ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ରାଶିର ଲୋକ ମାନେ ସବୁଠୁ ଅଧିକ ମିଛ କହିଥାନ୍ତି।ବନ୍ଧୁଗଣ,ମିଛ କହିବା ଆଜି କାଲି ଅତି ସାଧାରଣ କଥା ହୋଇଯାଇଛି ।ପ୍ରତ୍ୟେକ ବ୍ୟକ୍ତି ଭଲ କିମ୍ବା ଖରାପ କାମ ପାଇଁ ମିଛର ଆଶ୍ରା ନେଉଛନ୍ତି।ଵିଶେଷ କରି ନିଜର ଫାଇଦା ପାଇଁ ଲୋକମାନେ ମିଛ କୁହନ୍ତି କିନନ୍ତୁ ଏଭଳି କିଛି ରାଶିର ଲୋକ ଅଛନ୍ତି ଯେଉଁ ମାନେକି ଅନ୍ୟ ରାଶି ର ଲୋକ ଙ୍କ ଠାରୁ ମଧ୍ୟ ଅଧିକ ମିଛ କହିଥାନ୍ତି ।ତେବେ ଆସନ୍ତୁ ଜାଣିବା ସେହି ରାଶିମାନଙ୍କ ବିଷୟରେ ।
୧) ମିଥୁନ ରାଶି- ଏହି ରାଶି ର ଲୋକମାନେ ନିଜର ଅନୁଭବ କୁ ଅନ୍ୟ କୁ ସେଖେଇବାକୁ ପସନ୍ଦ କରନ୍ତି ଏଥିପାଇଁ ଏମାନେ ଯେ କୌଣସୀ ମିଛ କହିଥାନ୍ତି ଏବଂ ଲୋକ ମାନଙ୍କ ପାଖରେ ବିଶ୍ୱାସ ଜନ୍ମାଇ ଥାନ୍ତି। ଏହି ରାଶି ର ଲୋକମାନେ ଗୋଟାଏ କଥାରେ ତିଷ୍ଠି ରହି ପାରନ୍ତିନାହିଁ ।
୨) ସିଂହ ରାଶି – ଏହି ରାଶି ର ଲୋକବ ମାନେ ମିଛ କହିବା ପାଇଁ କିଛି ବି କରିପାରନ୍ତି ଯେପରିକି ସଖାଳ ଏବଂ ପ୍ରଖ୍ୟାତ ହେବା ପାଇଁ କୋୖଣସି ମିଛର ମଧ୍ୟ ସହାରା ନେଇଥାନ୍ତି । ଏମାନଙ୍କର ଏହି ଗୁଣ ଯୋଗୁଁ ଏମାନଙ୍କ ବନ୍ଧୁତ୍ୱ ବହୁ ଦିନ ଯାଇଁ ରାହୀନଥାଏ ।
୩) ମୀନ ରାଶି -ଏହି ରାଶି ର ଲୋକ ମାନେ ଯେଉଁମାନ ଙ୍କୁ ବେଶି ଭଲପାଆନ୍ତି ସେହି ମାନ ଙ୍କୁ ଅଧକ ମିଛ କହିଥାନ୍ତି କିନ୍ତୁ ଏମାନଙ୍କର ଏ ମିଛ କୁ କେହି ଧରିପରନ୍ତି ନାହିଁ। କିନ୍ତୁ ଏମାନେ ଅନ୍ତରଙ୍ଗ ଲୋକଙ୍କୁ ମିଛ କୁହନ୍ତି ନାହିଁ ।
୪) ତୁଳା ରାଶି- ଏହି ରାଶି ର ଲୋକ ମାନଙ୍କୁ ଜାଣି ଜାଣି ମିଛ କହିବାକୁ ଭଲଲାଗେ ଏମାନେ ଏତେ ଆତ୍ମବିଶ୍ବାସ ର ସହିତ ମିଛ କହିଥାନ୍ତି ଯେ ଏମାନଙ୍କର ମିଛ କୁ କେହି ଧରିପରନ୍ତି ନାହିଁ। ଏମାନେ ଯାହା କୁ ପସନ୍ଦ କରନ୍ତି ନାହିଁ ସେମାନଙ୍କୁ କେବଳ ମିଛ କହିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତୁଳା ରାଶିର ଲୋକ ମାନେ ନିଜ ଜୀବନସଥୀ କୁ ବହୁତ ସମର୍ଥନ କରିଥାନ୍ତି । ଏହି ରାଶିର ଲୋକମାନେ ନିଜ ସମ୍ପର୍କକୁ ଦୃଢ଼ ରଖିବାପାଇଁ ନିଜ ଜୀବନସାଥୀକୁ ବହୁତ ମିଠା ମିଠା କଥା କହିଥାନ୍ତି। ଏହି ରାଶି ର ପୁଅ ମାନେ ବହୁତ ରୋମାଣ୍ଟିକ। ଏମାନେ ନିଜ ସ୍ତ୍ରୀ କୁ ବହୁତ ଭଲ ପାଆନ୍ତି । ତାଙ୍କୁ ଖୁସି କରିବା ଲାଗି ନାନା ଉପାୟ କରିଥାନ୍ତି ।ଜୀବନ ରେ କୌଣସି ପରିସ୍ଥିତିରେ ମଧ୍ୟ ଏମାନେ ଜୀବନସାଥୀ ର ସାଥ ଛାଡିନଥାନ୍ତି ।
୫) କର୍କଟ ରାଶି- ଏହି ରାଶି ର ଲୋକମାନେ ପରିସ୍ଥିତି କୁ ସମ୍ଭାଳିବା ପାଇଁ ମିଛ କହିଥାନ୍ତି ।ଏମାନେ ସେହି ମାନଙ୍କୁ ମିଛ କୁହନ୍ତୁ ଯୋଉ ମବଙ୍କୁ ଏମାନେ ଗୁରୁତ୍ୱ ଦିଅନ୍ତି ନାହିଁ।ଏମାନ ଙ୍କ ମୁଣ୍ଡ କୁ ସବୁବେଳେ ନୂଆ ନୂଆ ମିଛ ଆସିଥାଏ।ହି ରାଶି ର ପୁଅ ମାନେ ସ୍ଵଭାବରେ ଟିକେ ଅଧିକ ରାଗି କିନ୍ତୁ ନିଜ ଜୀବନସାଥୀ ର ଅନେକ ଯତ୍ନ ନେଇଥାନ୍ତି ।
ଆଶା କରୁଛୁ ଆପଣଙ୍କୁ ଏହି ଖବର ପସନ୍ଦ ଆସିଥିବ, ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ। ଏବଂ ଏହି ଖବର କୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେୟାର୍ କରନ୍ତୁ ।