍ତୁ ଏକଥା ଆମେ ଭୁଲିଯାଉ ଯେ ଯେଉଁ ଜିନିଷ ଆମେ ଖାଉଛେ ତାହା ଆମର ଉପରେ ନିର୍ଭର କରେ ଯେ ଆମେ କଣ ଖାଇବା ଏବଂ କେମିତି ସୁଶ୍ଥ ରହିବା , ତେବେ ବନ୍ଧୁଗଣ ଯଦି ଜୀବନରେ ସୁସ୍ଥ ରହିବାକୁ ଚାହୁଛନ୍ତି ତେବେ ଆପଣ 50 ପ୍ରତିଶତ ଜିନିଷ କଞ୍ଚା ଖାଇବା ଆରମ୍ଭ କରି ଦିଅନ୍ତୁ ।priba

ତେବେ ବନ୍ଧୁଗଣ ଜାଣି ରଖନ୍ତୁ ଯେ ଆପଣ କଞ୍ଚା ଖାଇବାର ଦୁଇଟି ଜିନିଷ ଖାଇ ପାରିବେ ତେବେ ପ୍ରଥମିଟି ହେଉଛି ଆପଣ ଫଳ ଖାଇ ପାରିବେ , ଫଳକୁ ଆପଣ କଞ୍ଚା ଖାଇ ପାରିବେ ଯେତେ ଫଳ ଖାଇବେ ଆପଣଙ୍କ ଶରୀର ପାଇଁ ସେତେ ଲାଭ ହେବ । ତେବେ ଦିତୀୟଟି ହେଉଛି ଆପଣ ସାଲାଟ ଖାଇ ପାରିବେ ଏବଂ ଏହି ସାଲଟ ରେ ଆପଣ କ୍ଷୀରା ଖାଇ ପାରିବେ , ଟମାଟ ଖାଇ ପାରିବେ , କାକୁଡି ଖାଇ ପାରିବେ , ଲଙ୍କା , ଗାଜର , ପିଆଜ ଆଦି ଖାଇ ପାରିବେ ତେଣୁ ଆଜି ଆମେ ଆପଣଙ୍କୁ ସାଲାଟ ରେ ବ୍ୟବହାର ହଉଥିବା ପିଆଜ ବିସୟରେ କହିବୁ କାରଣ ପିଆଜ ଏକ ଏମିତି ଜିନିଷ ଅଟେ ଯାହା କେନସର ଭଳି ରୋଗ ସହିତ ମଧ୍ୟ ଲଢି ପାରିବ , କିନ୍ତୁ ଅଧିକା ଅଂଶ ଲୋକ ଏହାର ଲାଭ ବିସୟରେ ଜାଣି ନଥିବେ ତେଣୁ ଆଜି ଆମେ ପିଆଜ ଖାଇବାର ଲାଭ ବିସୟରେ କହିବୁ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।salad

ଆଉ କଞ୍ଚା ପିଆଜରେ ଏତେ ଗୁଣ ଲୁଚି ରହିଛି ଯାହା ଆମର ଶରୀରକୁ ବହୁତ ସୁସ୍ଥ ରଖିଥାଏ ତେଣୁ ଯଦି ଆପଣ ଜୀବନରେ ସୁଶ୍ଥ ରହିବାକୁ ଚାହୁଛନ୍ତି ତେବେ କଞ୍ଚା ପିଆଜ ଆପଣ ନିହାତି ଭାବରେ ଖାଆନ୍ତୁ , ତେବେ ଚାଲନ୍ତୁ ଜାଣିବା କଞ୍ଚା ପିଆଜର ଲାଭ ବିସୟରେ , ଏହି ପିଆଜରେ ଭରପୁର ମାତ୍ରାରେ ଭିଟାମିନ A , ଭିଟାମିନ B6 ଏବଂ B କମ୍ପଲିଗ୍ସ ଲୁଚି ରହିଛି , ଏହି ପିଆଜରେ ଆଇରନ ଫଲିଗ୍ ଏସିଡ ଏବଂ ପଟାସିୟମ ଭଳି ଲୁଚି ରହିଛି ତେଣୁ ଏହି କାରଣ ଯଗୁ ଆମ ଶରୀରରେ ଅନେକ ରୋଗକୁ ନାଶ କରି ଦେଇଥାଏ । ଯଦି ଆପଣ ରାତିରେ ଖାଇବା ସମୟରେ କଞ୍ଚା ପିଆଜ ଖାଆନ୍ତି କିମ୍ବା ଯଦି ସକାଳୁ ଉଠି କଞ୍ଚା ପିଆଜ ଖାଆନ୍ତି ତେବେ ଏହା ଆପଣଙ୍କ ପାଇଁ ଅଧିକା ଅଂଶ ଲାଭ ଦାୟକ ହୋଇଥାଏ , ଯଦି କାହାକୁ ଡାଇବେଟିସ ରୋଗ ହେଉଛି ତେବେ ସେ ସକଳୁ ଖାଲି ପେଟରେ କଞ୍ଚା ପିଆଜ ନିଶ୍ଚୟ ଖାଇବା ଦରକାର ।onion

ଯଦି ଆପଣ ଅଳ୍ପ କାଞ୍ଚା ପିଆଜ ଖାଲି ପେଟରେ ଖାଉଛନ୍ତି ତେବେ ଏହା ଆପଣଙ୍କ ସମୂର୍ଣ୍ଣ ଦିନଯାକ ଡାଇବେଟିସ ମେଡିସିନ ଖାଇବା ଦରକାର ନାହିଁ କାରଣ ଡାଇବେଟିସ ରେ ସୁଗାର ଲେବୁଲ କୁ କଣ୍ଟ୍ରଲ କରିବା ପାଇଁ ଯେଉଁ ମେଡିସିନ ଖାଇବାକୁ ପଡେ ତାହା ଶରୀର ଉପରେ ଅତ୍ୟଧିକ ପ୍ରଭାବ ପକାଇ ଥାଏ କିନ୍ତୁ ଯଦି ସକାଳୁ ଉଠି ଖାଲି ପେଟରେ କଞ୍ଚା ପିଆଜ ଖାଇ ଦିଅନ୍ତି ତେବେ ଏହା ଦ୍ୱାରା ଆପଣ ମେଡିସିନ ରୁ ହେଉଥିବା ସାଇଡ ଇଫେକ୍ଟ ଠାରୁ ବଞ୍ଚି ପାରିବେ ଏବଂ ଆପଣ ଡାଇବେଟିସ କୁ ମଧ୍ୟ କଣ୍ଟ୍ରଲ କରି ପାରିବେ , ସେଥିପାଇ ଆପଣ ସବୁଦିନ କଞ୍ଚା ପିଆଜର ସେବନ କରନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *