ବିବାହ ପାଇଁ ସବୁଠାରୁ ଉତ୍ତମ ହୋଇଥାନ୍ତି ଏହି ୪ଟି ରାଶିର ପୁଅ,ସ୍ତ୍ରୀଙ୍କର ସର୍ବଦା ନେଇଥାନ୍ତି ଯତ୍ନ

marred

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ଜଣେ ଉତ୍ତମ ଧର୍ମ ପତ୍ନୀ ପାଇବା ପାଇଁ ସବୁ ପୁରୁଷ ଚାହିଁଥାନ୍ତି। ଜଣେ ଭଲ ସ୍ୱାମୀ ପାଇବା ପାଇଁ ଅନେକ ଝିଅ ମଧ୍ୟ ଇଚ୍ଛା ରଖିଥାନ୍ତି।ବାହାଘର ଏକ ପବିତ୍ର ସମ୍ପର୍କ ଅଟେ ।ବାହାଘର ପରେ ଜଣେ ଝିଅର ପୂରା ଜୀବନ ତା ସ୍ବାମୀ ହାତରେ ଥାଏ ତେଣୁ ତାକୁ ଜଣେ ଭଲ ସ୍ୱାମୀ ମିଳିବା ନିହାତି ଆବଶ୍ୟକ ଅଟେ।ତେଣୁ ଆଜି ଆମେ ଆପଣମାନ ଙ୍କୁ କହିବାକୁ ଯାଉଛୁ ଯେ କେଉଁ ରାଶିର ପୁଅଙ୍କୁ ବାହାହେଲେ ଆପଣ ଜୀବନସାରା ଖୁସି ରେ ରହିପାରିବେ ।ତେବେ ଆସନ୍ତୁ ଜାଣିବା ସେଗୁଡିକ କେଉଁ ରାଶି ଅଟେ ।lov

୧) ମିଥୁନ ରାଶି – ଏହି ରାଶିର ପୁଅମାନେ ସାଧାରଣତଃ ମଜାଳିଆ ଏବଂ ଦୃଢ ସ୍ୱଭାବର ଅଟନ୍ତି।ଏହା ସହ ସେମାନେ ଈଶ୍ବର ଙ୍କୁ ବହୁତ ବିଶ୍ୱାସ କରନ୍ତି ଓ ଗୁରୁଜନ ମାନଙ୍କୁ ସନ୍ନମାନ ଦେବାସହ ଭକ୍ତି ମଧ୍ୟ କରିଥାନ୍ତି। ଏହି ରାଶିର ପୁଅମାନେ ଭରସାଯୋଗ୍ୟ ହେବା ସହ ସମାଜକ କାମରେ ସାମିଲ ହୋଇଥାନ୍ତି ।ଏହି ରାଶିର ପୁଅମାନଙ୍କୁ ଵିଵାହ କଲେ ବୈବାହିକ ଜୀବନ ସ୍ଥିର,ଆକର୍ଷଣୀୟ ହୋଇଥାଏ ।

୨) କର୍କଟ ରାଶି -ଏହି ରାଶି ପୁଅମାନେ ପରିବାରର ସବୁଠାରୁ ପ୍ରିୟ ଅଟନ୍ତି ।ଏମାନେ ଉତ୍ତମ ସ୍ୱାମୀ ଓ ପିତା ହୋଇଥାନ୍ତି ।ଏମାନେ ଇଶ୍ୱର ଭକ୍ତ ହେବା ସହ ଅନ୍ୟମାନ ଙ୍କୁ ଭାବନାକୁ ମଧ୍ୟ ଭଲପାଇବାରେ ପୋଛିଥାନ୍ତି। ଏହି ରାଶି ର ପୁଅ ମାନେ ସ୍ଵଭାବରେ ଟିକେ ଅଧିକ ରାଗି କିନ୍ତୁ ନିଜ ଜୀବନସାଥୀ ର ଅନେକ ଯତ୍ନ ନେଇଥାନ୍ତି ।ଏମାନେ କେବେ ହେଲେ ନିଜ ଜୀବନସାଥୀ କୁ ଧୋକା ଦିଅନ୍ତି ନାହିଁ।ଏହି ରାଶି ର ଲୋକମାନେ ନିଜ ପିଲାକୁ ନୈତିକ ଶିକ୍ଷା ପ୍ରଦାନ କରିଥାନ୍ତି ଫଳରେ ସେମାନଙ୍କ ପିଲା ଭବିଷ୍ୟତ ରେ ଉତ୍ତମ ମଣିଷ ହୋଇଥାଏ। ଏହି ରାଶି ର ପୁରୁଷ ଙ୍କୁ ବିବାହ କରିବା ଦ୍ଵାରା ବୈବାହିକ ଜୀବନ ସୁଖମୟ ହେବା ସହ ଦୀର୍ଘାୟୁ ହୋଇଥାଏ ।love m

୩) ତୁଳା ରାଶି -ଯଦି ଆପଣ ଦାୟିତ୍ୱଵାନ ମହିଳା ତେବେ ଏହି ରାଶିର ପୁଅ କୁ ବିବାହ କଲେ ବହୁତ ଉତ୍ତମ ହେବ କାରଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତୁଳା ରାଶିର ଲୋକ ମାନେ ନିଜ ଜୀବନସଥୀ କୁ ବହୁତ ସମର୍ଥନ କରିଥାନ୍ତି ଯାହା ଦ୍ଵାର ସେମାନଙ୍କର ପତ୍ନୀ ଉଚ୍ଚ ପଦ ପାଇବାପାଇଁ ଉଚ୍ଚ ପ୍ରଶଂସିତ ହୋଇଥାନ୍ତି।ଏହି ରାଶିର ଲୋକମାନେ ନିଜ ସମ୍ପର୍କକୁ ଦୃଢ଼ ରଖିବାପାଇଁ ନିଜ ଜୀବନସାଥୀକୁ ବହୁତ ମିଠା ମିଠା କଥା କହିଥାନ୍ତି।ଏହି ରାଶି ର ପୁଅ ମାନେ ବହୁତ ରୋମାଣ୍ଟିକ।ଏମାନେ ନିଜ ସ୍ତ୍ରୀ କୁ ବହୁତ ଭଲ ପାଆନ୍ତି ।ତାଙ୍କୁ ଖୁସି କରିବା ଲାଗି ନାନା ଉପାୟ କରିଥାନ୍ତି ।ଜୀବନ ରେ କୌଣସି ପରିସ୍ଥିତିରେ ମଧ୍ୟ ଏମାନେ ଜୀବନସାଥୀ ର ସାଥ ଛାଡିନଥାନ୍ତି ।

୪) ବିଛା ରାଶି – ଏହି ରାଶିର ପୁରୁଷମାନେ ସୃଜନଶୀଳତା ଅଟନ୍ତି । ସେମାନେ ନିଜ ଜୀବନସାଥୀ କୁ ଖୋଲା ହୃଦୟ ରେ ଭଲ ପାଆନ୍ତି ଓ ସବୁ କଥାରେ ସମର୍ଥନ କରିଥାନ୍ତି ।ସେ ନିଜର ଜୀବନସାଥୀ ର ଗୋପାନୀୟତାକୁ ବଜାୟ ରଖନ୍ତି ଏବଂ ଭରସାଯୋଗ୍ୟ ହୋଇଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଏହି ଖବର ପସନ୍ଦ ଆସିଥିବ, ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ । ଏବଂ ଏହି ଖବର କୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେୟାର୍ କରନ୍ତୁ ।

Leave a Reply

Your email address will not be published. Required fields are marked *