ଏହି 5ଟି କଥା ସର୍ବଦା ଗୁପ୍ତ ରଖନ୍ତୁ ନାହିଁ ତ ବହୁ ବିପଦ ରେ ପଡି ପାରନ୍ତି

katha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଏହି ଦୁନିଆଁ ର ବହୁତ ବୁଦ୍ଧି ମାନ ଲୋକ ମାନଙ୍କ ମଧ୍ୟ ରୁ ଚାଣକ୍ୟ ଙ୍କୁ ଗଣା ଜାଇ ଥାଏ ସେମିତି ରେ ସେ ନିଜର ଜିବନ ରେ ମନୁଶ୍ୟ ଙ୍କ ହିତ ପାଇଁ ବହୁତ ଏମିତି ନୀତି ମାନ କହିଛନ୍ତି ଯେଉଁ ଗୁଡିକ ବହୁତ ପରିମାଣ ରେ ଫାଇଦା ହେବ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେହି ସବୁ ଉପାୟ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ଜାହା ସବୁ ଆପଣ ମାନଙ୍କ ଫାଇଦା ହେବ ତେବେ ଆସନ୍ତୁ ସେହି ସବୁ ନୀତି ବାଣୀ ବିଷୟ ରେ ଜାଣିବା । ସେମିତି ରେ ଚାଣକ୍ୟ ଙ୍କ କଥା କୁ ନେବା ତେବେ କୈଣସି ବ୍ୟକ୍ତି ଯଦି ନିଜ ଜିବନ ରେ ଏହି ଚାରୋଟି କଥା କୁ ସଂମ୍ପର୍ଣ୍ଣ ଭାବେ ଗୁପ୍ତ ରଖି ଥାଏ ,ତେବେ ସେ ଜିବନ ରେ ବହୁତ ବୁଦ୍ଧି ମାନ ହୋଇଥାଏ ,ତେବେ ପ୍ରଥମେ ହେଉଛି ନିଜର ଅପମାନ ର କଥା । ଚାଣକ୍ୟ ଙ୍କ ଅନୁସାରେ ଯଦି କୈଣସି ବ୍ୟକ୍ତି ନିଜର ଅପମାନ ର କଥା କାହାକୁ କହି ଥାଏ ।chanakya

ତେବେ ସେହି ବ୍ୟକ୍ତି ନିଜ ଜିବନ ରେ ସବୁଠୁ ଅଧିକ ଭୁଲ କରି ଥାଏ, ସେମିତି ରେ ଆପଣ ମାନେ ଯଦି ନିଜର ସମ୍ମାନ କୁ ସମାଜ ରେ ବଜେଇ ରଖିବା ପାଇଁ ଚାହାଁନ୍ତି ତେବେ ଏହି କଥା କୁ କେବେ କାହାକୁ କୁହନ୍ତୁ ନାହିଁ । ସେହି ପରି ଭାବେ ଦ୍ୱତୀୟ ରେ ରହିଛି ଆପଣ ଙ୍କ ପତ୍ନୀ ଚରିତ୍ର ହୀନ ହୋଇ ଥିଲେ ଏହି କଥା କୁ କେବେ ବି କାହା ଆଗରେ କୁହନ୍ତୁ ନାହିଁ । ସେମିତି ରେ କେବେ ବି ସ୍ତ୍ରୀ ର ଖରାପ୍ ଗୁଣ ବିଷୟ ରେ ଅନ୍ୟ ପାଖରେ କହିବା କଥା ନୁହେଁ ଏହା ଦ୍ୱାରା ଆପଣ ମାନଙ୍କର ସମ୍ମାନ ହାନୀ ହୋଇ ଥାଏ ,ସେହି ପରି ଭାବେ ତିନି ନମ୍ବର ରେ ଆସୁଛି ନିଜର ବ୍ୟପାର ବିଷୟ ରେ ଆଚାର୍ଯ୍ୟ ଙ୍କ କହିବା କଥା କି ଆପଣ ମାନଙ୍କ ବ୍ୟପାର ରେ ଲାଭ କିମ୍ଭା କ୍ଷେତି ବିଷୟ ରେ ଆପଣ ମାନେ କେବେ ବି କାହାକୁ କୁହନ୍ତୁ ନାହିଁ, ଏହା ଆପଣ ମାନଙ୍କ ଧନ ରାଶି ଉପରେ ବହୁତ ପ୍ରଭାବ ପକେଇ ପାରେ ।chan

ସେହି ପରି ଭାବେ ଚାରି ନମ୍ବର ରେ ରହିଛି । ନିଜ ଜିବନ ର ସମସ୍ୟା ବିଷୟ ରେ ଆପଣ ମାନେ କେବେ ବି କୈଣସି ବ୍ୟକ୍ତି ଙ୍କୁ ନିଜର ଜିବନ ର ସମସ୍ୟା ବିଷୟ ରେ କୁହନ୍ତୁ ନାହିଁ ଏହାକୁ ଆପଣ ମାନେ ନିଜେ ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ, ଏହା ଆପଣ ମାନେ ଅନ୍ୟ କୁ କହିବା ଦ୍ୱାରା ଆପଣ ମାନଙ୍କ ଆପଣ ମାନଙ୍କ ସମସ୍ୟା ଅଧିକ ହୋଇ ଥାଏ ନା କି କମି ଥାଏ । ସେହି ପରି ବନ୍ଧୁଗଣ କାହାକୁ କେବେ ବି ସାହାଯ୍ୟ କରୁଛନ୍ତି ତେବେ କାହାକୁ କୁହନ୍ତୁ ନାହିଁ ଏହା ଆପେ ଆପେ ସାମ୍ନା କୁ ଆସିବ ହଁ ବାସ୍ ସିକ୍ରେଟ୍ ରଖିବା ଜରୁରୀ ଅଟେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *