ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ । ବନ୍ଧୁଗଣ,ଜ୍ୟୋତିଷଶାସ୍ତ୍ର ଅନୁସାରେ ଅଧିକ ଅଳସୁଆ ଅଟନ୍ତି ଏହି ୪ଟି ରାଶି ର ଲୋକ,ଏମାନେ କାମ କରିବାକୁ ଆଦୌ ପସନ୍ଦ କରନ୍ତି ନାହିଁ । ସେମିତି କହିବାକୁ ଗଲେ, ସବୁ ରାଶି ର କିଛି ନା କିଛି ଭଲ ଅଭ୍ୟାସ ଥାଏ ।ଯାହାକି ସେମାନଙ୍କୁ ଅନ୍ୟ ରାଶି ଠୁ ଅଲଗା କରିଥାଏ।କିନ୍ତୁ କିଛି ଲୋକଙ୍କର ରାଶିରେ ଅଳସୁଆ ସ୍ୱଭାବ ର ହୋଇଥାନ୍ତି । ଏମାନ ଙ୍କର ଦିନ ବସି ବସି ସାରିଗଲେ ମଧ୍ୟ କାମ ପାଇଁ ହାତ ଉଠେଇନଥାନ୍ତି ।
ସମସ୍ତେ ସଫଳ ହେବାକୁ ପସନ୍ଦ କରିଥାନ୍ତି। କିନ୍ତୁ ସେଥିପାଇଁ ବହୁତ ପରିଶ୍ରମ ଇଚ୍ଛାଶକ୍ତି ଓ ବୁଦ୍ଧି ର ଆବଶ୍ୟକ ହୋଇଥାଏ ।ଆପଣ ଦେଖିଥିବେ କିଛିଲୋକ ଜୀବନରେ ବହୁତ୍ ଶୀଘ୍ର ସଫଳତା ପାଇଯାଇଥନ୍ତି କିନ୍ତୁ କିଛି ବ୍ୟକ୍ତବିଶେଷ ମାନେ ବହୁତ କଷ୍ଟ କରିବା ସତ୍ତ୍ଵେ ତାଙ୍କୁ ସଫଳତା ମିଳେନାହିଁ । ଏମାନଙ୍କର ଏହି ସ୍ୱଭାବ ପାଇଁ ତାଙ୍କୁ ପଛରେ ପଶ୍ଚାୟତାପ କରିବାକୁ ପଡେ। ଆଜିର ଆମେ ଆପଣମାନଙ୍କୁ ସେହୁ ରାଶି ବିଷୟରେ କହିବୁ ଯେଉଁ ରାଶିରେ ଅଳସୁଆ ଥାଏ ।
ମେଷ ରାଶି – ଏହି ରାଶି ର ଲୋକମାନେ ଅଳସୁଆ ର ରାଜା ହୋଇଥାନ୍ତି । ଏମାନେ ନିଜ ବୁଦ୍ଧି ର ଭଲ ସଦୁପଯୋଗ କରି ତଥା ଯେତେବେଳେ ନିଜ ଶରୀର କୁ ବ୍ୟବହାର କରିବାକୁ ପଡେ ଏମାନେ ସେଥିରୁ ବଞ୍ଚିତ ହୋଇଯାନ୍ତି । ଏମାନେ ସବୁବେଳେ ଭାବନ୍ତିକି ବସି ବସି ସବୁ କାମ ହେଇଯାଉ।ଏମାନେ ନା ନିଜେ ଖୁସି ରେ ରୁହନ୍ତି ନା ଅନ୍ୟ କାହାକୁ ଖୁସି ରେ ରହିବାକୁ ଦିଅନ୍ତି।ଏମାନେ ରାତି ଦିନ ସୋଇବାରେ ସମୟ କଟିଦିଆନ୍ତି ।
ବୃଷ ରାଶି-ଏହି ରାଶି ର ଲୋକମାନେ ପାଗଳ ସଦୃଶ ହୋଇଥାନ୍ତି କିନ୍ତୁ ବେକାର ଜିନିଷ କୁ ନେଇ । ଏମନେ ପରିଶ୍ରମ ରୁ ନିଜ ଦୂରେଇ ରଖନ୍ତି ।ଏମାନେ ଜାଣି ଜାଣି ମୁଣ୍ଡ ସେଇଥିରେ ଲାଗନ୍ତି ଯେଉଁଠି ତାଙ୍କୁ କଷ୍ଟ କରିବାକୁ ପଡିବ ନାହିଁ ।କିନ୍ତୁ କାମ ଅଧିକ ଆସିଲେ ଏମାନେ ସେଠାରୁ ପଳାନ୍ତି । ଏମାନେ ଶାରିରୀକ ଶ୍ରମ ରୁ କୌଣସି ନା କୌଣସି କଥାରେ ଟାଳି ଦିଅନ୍ତି ।
ସିଂହ ରାଶି -ଏହି ରାଶି ର ଲୋକଙ୍କର ଶରୀର ର ପ୍ରତି ଭାଗରେ ଅଳସୁଆ ଭରି ରହିଥାଏ । ଏମାନେ ସବୁ କାମ କରବାକୁ ଆଗକୁ ଆସନ୍ତି କିନ୍ତୁ ଅଳସୁଆ କାରଣ ରୁ ଏମାନେ ପଛକୁ ଫେରିଯାନ୍ତି । ଏମାନେ ମନ ର ରାଜା ହୋଇଥାନ୍ତି । ଏମାନେ ସବୁବେଳେ କଷ୍ଟ କର କାମରୁ ଦୂରରେ ରୁହନ୍ତି ।କଥାବାର୍ତ୍ତା କରିବାରେ ଏମାନେ ନଂ୧ ଅଟନ୍ତି ।
ମୀନ ରାଶି – ଏମାନେ ବହୁତ କ୍ରିଏଟିଭ ହୋଇଥାନ୍ତି । ଏମାନେ ନିଜର କ୍ରିଏଟିଭ କାମ ରୁ ବଞ୍ଚେଇବା ପାଇଁ କୌଣସି ନା କୌଣସି ସଟକଟ ଖୋଜିଥାନ୍ତି।କାମ ଅଧିକ ହୋଇଗଲେ ଏମାନନଙ୍କର ରାଗ ବି ବଢିଯାଏ ସେଥିପାଇଁ କାମ ନ କରିବା ପାଇଁ ବାହାନା ଖୋଜିଥାନ୍ତି।ଏହି ଲୋକମାନଙ୍କୁ ବହୁତ ଅଳସୁଆ ବୋଲି କୁହଯାଏ ।
ଜାଣିଲେ ତ ଅଧିକ ଅଳସୁଆ ହୋଇଥାନ୍ତି ଏହି ୪ଟି ରାଶି ର ଲୋକମାନେ। ତେବେ ଏହାକୁ ଅଧିକ ରୁ ଅଧିକ ସେୟାର କରନ୍ତୁ ଏବଂ ଆମକୁ ନିଜର ମତାମତ କମେଣ୍ଟ ଜରିଆରେ ପ୍ରଦାନ କରନ୍ତୁ ।
ଆଶା କରୁଛୁ ଆପଣଙ୍କୁ ଏହି ଖବର ପସନ୍ଦ ଆସିଥିବ, ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ । ଏବଂ ଏହି ଖବର କୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେୟାର୍ କରନ୍ତୁ ।