ବିବାହ ବନ୍ଧନରେ ବାନ୍ଧି ହେଲେ ଜୀବନ ସାଥି ସିରିଏଲ ର ସତୀଶ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଜୀବନ ସାଥି ସିରିଏଲ ର ସତୀଶ ଙ୍କୁ ତ ଆପଣ ମାନେ ଜାଣି ଥିବେ , ତେବେ ଏହି ଦିନ ମାନଙ୍କ ରେ ବିବାହ କରିବା ପାଇଁ ଜାଉଛନ୍ତି ସତୀସ୍ ତେବେ ସତୀସ୍ କାହାକୁ ବିବାହ କରୁଛନ୍ତି କେଉଁଠୀ ବିବାହ କରୁଛନ୍ତି ସେହି ବିଷୟ ରେ ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ , ତେବେ ବନ୍ଧୁଗଣ ଜୀବନ ସାଥି ସିରିଏଲ ରେ ଅଭିନୟ କରୁ ଥିବା ସତୀସ୍ ଙଙ୍କ ଘର ହେଲା ଭୁବନେଶ୍ୱର ଏବଂ ତାଙ୍କର ପ୍ରକକୃତ ନାମ ହେଲା ଉଦିତ୍ ଗୁରୁ , ତେବେ ବନ୍ଧୁଗଣ ଉଦିତ୍ ଗୁରୁ ବହୁତ ସାରା ତରଙ୍ଗ ସିରିଏଲ ରେ ଅଭିନୟ କରିଛନ୍ତି , ଏବଂ ଏହା ସହିତ ବହୁତ ସାରା ସିନେମା ରେ ସାଇଡ୍ ହିରୋ ଭାବେ ନଜର ଆସି ଥିବାର ଦେଖିବା ପାଇଁଁ ମିଳିଛନ୍ତି ,udit

ଉଦିତ୍ ଗୁରୁ ଓଲିଉଡ ରେ ଜଣେ ହିରୋ ହେବା ପାଇଁ ଆସି ଥିବା ବେଳେ ହେଲେ ସେ ପରବର୍ତି ସମୟ ରେ ଏକ ସାଇଡ୍ ଅଭିନେତା ହୋଇ ରହି ଜାଇଛନ୍ତି । ହେଲେ ସେ ବର୍ତମାନ ସମୟ ରେ ଜିବନ ସାଥି ସିରିଏଲ ରେ ନଜର ଆସୁ ଥିବାର ଦେଖିବା ପାଇଁ ମିଳିଛନ୍ତି , ଏବଂ ବର୍ତମାନ ସମୟ ରେ ଉଦୟ ଗୁରୁ ନିଜର ପିଲା ବେଳ ରର ପ୍ରେମିକା ଙ୍କୁ ବିବାହ କରିବା ପାଇଁ ଜାଉଛନ୍ତି , ଏବଂ ଗତ କାଲି ସେମାନଙ୍କର ନିର୍ବନ୍ଧ ହୋଇ ସରି ଜାଇଛି ।uditi

ଏବଂ ସେହି ନିର୍ବନ୍ଧ ରେ ଉଭୟ ଙ୍କ ପରିବାର ଲୋକ ମାନେ ସାମିଲ୍ ରହି ଥିବାର ନଜର ଆସିଛନ୍ତି , ଆଉ ନିର୍ବନ୍ଧ କୁ ସେମାନେ ବହୁତ ଧୁମ୍ ଧମ୍ ସହିତ ପାଳନନ କରି ଥିବାର ବି ଦେଖିବା ପାଇଁ ମିଳିଛନ୍ତି , ତେବେ ଭୁବନେଶ୍ୱର ର ତାଙ୍କର ପିଲା ଦିନ ର ବାନ୍ଧବି ଙ୍କୁ ସେ ବିବାହ କରିବା ପାଇଁ ଜାଉଛନ୍ତି , ଉଦିତ୍ ଗୁରୁ ସେମିତି ରେ ବନ୍ଧୁଗଣ ଆପଣ ମାନଙ୍କୁ ସତୀସ୍ ଙ୍କ ଅଭିନୟ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *