ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସୂଦଶା ବ୍ରତ କରନ୍ତୁ ଏହି କାମ ମାତା ଲକ୍ଷ୍ମୀ ଆପଣ ମାନଙ୍କୁ ଏବଂ ଆପଣ ମାନଙ୍କ ସ୍ୱାମୀ ଙ୍କୁ ଘରକୁ ଆସି ନିଜେ ଆଶିଷ ଦେବେ , ତେବେ ଏହି ବିଷୟରେ ସଂମ୍ପର୍ଣ୍ଣ କଥା ଜାଣିବା ପାଇଁ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ , ତେବେ ବନ୍ଧୁଗଣ ଏହି ଦିନ ରେ ଆପଣ ମାନେ ମାତା ଲକ୍ଷ୍ମୀ ଙ୍କୁ ପୂଜା ଅର୍ଚ୍ଚନା କରି ଏକ ନୂଆ ଧଳା ବ୍ରତ କୁ ଆଣି ହଳଦୀ ପାଣି ରେ ଧୋଇ ଆପଣ ମାନେ ସେହି ବ୍ରତ କୁ ମାତା ଲକ୍ଷ୍ମୀ ଙ୍କ ନାମ ଧରି ସେହି ବ୍ରତ ରେ 10 ଟି ଗଣ୍ଠୀ ଲଗାନ୍ତି ଏବଂ ସେହି ବ୍ରତ କୁ ଆପଣ ମାନେ ନିଜର ଡାହାର ହାତ ରେ ଆଗାମୀ ସୂଦଶା ବ୍ରତ ପର୍ଯ୍ୟନ୍ତ ବାନ୍ଧି ରଖନ୍ତି ଏବଂ ସେହି ପରି ପରବର୍ତି ବର୍ଷ ବି ଏମିତି ହୁଏ ସେହି ପରି ଏହି ଦିନ ରେ ମାତାଲକ୍ଷ୍ମୀ ଙ୍କ ପାଖରେ ସବୁ ଜିନିଷ 10 ଟି କରି ଦିଆଯାଏ ,
ସେମିତିରେ ଯେଉଁ ମହିଳା ମାନେ ବିଦେଶ ରେ ବା ଚାକିରୀ କରୁଥାନ୍ତି ସେମାନଙ୍କ ପାଇଁ ଏହି ପାଞ୍ଚଟି ଉପାୟ କରି ବି ଆପଣ ମାନେ ମାତା ଲକ୍ଷ୍ମୀ ଙ୍କୁ ପ୍ରଶନ୍ନ କରି ପାରିବେ , ତେବେ ଆସନ୍ତୁ ସେହି ଉପାୟ ବିଷୟ ରେ ଜାଣିବା , ତେବେ ଆପଣ ମାନେ ନିଜର ଘର କୁ ସବୁ ବେଳେ ସଫା ରଖନ୍ତୁ ଏବଂ ଘରେ କେବେ ବି କଳି ବା ପାଟିତୁଣ୍ଡ ହେବାକୁ ଦିଅନ୍ତୁ ନାହିଁ । ସେହ ପରି ଆପଣ ମାନେ ସବୁ ଦିନ ସୂର୍ଯ୍ୟଦୟ ପୂର୍ବ ରୁ ହିଁ ସେଜ ତ୍ୟାଗ କରନ୍ତୁ ଏମିତି କରିଲେ ଆପଣ ମାନଙ୍କ ଉପରେ ମାଆ ଲକ୍ଷ୍ମୀ ପ୍ରଶନ୍ନ ହେବେ ,
ସେହି ପରି ମାଆ ଙ୍କ ପାଖରେ ସକାଳେ ଫଳ ମୂଳ ଏବଂ ବିକାଳା ସମୟ ରେ 10 ଟି ମଣ୍ଡା ପିଠା ଏବଂ ରାତି ରେ ତାଙ୍କର ଆଳତୀ କରନ୍ତୁ ସେହି ପରି ବନ୍ଧୁଗଣ ଆପଣ ମାନେ ଧ୍ୟନ ଦେବେ ମାଆ ଲକ୍ଷ୍ମୀ ଙ୍କ ପାଖରେ ଯେଉଁ ଭୋଗ ଆପଣ ମାନେ ଲଗାଉଛନ୍ତି ତାହାକୁ କେବଳ ପରିବାର ଲୋକ ମାନେ ହିଁ ସେବନ କରିବେ ଆଉ କେହି ବି ନୁହେଁ , ସେହି ପରି ସୂଦଶା ବ୍ରତ ପୂଜା ବ୍ରହ୍ମ ମୂହୁର୍ତ୍ୱ ରେ ଆରମ୍ଭ କରିବା ଅତି ଶୁଭ ଅଟେ ସେହି ସମୟ ରେ ଆପଣ ମାନେ ମଥାରେ ସିନ୍ଦୁର ଏବଂ ପାଦ ରେ ଅଳତା ଲଗେଇବା ପାଇଁ ମୋଟେ ବି ଭୁଲିବେ ନାହିଁ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।