ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଚୋରି କ୍ଷେତ୍ରରେ ଚୋର ଚୋରି କରିଥାଇ ପାରନ୍ତି କିମ୍ବା ଲୁଟେରା ଚୋରି କରନ୍ତି , ଖାସ କରିକି ସୁନା କ୍ଷେତ୍ରରେ ମଧ୍ୟ ଏହି ମାନେ ଚୋରି କରିଥାନ୍ତି କିନ୍ତୁ କଣ ଆପଣ ମାନେ କେବେ ସୁଣିଛନ୍ତି କି କିଛି ପିମ୍ପୁଡି ମିଶି ସୁନା ଚେନ ଚୋରି କରି ନଇଛନ୍ତି । କିନ୍ତୁ କାଥାଟି ସତ୍ୟ ଆଉ ଆପଣ ମାନଙ୍କୁ ମଧ୍ୟ ସୁଣିଲେ ବି ଆଶ୍ଚର୍ଯ୍ୟ ଲାଗୁଥିବ , ତେବେ ଆସନ୍ତୁ ନଜର ପକାଇବା କିଛି ଭିଡିଓ ଫୁଟେଜ ଉପରେ ଯାହାକି ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି , ଦେଖି ପାରୁଥିବେ ଆପଣ ମାନେ କିଛି ପିମ୍ପୁଡି କେଉଁଭଳି ଭାବରେ ସୁନା ଚେନକୁ ଟାଣି ଟାଣି ନେଇ ଜାଉଛନ୍ତି ,
ତେବେ ଆପଣଙ୍କୁ ମଧ୍ୟ ସତରେ ଆଶ୍ଚର୍ଯ୍ୟ ଲାଗୁଥିବ ଆଉ ଯିଏ ବି ଦେଖିବ ଆଶ୍ଚର୍ଯ୍ୟ ହୋଇଯିବ କିନ୍ତୁ ଏମିତି କିଛି ଘଟଣା ମଧ୍ୟ ଘଟି ସାରିଛି ଆଉ ଯାହା ମଧ୍ୟ କେମେରା ରେ କଏଦ୍ ହେଇଛି ନହେଲେ ମଧ୍ୟ କେହି ଜାଣିପାରି ନଥାନ୍ତେ । ତେବେ ଦେୋଖନ୍ତୁ କଣ ରହିଛି ଏହି ଘଟଣାଟି କିଛି ପିମ୍ପୁଡି ଚାରି ପାଖରୁ ଘେରି ରହିଛି ଯାହାକୁ ମଧ୍ୟ ଟାଣି ଟାଣି ସୁନାଚେନ ନେଇ ଜାଉଛନ୍ତି , ହେଲେ କେଉଁଠି ନେଉଛନ୍ତି ଆପଣ ମଧ୍ୟ ଅନୁମାନ ବି ଲଗାଇ ପାରୁଥିବେ , ତେବେ ଏମିତି କଥା ଯାହାବି କେହି ସ୍ୱପ୍ନରେ ଭାବି ନଥି୍ବେ , ତେବେ ଆପଣ ମାନେ କେବେବି କଣ ଭାବିଛନ୍ତି କି ଏହିଭଳି ଭାବରେ ସୁନାଚେନ କୁ ପିମ୍ପୁଡି ଚୋରି କରି ପାରନ୍ତି ଆଉ ।
ଯଦି କେମେରାରେ କଏଦ୍ ହୋଇ ନଥାନ୍ତା ତାହାଲେ ଲୋକମାନେ ନିଶ୍ଚିନ୍ତ ଖୋଜିଥାନ୍ତେ କି ଜିନିଷଟି ଗଲା କୁଆଡେ , ତେବେ ବନ୍ଧୁଗଣ ଆପଣଙ୍କୁ କଣ ଲାଗୁଛି ଏମିତି ଆଗରୁ କେବେ ଦେଖିଥିଲେ କି ନାହିଁ ତା ଛଡା ସ୍ୱପ୍ନରେ ମଧ୍ୟ କେବେ ଭାବି ନଥିବେ କି ଏହିଭଳି ଭାବରେ ଘଟଣ ଘଟିପାରେ ବୋଲି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।