ଦେଖନ୍ତୁ ଭିଡ଼ିଓ – ଓଡ଼ିଆ ସିନେମା ଜଗତରେ ନୂଆ ଯୋଡି ଙ୍କ hot ଡ୍ୟାନ୍ସ ଭିଡ଼ିଓ ଭାଇରାଲ…

ଓଲିଉଡ,ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି।ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ ।ପୁଣି କେତେବେଳେ ନିଜର ଚଳଚ୍ଚିତ୍ର ପାଇଁ ତ କେତେବେଳେ ନିଜର ଲାଇଫ ଷ୍ଟାଇଲ ଓ ବ୍ୟକ୍ତିଗତ ଜୀବନ ପାଇଁ।ସବୁ ବେଳେ ସେମାନେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି ।

ତେବେ ନିକଟ ଅତୀତ ରେ ଏକ ଚଳଚ୍ଚିତ୍ର ଜଗତ ର ଅଭିନେତ୍ରୀ ଓ ଅଭିନେତା ଙ୍କ ଦ୍ୟାନ୍ସ ପ୍ରାଟିସ କରୁଥିବାର ଭିଡିଓ ସାମ୍ନା କୁ ଆସିଛି । ତେବେ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଅଭିନେତା ରିସାନ୍ ଓ ଅଭିନେତ୍ରୀ ସାୟଲ
ଦୁହେଁ ଏକାଠି ନୃତ୍ୟ ସିଖୁ ଥିବାର ନଜର ଆସିଛନ୍ତି । ତେବେ ଆପଣ ମାନଙ୍କୁ ଜଣାଇ ଦେଉଚୁ ଯେ ଆଗକୁ ତରଙ୍ଗ ଚ୍ୟାନେଲ ରେ ତରଙ୍ଗ ସିନେ ଆୱାର୍ଡ଼ ସମାରୋହ ହେବାକୁ ଯାଉଛି ଯେଉଁଥିରେ ଏହି ଦୁଇଜଣ ଏକା ସହିତ ନଜର ଆସିବେ ।

ସେଥିପାଇଁ ଦୁହେଁ ଦିନ ରାତି ପରିଶ୍ରମ କରି ନୃତ୍ୟ ଶିଖୁ ଅଛନ୍ତି । ସେମାନଙ୍କୁ ନୃତ୍ୟ ଶିଖାଉ ଅଛନ୍ତି ଓଡ଼ିଶା ପ୍ରତିଷ୍ଠ ନୃତ୍ୟ ଶିଳ୍ପୀ ଗିରିଶ ସର୍ । ସେ ଦୁହେଁ ପ୍ରସିଦ୍ଧ ଫିଲ୍ମ୍ ଚାଲ ଟିକେ ଦୁଷ୍ଟ ହେବା ଗୀତ ରେ ତରଙ୍ଗ ଉତ୍ସବ ରେ ନଜର ଆସିବେ। ଏଥିପାଇଁ ଦୁଇ ଜଣ ଖୁବ୍ ପରିଶ୍ରମ କରୁ ଥିବାର ନଜର ଆସିଛନ୍ତି । ୧୫-୧୬ ଦିନ ଧରି ଅଧିକ ସମୟ ସେମାନେ ଫ୍ଲୋର ରେ ବିତାଉ ଅଛନ୍ତି। ତରଙ୍ଗ ସିନେ ଆୱାର୍ଡ଼ ରେ ସେ କିପରି ଏକ ଜବରଦସ୍ତ ପରଫର୍ମାନ୍ସ ଦେଇ ପାରିବେ ସେଥିପାଇଁ ତାଙ୍କ ସହିତ ସମ୍ପୂର୍ଣ ଟିମ୍ କାର୍ଯ୍ୟ କରୁଅଛି ।

ଗତ ୫ ଦିନ ଧରି ସେମାନେ ୧୬-୧୭ ଘଣ୍ଟା ନୃତ୍ୟ ପ୍ରାଟିସ କରୁଛନ୍ତି ଯାହାର ଭିଡିଓ ବର୍ତ୍ତମାନ ଦେଖିବାକୁ ମିଳିଛି। ତେବେ ଏହା ତରଙ୍ଗ ଟିଭି ର ଏକ ବହୁତ୍ ବଡ଼ ସୋ ଅଟେ ଓ ଏଠାକୁ ସବୁ ଅଭିନେତା ଅଭିନେତ୍ରୀ ମାନେ ପ୍ରାୟ ଆସି ଥାଆନ୍ତି। ଲୋକ ମାନଙ୍କ ମନୋରଞ୍ଜନ କରିବାର ତରଙ୍ଗ ସିନେ ଆୱାର୍ଡ଼ ଏକ ବଡ଼ ମାଧ୍ୟମ ଅଟେ । ତେବେ ଆପଣ ମାନେ ସାୟାଲ ଓ ରିସାନ ଙ୍କୁ ଧାରାବାହିକ ରେ ଅଭିନୟ କରୁଥିବା ର ଦେଖିଥିବେ। ସେଥିରେ ଦୁହିଙ୍କ ଯୋଡ଼ି କୁ ଲୋକ ମାନେ ଖୁବ୍ ପସନ୍ଦ କରନ୍ତି ।

ତେବେ ବର୍ତ୍ତମାନ ଦୁହେଁ ପୁଣିଥରେ ତରଙ୍ଗ ସିନେ ଆୱାର୍ଡ଼ ସମାରୋହ ନଜର ଆସିବାକୁ ଯାଉଛନ୍ତି। ସେଥିପାଇଁ ଦୁହେଁ ଖୁବ୍ ପରିଶ୍ରମ କରୁଥିବାର ନିଜର ଆସିଛନ୍ତି । ଦୁହେଁ ଦିନରାତି ଏକ କରି ନୃତ୍ୟ ଶିଖୁ ଅଛନ୍ତି । ତେବେ ଦୁହିଙ୍କ ର ପରିଶ୍ରମ ର ଫଳ ତରଙ୍ଗ ସିନେ ଆୱାର୍ଡ଼ ସମାରୋହ ଦେଖିବାକୁ ମିଳିବ । ତେବେ ଆପଣ ମାନଙ୍କୁ ଏହି ଦୁଇ ଜଣଙ୍କ ଯୋଡ଼ି କିପରି ଲାଗେ ଆମକୁ କମେଣ୍ଟେ ମାଧ୍ୟମ ରେ ନିଶ୍ଚୟ ଜଣାନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *