1 ଅପ୍ରେଲରୁ ଲାଗୁ ହେଉଛି ଏହି ସବୁ ନୁଆ ନିୟମ – ଜାଣନ୍ତୁ ନ ହେଲେ ପସ୍ତେଇବେ

na

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଏପ୍ରିଲ 1 ରୁ ଦେଶ ରେ ବଦଳିବ ଏହି ସବୁ ନିୟମ ଏହି ପାଞ୍ଚଟି କାମ ନିଶ୍ଚିତ କରି ନିଅନ୍ତୁ ନହେଲେ ଆପଣ ମାନେ ବି ପଡି ପାରନ୍ତି ଅସୁବିଧା ରେ ,ତେବେ ଆସନ୍ତୁ ଦେଖି ନେବା କଣ ସବୁ ପରିବର୍ତନ ଆସିବ ଏହି ମାସ ରେ ତେବେ ଆପଣ ମାନେ ପୋଷ୍ଟ କୁ ଏହା ପାଇଁ ସେଷ ଯାଏ ପଢନ୍ତୁ , ତେବେ ଏପ୍ରିଲ ମାସ ର ଆରମ୍ଭ ରୁ ହେବ ନୂତନ ଆର୍ଥିକ ବର୍ଷର ଆରମ୍ଭ ଯଦି ଆପଣ ମାନଙ୍କର କୈଣସି ପୁରୁଣା କାମ ବାକି ରହିଛି ତେବେ ତୁୁମରନ୍ତ ସାରି ଦିଅନ୍ତୁ, ତାହା ଇନକମ୍ ଟେକ୍ସ ର କାମ ହେଉ କିମ୍ବା ଆଧାର କାର୍ଡ ର ଲିଙ୍କ୍ କାମ ସେହି ପରି ଆପଣ ମାନେ ଯଦି ଘର କିଣିବା ପାଇଁ ଚାହାଁନ୍ତି ତେବେ ଆପଣ ମାନେ ସସ୍ତା ହୋମ୍ ଲୋନ୍ ରୁ ଲାଭ ଉଠେଇ ପାରିବେ ।tax

ସେହି ପରି ବେଳେ ଆପଣ ମାନେ ଅନେକ ଫାଇଦା ପାଇବା ପାଇଁ ଚାହୁଁ ଥିଲେ ଆପଣ ମାନେ ବି ସାରି ଦିଅନ୍ତୁ ଏହି ସବୁ କାମ ଯଦି ଆପଣ ମାନେ ଟେକ୍ସ ରୁ ଆଶ୍ୱସ୍ଥି ପାଇବା ପାଇଁ ନିବେଶ କରିବା ପାଇଁ ଚାହାଁନ୍ତି , ଇନକମ୍ ଟେକ୍ସର 80 C ଏବଂ 80 B ଅନୁସାରେ କଟା ଜାଇ ଥିବା ଟେକ୍ସ ରେ କୈଁଣସି ଫାଇଦା ନ ଥାଏ , ସେହି ପରି 80 C ଅନୁସାରେ ଆପଣ ମାନେ 1.5 ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ଲାଭ ଉଠେଇ ପାରିବେ , ସେହି ପରି ଆଧାର ପାନ୍ ଲିଙ୍କ୍ ସେହି ପରି ଆପଣ ମାନେ ଆଧାର କାର୍ଡ କୁ ପାନ କାର୍ଡ ସହିତ ଲିଙ୍କ୍ କରିବାର ସେଷ ତାରିଖ ହେଲା ମାର୍ଚ୍ଚ 31 ତାରିଖ ଆପଣ ମାନେ ଯଦି ପାନ୍ ଙ୍କୁ ଆଧାର ସହିତ ଯୋଡି ନାହାଁନ୍ତି ତେବେ ଏହି କାମ କୁ ସାରି ନିଅନ୍ତୁ ,adhar

ସେହି ପରି ଆମେ ମାନେ ସସ୍ତା ହୋମ୍ ଲୋନ୍ ବିଷୟ ରେ କହିବା ତେବେ SBI , HDFC, koTAk ମହେନ୍ଦ୍ରା , ବ୍ୟଙ୍କ ଆଦିର ସୁଧ ହାର କମ୍ ରହିଛି । ଯଦି ଆପଣ ମାନେ ଏହି ଦିନ ରେ ହୋମ୍ ଲୋନ୍ ନେବାକୁ ଚାହାଁନ୍ତି ତେବେ ଆପଣ ମାନେ ନିଶ୍ଚିତ ଭାବେ ଏହାକୁ ନେଇ ପାରିବେ , ସେହି ପରି ପ୍ରଧାନ ମନ୍ତ୍ରୀ କିଶାନ୍ ସମ୍ମାନ ନିଧି ଯୋଜନା ଅନୁସାରେ 7 କିସ୍ତି ଚାଷୀ ଙ୍କ ଖାତା କୁ ପଠା ଜାଇ ସାରିଛି , ଏବଂ ଯେଉଁ ମାନେ PM ସମ୍ମାନ ନିଧି ଯୋଜନା ରେ ରେଜିଷ୍ଟେସନ କରି ନାହାଁନ୍ତି ତେବେ ସେମାନେ 31 ମାର୍ଚ୍ଚ ପର୍ଯ୍ୟନ୍ତ ଆବେଦନ କରି ପାରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *