ବଡ଼ ଖବର, ଓଡିଶାରେ ଆରମ୍ଭ ହେଇପାରେ ଦିନ କର୍ଫ୍ୟୁ

crufam

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ର ସବୁଠୁ ବଡ ଖବର ଓଡିଶା ରେ ଲାଗୁ ହୋଇ ପାରେ ଦିନ କର୍ଫ୍ୟୁ ଏହି ନେଇ ସୂଚନା ଦେଇଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର ତେବେ ଆସନ୍ତୁ ଦେଖିବା କଣ ରହିିଛି ଏହାକୁ ନେଇ ସଂମ୍ପର୍ଣ୍ଣ ଖବର ରାଜ୍ୟ ରେ ଦିନ ବେଳା ହୋଇ ପାରେ କର୍ଫ୍ୟୁ ଆଜିଠୁ ପାଞ୍ଚ ଦିନ ମଧ୍ୟ ରେ ହୋଇ ପାରେ ଏହି କର୍ଫ୍ୟୁ କୋରନା ପୁଣଇ ଥରେ କାୟା ମେଲାଉ ଥିବା ବେଳେ ଏହି ଭଳି ସଂଙ୍କେତ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର , ରାଜ୍ୟ ସରକାର ଏବଂ ସ୍ୱାସ୍ଥ୍ୟ ବିଭାଗ ଏହି ନେଇ ତର୍ଜମା କରୁଛନ୍ତି ବୋଲି କହିଛନ୍ତି ସୂର୍ଯ୍ୟ ବର୍ତମାନ ସମୟ ରେ ଦ୍ୱିତୀୟ ଲହରୀ ଚିନ୍ତା ବଢେଇଛି ବିଭିନ୍ନ ବିଭିନ୍ନ ରାଜ୍ୟରେ ଏହା କାୟା ମେଲାଉ ଥିବା ବେଳେ ଓଡିଶା ରେ ବି ଏହା କାୟା ବିସ୍ତାପ କରିବାରେ ଲାଗିଛି ,surja

ଓଡିଶା ରେ 10 ଜିଲ୍ଲା ରେ ନାଇଟ୍ କର୍ଫ୍ୟୁ କାଲି ଠାରୁ ଲାଗୁ ହେବାକୁ ଥିବା ବେଳେ ଆଗକୁ 4 ରୁ 5 ଦିନ ମଧ୍ୟ ରେ ଦିନ କର୍ଫ୍ୟୁ ହୋଇ ପାରେ ବୋଲି କହିଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର । ଏହି ଭଳି ସମୟ ରେ ଲୋକ ମାନେ କୋଭିଡ୍ ଗାଇଡ ଲାଇନ୍ କୁ ମାନିବା ଆବଶ୍ୟକ ବୋଲି କହିଛନ୍ତି ଏବଂ ଗତ କାଲି ର ରିପୋର୍ଟ ଅନୁସାରେ କେବଳ 24 ଘଣ୍ଟା ମଧ୍ୟ ରେ 471 ଜଣ କୋରନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି ,co

ମିଳି ଥିବା ସୂଚନା ଅନୁସାରେ ଆଜି ଅନୁଗୁଳ ରେ 10 ଜଣ ବାଲେଶ୍ୱର ରେ 15 ଜଣ ବରଗଡ ରେ 5 ଜଣ , ଭଦ୍ରକ ରେ 6 ଜଣ ବଲାଙ୍ଗିର ରେ 36 ଜଣ କଟକ ରେ 22 ଜଣ ଢେଙ୍କାନାଳ ଏବଂ ଜଗତ ସିହଂ ପୁର ରେ ଜଣେ ଲେଖାଏ ଚିହ୍ନଟଟ ହୋଇ ଥିବାର ଦେଖିବା ପାଇଁ ମିଳିଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *