ଏହି ଅଭିନେତା ଜଣଙ୍କ ନିଜର ଭଉଣୀ ସହ କରିଦେଲେ ବିବାହ ଓ ପରେ ଏମିତି କିଛି ଘଟିଲା ଯାହା ଆପଣ କେବେ ଆପଣଙ୍କ ଜୀବନରେ ଚିନ୍ତାବି କରିନଥିବେ

ବନ୍ଧୁଗଣ ଫିଲ୍ମ ଜଗତର ଅମାନ ବର୍ମା ଯିଏ କି ଜଣେ ଆକ୍ଟର ଓ ଆଙ୍କର ମଧ୍ୟ ସେ ଏବେ ବର୍ତମାନ 48 ବର୍ଷ ବୟସର ହୋଇଯାଇଛନ୍ତି । ସେ ଅନେକ ସାରା ଫିଲ୍ମ ରେ ତାଙ୍କୁ କାମ କାରିଥିବା ଦେଖିବାକୁ ମିଳିଥାଏ,କିନ୍ତୁ ସେ ତାଙ୍କ ଅଭିନୟ ର ଜୀବନ ଏକ ଟିଭି ସିରିଏଲ ରୁ ଆରମ୍ଭ କରିଥିଲେ। ସେ ଟିଭି ସିରିଏଲ ପରେ ଏକ ସଂଘର୍ଷରେ କାମ କରିବାକୁ ଆରମ୍ଭ କରିଥିଲେ। ଅମାନ ବର୍ମାଙ୍କୁ ସମସ୍ତେ ଏକତା କାପୁରଙ୍କ ଏକ ଟିଭି ସିରିଏଲ ମଧ୍ୟମରୁ ଜାଣିଥିଲେ,କିନ୍ତୁ ପରେ ତାଙ୍କୁ ବହୁତ ସାରା ଚଳଚିତ୍ର ରେ ଲିଡ଼ ରୋଲରେ ଦେଖିବାକୁ ମିଳିଥିଲା। ପରେ ଅମାନ ବର୍ମାଙ୍କୁ ଏକ ଟିଭି ରିଅଲିଟି ଶୋ ଖୁଲଜା ସିମ ସିମ ବହୁତ ସୁପରହିଟ ହୋଇଥିଲା।aman burma

ପରେ ସେ ତାଙ୍କ ଭଉଣୀ ସହ ବିବାହ କରିଥିଲେ ଯାହାଙ୍କ ସହିତ ସେ ଏକ ସିରିଏଲ ରେ ଭାଇ ଭଉଣୀ ଭୂମିକାରେ ଅଭିନୟ କରିଥିଲେ। ତାଙ୍କୁ ପରେ ସେ ବିବାହ କରିଥିଲେ । ତାଙ୍କ ବାହାଘର ପୁର୍ବରୁ ତାଙ୍କ ପିତା ଙ୍କର ମୃତ୍ୟୁ ହୋଇଯାଇଥିଲା ଯାହାଫଳରେ ସେ ତାଙ୍କ ବିବାହ କୁ ଅଟକାଇ ଦେଇଥିଲେ ଓ ପରେ ତାଙ୍କ ପରିବାର ଲୋକେ ତାଙ୍କ ବାହାଘର ଧୁମ ଧାମ ରେ 2017 ରେ କରିଥିଲେ ଓ ଏହି ବାହାଘର ନିର୍ବନ୍ଧର ପ୍ରାୟ 1ବର୍ଷ ପରେ ହୋଇଥିଲା ଯାହାକି ବହୁତ ବିଳମ୍ବରେ ହୋଇଥିଲା।aman

ଅମାନ ବର୍ମା କହିଥିଲେ କି ତାଙ୍କ ବାପାଙ୍କ ମୃତ୍ୟୁପରେ ସେ ଏକ ବର୍ଷ ପରେ ବାହାହେବା ପାଇଁ ନିଷ୍ପତ୍ତି ନେଇଥିଲେ କିନ୍ତୁ ଅମାନ ଙ୍କର ମା କୌଣସି ମୁହୁର୍ତେ ଅପେକ୍ଷା କରିନଥିଲେ ଓ ଯଥାଶୀଘ୍ର ବାହାଘର କରିବା ପଇଁ ଅମାନଙ୍କୁ ବାଧ୍ୟ କରିଥିଲେ। ଓ ଏହି କାରଣ ପାଇଁ ସେ 2016 ରେ ବିବାହ କଲେ ,ଅମାନ ଆହୁରି ଏକ କଥା କହିଛନ୍ତି କି ସେ ଏମିତି ଏକ ପରିବାର ସହ ସମ୍ପର୍କ ରଖିବାକୁ ଚାହିଁଥାନ୍ତି ଯେଉଁ ପରିବାରର ବାହାଘର କୁ ଏକ ନିର୍ଦ୍ଧିଷ୍ଟ ଓ ଗୁରୁତ୍ବର ସମ୍ପର୍କ ମାନୁଥିବେ। ଓ ସେ କହିଛନ୍ତି ପରସ୍ପରକୁ ସେତେବେଳେ ବିବାହ କରିବାକୁ ପଡିଥାଏ ଯେତେବେଳେ ଉଭୟ ବାହା ହେବା ପାଇଁ ପ୍ରସ୍ତୁତ ଥିବେ ଓ ଠିକ ସେହି ସମୟରେ ଅମାନ ଓ ତମନା ଦୁହେଁ ପ୍ରସ୍ତୁତ ଥିଲେ ଓ ତାଙ୍କର ବିବାହ ହୋଇଥିଲା।

ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ଏହିଭଳି ସୂଚନା ପ୍ରତିଦିନ ନେଇ ଆସିଥାଉ,ଏହାକୁ ସେୟାର୍ କରିବା ସହ ଅଧିକ ପୋଷ୍ଟ ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚୟ କରନ୍ତୁ,ଧନ୍ୟବାଦ ।

Leave a Reply

Your email address will not be published. Required fields are marked *