ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, କିଛି ଲୋକ ଅତ୍ୟନ୍ତ ସନ୍ଦେହି ପ୍ରକୃତିର ହୋଇଥାନ୍ତି।ସେ ମା,ପତ୍ନୀ, ଯିଏ ବି ହୁଅନ୍ତୁ ନା କାହିଁକି।ଏହା ସମ୍ପୂର୍ଣ୍ଣ ଭାବରେ ସତ ଅଟେ ଯାହା ଗୋଟେ ମହିଳା ଚାହିଁଲେ ଘରକୁ ସ୍ୱର୍ଗ କରି ପାରିବ ନହେଲେ ନର୍କ କରି ପାରିବ।ସେଥି ପାଇଁ ଏହା ସମ୍ପୂର୍ଣ୍ଣ ଭାବରେ ମହିଳା ଙ୍କ ଉପରେ ନିର୍ଭର କରି ଥାଏ।ତେବେ ଆଜି ଆମେ ଏପରି କିଛି ରାଶି ର ପତ୍ନୀ ଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଛୋଟ ଛୋଟ କଥା ଉପରେ ନଜର ରଖିଥାନ୍ତି।ଏହି ରାଶିର ପତ୍ନୀ ନିଜ ଜୀବନସାଥୀ କୁ ନେଇ ଖୁବ ପଯେସିଭି ହୋଇଥାନ୍ତି ଏବଂ ତାଙ୍କର ପ୍ରତ୍ୟେକ ଟି କଥା ଉପରେ ନଜର ରଖୁଥାନ୍ତି।ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକ ହୋଇଥାନ୍ତି ସବୁଠାରୁ ବେଶୀ ସନ୍ଦେହି।
୧) ମେଷ ରାଶି- ଏହି ରାଶିର ମହିଳା ଖୁବ ସମ୍ବେଦନଶୀଳ ସ୍ୱଭାବର ହୋଇଥାନ୍ତି ।ଏହି ରାଶି ର ମହିଳା ମାନେ ନିଜ ଜୀବନସାଥୀ ଙ୍କୁ ଖୁବ ଭଲ ପାଇଥାନ୍ତି ଏବଂ ଏହି ଭଲ ପାଇବା ସେମାନଙ୍କୁ ସନ୍ଦେହି କରିଦିଏ ।ଜୀବନସାଥୀଙ୍କୁ ନ ହରେଇବା ପାଇଁ ସେମାନେ ତାଙ୍କ ଉପରେ ନଜର ରଖିଥାନ୍ତି।ଏହା ପଛରେ ସେମାନଙ୍କ ର କିଛି ଖରାପ ଉଦେଶ୍ୟ ନଥାଏ। ଏମାନେ ଟିକେ ଅଲଗା ପ୍ରକାରର ଅଟନ୍ତି।
୨) ମକର ରାଶି – ଏହି ରାଶି ର ମହିଳା ନିଜ ଜୀବନସାଥୀ କୁ ନେଇ ଖୁବ ପଯେସିଭି ରହିଥାନ୍ତି ସେଥିପାଇଁ ସେମାନେ ନିଜ ପତି ଙ୍କ ଉପରେ କଡା ନଜର ରଖିଥାନ୍ତି।ଏପରିକି ପାର୍ଟନରଙ୍କ ବନ୍ଧୁ ଏବଂ ଅଫିସ ବନ୍ଧୁ ଙ୍କ ସହ ମଧ୍ୟ କଥା ହୋଇଥାନ୍ତି । ଏମାନେ ନିଆରା ଅଟନ୍ତି।
୩) ବୃଷ ରାଶି-ବୃଷ ରାଶି ର ପୁରୁଷ ଏବଂ ମହିଳା ମାନେ ଜାଣିବା ପାଇଁ ବହୁତ ଉତ୍ସାହିତ ଥାନ୍ତି।ସେଥିପାଇଁ ସେମାନେ ପାଟନର ଙ୍କ ମେଲ ,ମେସେଜ ଚେକ କରିଥାନ୍ତି।କେବେ କେବେ ଏହି ସବୁ ବୃଷ ରାଶିର ମହିଳା ଙ୍କ ସମ୍ପର୍କ ଖରାପ କରିଦେଇଥାଏ।ଏମାନେ ସଭିଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖନ୍ତି।
୪) କର୍କଟ ରାଶି – କର୍କଟ ରାଶିର ମହିଳା ସ୍ୱଭାବ ରେ ସ୍ୱର୍ଥୀ ହୋଇଥାନ୍ତି ସେଥିପାଇଁ କୁହାଯାଏ ପୁରୁଷ ମାନେ ଏମାନଙ୍କ ଠୁ ଦୂରରେ ରୁହଁନ୍ତୁ। ଏମାନେ ନିଜ ପାଟନର ଙ୍କ ଉପରେ ସର୍ବଦା ନଜର ରଖିଥାନ୍ତି।
୫) ଧନୁ ରାଶି – ଧନୁ ରାଶିର ମହିଳା ମାନେ ଖୁବ ସନ୍ଦେହି।ଏମାନେ ନିଜ ସନ୍ଦେହ ଦୂର କରିବା ପାଇଁ ପାଟନର ଙ୍କ ଜାସୁସି କିଛି ବି କରିପାରନ୍ତି ।ଫୋନେ ଚେକିଂ, ପିଛା କରିବା ଏପରିକି ବନ୍ଧୁ ମାନଙ୍କ ଠାରୁ ପାଟନର ଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି।
୬) ବିଛା ରାଶି-ଏହି ରାଶି ର ମହିଳା ଏବଂ ପୁରୁଷ ଖୁବ ନେଗେଟିଭି ସ୍ୱଭାବ ର ହୋଇଥାନ୍ତି ପାଟନର ତାଙ୍କ ଠାରୁ ଦୁରେଇଯିବା କିମ୍ବା ଧୋକା ଦବ ଏହାକୁ ନେଇ ସବୁବେଳେ ଚିନ୍ତ୍ୱରେ ରହିଥାନ୍ତି।ଏହି କାରଣରୁ ସେ ନିଜ ପାଟନର ଙ୍କୁ ଜାସୁସି କରିଥାନ୍ତି।
ଆଶା କରୁଛୁ ଆପଣଙ୍କୁ ଏହି ଖବର ପସନ୍ଦ ଆସିଥିବ, ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ। ଏବଂ ଏହି ଖବର କୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେୟାର୍ କରନ୍ତୁ।