ମଣିଷ ଜୀବନରେ ଏମିତି ଏକ ସମୟ ଆସିଥାଏ କି ସଫଳତା ପ୍ରାପ୍ତ କରିବା ପାଇଁ ଅନେକ ଚେଷ୍ଟା କରୁଥିଲେ ମଧ୍ୟ , ଆମ ଜୀବନର ସବୁ କ୍ଷେତ୍ରରେ ବାରମ୍ୱାର ଅସଫଳ ହୋଇ ଯାଇଥାନ୍ତି । ଆମର କୁଣ୍ଡଳୀରେ କୌଣସି ଗ୍ରହର ସ୍ଥିତି ଯଦି ଖରାପ ଥାଏ , ତ ଜ୍ୟୋତିଷ ଶାସ୍ତ୍ରରେ ତାହାର ମଧ୍ୟ କିଛି ସରଳ ଉପାୟ ରହିଛି । ଜ୍ୟୋତିଷ ଶାସ୍ତ୍ରରେ ଏମିତି କିଛି ଚମତ୍କାରିତା ଉପାୟ କୁହାଯାଇଛି , ଯାହାକୁ ଆପଣାଇବା ଦ୍ୱାରା ଆମ ଭାଗ୍ୟକୁ ରାତାରାତି ଚମକାଇ ପାରିବା । ତେବେ ଆସନ୍ତୁ ଜାଣିବା ସେହି ପବିତ୍ର ଜିନିଷ ଗୁଡିକ ବିଷୟରେ ଯାହାକୁ ନିଜର ତକିଆ ତଳେ ରଖି ଶୋଇବା ଦ୍ୱାରା ଘରେ ଅନେକ ଧନ ରତ୍ନ ରେ ପରିପୂର୍ଣ୍ଣ ହୋଇଥାଏ ।
1 ତୁଳସୀ ପତ୍ର ;
ହିନ୍ଦୁ ଧର୍ମରେ ତୁଳସୀ ପତ୍ରକୁ ସବୁଠାରୁ ମହତ୍ୱପୂର୍ଣ୍ଣ ଏବଂ ପବିତ୍ର ମାନା ଯାଇଥାଏ ଏବଂ ତୁଳସୀ ପତ୍ରରେ ଆଧ୍ୟାତ୍ମିକ , ଧାର୍ମିକ ଏବଂ ବୈଜ୍ଞାନିକ ଗୁଣରେ ଭରପୁର ହୋଇ ରହିଥାଏ । ତୁଳସୀ ପତ୍ରରେ ଅନେକ ସକରାତ୍ମକ ଉର୍ଜା ରହିଥାଏ , ଏଥିପାଇଁ ଏହାି ପତ୍ରକୁ ଆପଣ ନିଜର ତକିଆ ତଳେ ରଖି ଶୋଇବା ଦ୍ୱାରା ଶାନ୍ତ ଏବଂ ଭଲ ନିଦ ଆସିଥାଏ । ମନକୁ କୌଣସି ପ୍ରକାର ଖରାପ ଚିନ୍ତାଧାରା ଆସି ନଥାଏ ଏବଂ କୌଣସି ପ୍ରକାର ଭୟ ମଧ୍ୟ ଲାଗି ନଥାଏ । ଏହାକୁ 21 ଦିନ ପର୍ଯ୍ୟନ୍ତ କରିବା ଦ୍ୱାରା ଆମର ମହତ୍ୱ ପୂର୍ଣ୍ଣ କାର୍ଯ୍ୟ ବିନା କୌଣସି ବାଧାରେ ସମ୍ପର୍ଣ୍ଣ ହୋଇଯାଇଥାଏ ।
2 ମୟୂରପାଙ୍ଖୁ ;
ଯଦି ଆପଣଙ୍କ ଭାଗ୍ୟ ଆପଣଙ୍କୁ ଧୋକା ଦେଉଛି ଏବଂ ଆପଣ ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଅସଫଳ ମନେ କରୁଛନ୍ତି , ତେବେ ଏହି ଉପାୟ ନିଶ୍ଚୟ କରି ଦେଖନ୍ତୁ । ଆପଣ ପ୍ରତିୟଦିନ ରାତିରେ ଆପଣଙ୍କର ତକିଆ ତଳେ ମୟୂରପାଙ୍ଖ ଅବଶ୍ୟ ରଖନ୍ତୁ ଏବଂ ସକାଳୁ ଉଠି କରି ପ୍ରଥମେ ସେହି ମୟୂରପାଙ୍ଖୁର ଦର୍ଶନ କରନ୍ତୁ । ଏମିତି କିଛି ଦିନ କରନ୍ତୁ ଆପଣଙ୍କ କୁଣ୍ଡଳୀରେ ଯାହାକିଛି ଦୋଷ ଥିବ , ତାହା ଧୀରେ ଧୀରେ କମ ହେବାରେ ଲାଗିବ ।
3 ଧାର୍ମିକ ପୁସ୍ତକ , ପୂଜାର ଚାଉଳ , କୁମକୁମ ଏବଂ ଲୁଣ ;
ଯଦି ଆପଣ ଯେ କୌଣସି କରଜକୁ ସୁଝି ପାରୁ ନାହାନ୍ତି ଏବଂ ଆପଣଙ୍କର ଆର୍ଥିକ ସମସ୍ୟା ଲାଗିରହିଥାଏ କିମ୍ୱା ଆପଣ ଯେତେ ପଇସା କମାଉଛନ୍ତି , ଆପଣଙ୍କୁ ଅଣ୍ଟୁନାହିଁ । ତେବେ ଆପଣ ଏହି ଉପାୟ ନିଶ୍ଚୟ କରି ଦେଖନ୍ତୁ । ଯଦି ଆପଣଙ୍କ ଆଖପାଖେର ଏମିତି କିଛି ବସ୍ତୁ ଦେଖାଯିବ , ଯେଉଥିରେ ସକରାତ୍ମକତା ଭରି ରହିଥାଏ । ଯେମିତି କି ଆପଣଙ୍କ ଆରଧ୍ୟ ଦେବାତା ଙ୍କ ଫୋଟ , ପୂଜାର ଚାଉଳ , କୁମକୁମ ଏବଂ ଲୁଣ ଏହି ସବୁ ବସ୍ତୁରୁ ନିରନ୍ତର ସକରାତ୍ମକ ଉର୍ଜା ବାହାରିଥାଏ । ଆପଣ ଏହି ବସ୍ତୁ ମାନଙ୍କ ମଧ୍ୟରୁ କିଛି ବସ୍ତୁକୁ ଏକ ନାଲ କପଡାରେ ବାନ୍ଧି ଇଶ୍ୱରଙ୍କ ଠାରେ ଅଭିମନ୍ତ୍ରିତ କରି ଆପଣଙ୍କ ତକିଆ ତଳେ ରଖି ଶୁଅନ୍ତୁ । ଆପଣଙ୍କର ସମସ୍ତ ସମସ୍ୟା ଦୂର ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।