( ରାମ ନାମ ସତ୍ୟ ହେ ) କଣ ପାଇଁ କୁହାଯାଇଥାଏ |

dea

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ମୃତ୍ୟୁ ଲୋକରେ ଯିଏ ବି ଜନ୍ମ ନେଇଛି ତାର ଦିନେ ନା ଦିନେ ମୃତ୍ୟୁ ନିଶ୍ଚୟ ଅଟେ ଏବଂ ଏହା ହେଉଛି ଦୁନିଆର ସବୁଠୁ ବଡ ସତ୍ୟ ଏବଂ ବନ୍ଧୁଗଣ ଆପଣ ଦ୍ୟାନ ଦେଇଥିବେ କି ହିନ୍ଦୁ ଧର୍ମରେ ଜେବେବି କାହାର ମୃତ୍ୟୁ ହୋଇଥାଏ ଜେବେ ତାହାର ସବ ସାଥିରେ ବାହାରି ଥାଏ ତ ସବ ପଛରେ ଚାଲୁଥିବା ଲୋକମାନେ ରାମ ନାମ ସତ୍ୟ ହେ କହିକି ଚାଲିଥାନ୍ତି କିନ୍ତୁ ଆପଣ କଣ ଜାଣିଛନ୍ତି କି ସବ ଯାତ୍ରାରେ ଏମିତି କଣ ପାଇଁ କୁହାଯାଏ , ଯଦି ଜାଣି ନାହାନ୍ତି ତ ଆଜି ଆମେ ସେହି ସବୁ କଥା ବିସୟରେ କହିବୁ ଜାଉଛୁ ସେହି କଥା ବିସୟରେ ଯାହାର ବର୍ଣ୍ଣନା ମହାଭାରତ ରେ ଉଲେଖ ଅଛି ଯାହା ଯୁଧିଷ୍ଠିରଙ୍କ ଦ୍ୱାରା କୁହାଜାଇ ଅଛି ସେଥି ପାଇଁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ।death

ବନ୍ଧୁଗଣ ମହାଭାରତ ରେ ଯୁଧିଷ୍ଠିର ସବ ଯାତ୍ରାରେ କୁହା ଯାଉଥିବା ରାମ ନାମ ସତ୍ୟ ହେ କଣ ପାଇଁ କୁହାଯାଏ ଏହା ସହିତ ଯୋଡା ହୋଇଥିବା ରହସ୍ୟ ବିସୟରେ କହିଲେକି ମୃତ ଶରୀରକୁ ଜେବେ ସ୍ମସାନକୁ ନିଆଜାଇ ଥାଏ ତ ସବର ପଛରେ ଚାଲୁଥିବା ଲୋକେ ରାମ ନାମ ସତ୍ୟ ହେ କହିଥାନ୍ତି ପରନ୍ତୁ ଜେବେ ମୃତ ଶରୀର ସଂସ୍କାର ସମାପ୍ତ ହୋଇଯାଏ ତେବେ ଏହା ପଞ୍ଚ ତ୍ୱତରେ ବିଳିନ ହୋଇଜାଇ ଥାଏ , ଏହା ପରେ ଜେବେ ସାଥିରେ ଜାଇଥିବା ଲୋକ ଫେରିଥାନ୍ତି ତ ସେମାନେ ରାମ ନାମକୁ ଭୁଲିକରି ନିଜ ନିଜର ଦୁନିଆରେ ବ୍ୟସ୍ତ ହୋଇଜାଇ ଥାନ୍ତି ତାପରେ ମୃତ ବ୍ୟକ୍ତିର ଘର ଲୋକ ତାର ସମ୍ପତିକୁ ପ୍ରାପ୍ତ କରିବା ପାଇଁ ନିଜ ଭିତରେ ଲଢେଇ ଝଗଡା ଲାଗିଥାନ୍ତି ଏହାପରେ ଯୁଧିଷ୍ଠିର କୁହନ୍ତି କି ପ୍ରତେକ ମନୁଷ୍ୟ ନିଜର ଜୀବନରେ କେବେନା କେବେ କାହାର ସବ ଯାତ୍ରାରେ ଅବଶ୍ୟ ଜାଇଥାଏ ଏବଂ ରାମ ନାମ ସତ୍ୟ ହେ ଉଚ୍ଚାରଣ କରିଥାଏ ପରନ୍ତୁ ସ୍ମସାନ ଘାଟରୁ ବାହାରିବା ମାତ୍ରେ ସେମାନେ ଏହି ସତ୍ୟକୁ ଭୁଲୁଜାଇ ଥାନ୍ତି ।deatha

ପ୍ରତେକ ମନୁଷ୍ୟ ସବୁଦିନ କାହାର ନା କାହାର ମୃତ୍ୟୁ ବିସୟରେ ସୁଣିଥାଏ ଏହା ସତେବି ମନୁଷ୍ୟ ଏହା ସବୁଠୁ ବଡ ସତ୍ୟକୁ ଗ୍ରହଣ କରି ନଥାଏ ଏହାଠୁ ବଢିକରି ଦୁନିଆରେ ଆଶ୍ଚର୍ଯ୍ୟ କଣ ହୋଇଥାଏ । ଧର୍ମ ଗ୍ରନ୍ଥରେ ଏହାବି କୁହା ଜାଇଛି କି ଯେମିତି ମୃତ୍ୟୁ ଏକ ଅଟଳ ସତ୍ୟ ଅଟେ ଠିକ୍ ସେହିପରି ରାମର ନାମ ବି ସତ୍ୟ ଅଟେ ବନ୍ଦୁଗଣ ଆପଣଙ୍କୁ କହି ରଖୁଛୁ କି ସବ ଯାତ୍ରାରେ ସମସ୍ତଙ୍କର ରାମ ନାମ ସତ୍ୟ ହେ କହିବାର ମାନେ ମୃତ ବ୍ୟକ୍ତିକୁ ସୁଣାଇବାକୁ ନୁହେଁ ବଂମ ଏହା କହିବାର ଉଦେଶ୍ୟ ଶାଥି ସାଥିରେ ଚାଲୁଥିବା ପରିଜନ ଏବଂ ମିତ୍ରକୁ କେବଳ ଏହା ବୁଝାଇବା ହୋଇଥାଏ କି ଜୀବନ ଶେଷ ହେଲା ପରେବି କେବଳ ରାମ ନାମ ହିଁ ସତ୍ୟ ଅଟେ ବାକି ସବୁ ବ୍ୟର୍ଥ ଅଟେ ଏବଂ ଏହି ପରମ୍ପରା ଆଜି ନୁହେଁ ପୌରାଣିକ କାଳରୁ ହିଁ ଚାଲି ଆସୁଅଛି ।de

ବନ୍ଧୁଗଣ ଆପଣ ଭାବୁ ଥିବେକି କେବଳ ରାମର ନାମ ସତ୍ୟ କଣ ପାଇଁ ଅଟେ ତେବେ ଆପଣଙ୍କୁ କହିଦେଉଛୁ କି ଜେବେ ରାମ ନାମର ଯପ କରା ଜାଇଥାଏ ତ ମୃତ ଆତ୍ମାକୁ ମୁକ୍ତି ମିଳିଥାଏ , ଏହା ମାନଜାଇ ଥାଏକି ମୃତ ବ୍ୟକ୍ତିର ଅନ୍ତିମ ଯାତ୍ରାରେ ରାମ ନାମ କହିବା ଦ୍ୱାରା ମୃତ ବ୍ୟକ୍ତି ଜନ୍ମ ମୃତୁର ଚକ୍ରରୁ ମକ୍ତ ହୋଇଥାଏ ଏବଂ ତାକୁ ଶ୍ରୀ ହରିଙ୍କ ଚରଣରେ ସବୁଦିନ ପାଇଁ ସ୍ଥାନ ମିଳିଜାଇ ଥାଏ , ଏହା ଛଡା ଏହାବି ମାନଜାଇ ଥାଏ କି ଏହି ନାମର ଯପ କରିବା ଦ୍ୱାରା ଭଗବାନଙ୍କ ଉବତାରକୁ ଛାଡିକରି ଯାହାବି ଏହି ଦୁନିଆକୁ ଆସିଅଛି ତାହା ସବୁ ଚାଲିଯିବ ଏତିକି ନୁହେଁ ଶାସ୍ତ୍ରରେ ଏହାବି କୁହା ଜାଇଛି ରାମ ନାମ ଯପ କରିବା ଦ୍ୱାରା ମନୁଷ୍ୟ ମନରେ ଖରାପ ବିଚାର ଆସିବା ବନ୍ଦ ହୋଇଜାଇ ଥାଏ ଯାହାର ପ୍ରଭାବରେ ମଣିଷ ଖରାପ କର୍ମ କରିବା ଛାଡି ଦେଇଥାଏ ଏବଂ ସତ୍ୟ ମାର୍ଗରେ ଚାଲିବାକୁ ଚେଷ୍ଟା କରିଥାଏ ।

ଏବଂ ଏହି ମନ୍ତ୍ର ଯପ କରିବା ଦ୍ୱାରା ମୃତ ବ୍ୟକ୍ତିର ପରିବାରର ଲୋକ ମାନଙ୍କୁ ତାଙ୍କୁ ଭୁଲିବାରେ ବି ସାହାଯ୍ୟ ମିଳିଥାଏ , କାହିକି ନା ଜେବେବି କେଉଁ ପରିଜନର ମୃତ୍ୟୁ ହୋଇଥାଏ ତ ଲୋକେ ବହୁତ ନିରାସ ହୋଇଜାଇ ଥାନ୍ତି ଏମିତି ସ୍ଥିତିରେ ରାମ ନାମ ହିଁ ଏମିତି ମନ୍ତ୍ର ଅଟେ ଯାହା ସେମାନଙ୍କୁ ନିରାସରୁ ବାହାରକୁ ବାହାରିବାରେ ସକ୍ଷମ ଅଟେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *