ଭୋଜନ କରିବାର ସଠିକ ନିୟମ, ନିଜ ସ୍ୱାମୀ ସହ ଭୋଜନ କରୁଛନ୍ତିକି ନିଶ୍ଚୟ ଦେଖନ୍ତୁ

eat

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମହାଭାରତ ଗ୍ରନ୍ଥ ରେ ମନୁଷ୍ୟକୁ ଭୋଜନ କରିବା ସମୟରେ କିଛି ବହୁତ ଜରୁରି ନିୟମ ବିସୟରେ କୁହାଜାଇଛି ଯଦି କୌଣସି ମନୁଷ୍ୟ ଏହି ନିୟମର ପାଳନ କରି ଭୋଜନ କରିବ ତେବେ ସେ ଆରୋଗ୍ୟ ସହିତ ସୁଖ ସମୃଦ୍ଧି ର ପ୍ରାପ୍ତ କରିଥାଏ ଏବଂ ଏହି ପ୍ରକାର ଭୋଜନ କରିବା ଦ୍ୱାରା ମନୁଷ୍ୟ ସବୁ ଦେବୀ ଦେବତା ଙ୍କର ଆଶ୍ରୀବାଦ ପ୍ରାତ କରିଥାଏ , ଆପଣ ମାନେ ବି ଭୋଜନ କରିବା ସମୟରେ ଏହି ନିୟମକୁ ଅବସ୍ୟ ପାଳନ କରନ୍ତୁ । ତେବେ ଆସନ୍ତୁ ଜାଣିବା ସେହି ସବୁ ନିୟମ ଗୋଡିକ କଣ , ପ୍ରଥମ କଥା ଭୋଜନ କରିବା ଆଗରୁ ପାଦ ହାତ ମୁଖକୁ ଭଲ ଭାବରେ ଧୋଇକି ଭୋଜନ କରିବା ଉଚିତ୍ , ଭୋଜନ ଆଗରୁ ଅର୍ନ ଦେବତା ଏବଂ ଅନପୂର୍ଣ୍ଣା ମାତାଙ୍କ ସ୍ଥୁତି ବୋଲି ତାଙ୍କୁ ଧନ୍ୟବାଦ ଦେଇ ସବୁ ଭୋକିଲା ପ୍ରାଣିଙ୍କୁ ଭୋଜନ ପ୍ରାପ୍ତ କରିବା ଉଚିତ୍ , ଭୋଜନ ବନାଉଥିବା ମହିଳାଙ୍କୁ ସ୍ନାନ କରି ସୁଦ୍ଧ ମନରେ ମନ୍ତ୍ର ଯପକରି ଭୋଜନ ତିଆରି କରିବା ଉଚିତ୍ ।rasai

ସର୍ବ ପ୍ରଥମେ ତିନଟି ରଟି ଗୋଟିଏ ଗାଈ ପାଇଁ ଗୋଟିଏ କୁକୁର ପାଇଁ ଏବଂ କାଉ ପାଇଁ ଅଲଗା ତିଆରି କରିସାରି ଅଗ୍ନି ଦେବଙ୍କୁ ଭୋଗ ଲଗାଇ ଘର ଲୋକଙ୍କୁ ଖାଇବାକୁ ଦେବା ଉଚିତ୍ , ଭୋଜନ ଘରେ ବସି ସମସ୍ତେ କରିବା ଉଚିତ୍ ଏବଂ ଚେଷ୍ଟା କରନ୍ତୁ ପରିବାରର ସବୁ ସଦଶ୍ୟ ଙ୍କ ସହିତ ମିଶିକି ବସି ଭୋଜନ କରିବା ଉଚିତ୍ , ନିୟମ ଅନୁସାରେ ଅଲଗା ଅଲଗା ଭୋଜନ କରିବା ଦ୍ୱାରା ପରିବାରର ସଦଶ୍ୟଙ୍କ ଭତରେ ପ୍ରେମ ଏକତାୱୱରହି ନଥାଏ । ଭୋଜନ ସମୟ ସକାଳ ଓ ସନ୍ଧ୍ୟା ସମୟ ଅଟେ କାରଣ ପାଚନ କ୍ରିୟାର ଜଟିଳ ଅଗ୍ନି ସର୍ଯ୍ୟ ଦେବଙ୍କ ଉଦୟର ଦୁଇ ଘଣ୍ଟା ପରେ ଏବଂ ସର୍ଯ୍ୟ ଅସ୍ତ ହେବାର ଅଧଘଣ୍ଟା ଆଗରୁ ରହିଥାଏ , ଯେଉଁ ବ୍ୟକ୍ତି ଗୋଟିଏ ଥର ଭୋଜନ କରେ ସେ ଯୋଗି ହୋଇଥାଏ ଏବଂ ଯେଉଁ ବ୍ୟକ୍ତି ଦୁଇଥର ଭୋଜନ କରେ ତାଙ୍କୁ ଭଗି ବୋଲି କୁହାଯାଏ ।eating

ଭୋଜନ କରିବାର ଦିଗ ଭୋଜନ ପୂର୍ବ ଏବଂ ଉତ୍ତର ଦିଗକୁ ମୁଖ କରି କରିବାୈ ଉଚିତ୍ ଦକ୍ଷିଣ ଦିଗକୁ ମୁଖ କରି ଭୋଜନ କରିବା ଦ୍ୱାରା ଏହା ପ୍ରେତକୁ ପ୍ରାପ୍ତ ହୋଇଥାଏ , ପଶ୍ଚିମ ଦିଗରେ କରାଯାଇଥିବା ଭୋଜନ ରୋଗ ସୃଷ୍ଟି କରିଥାଏ । ଭିଷ୍ମପିତାମହ ଙ୍କ ଅନୁସାରେ ଗୋଟିଏ ଥାଳିରେ ପତି ପତ୍ନୀ ଭୋଜନ କରନ୍ତିତ ଏହି ପରି ଥାଳି ମାଦକ ପଦାର୍ଥରେ ଭରିଯାଏ , ପତ୍ନୀଙ୍କ ପତି ଭୋଜନ କଲାପରେ ହିଁ ଭୋଜନ କରିବା ଉଚିତ୍ ଏହି ପରି ଘରେ ସଖୁ ସମୂଦ୍ଧି ବଢିଯାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *