ବଲିଉଡର ଏହି 5 ଜଣ ରାଗି ଅଭିନେତାଙ୍କ ସହିତ ଭୁଲରେ ମଧ୍ୟ କେହି ପଙ୍ଗା ନିଅନ୍ତି ନାହିଁ।

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ବଲିଉଡ ଜଗତରେ କିଛି ଅଭିନେତା ମାନେ ଅଛନ୍ତି ଯିଏକି ନିଜ କ୍ୟାରିଅରରେ ବହୁତ ସଫଳତା ହାସଲ କରିବା ସହିତ ନିଜର ଏକ ଫ୍ୟାନବେସ ମଧ୍ୟ ବନାଇସାରିଛନ୍ତି । ଟଙ୍କା ଓ ପଇସାର ଅଭାବ ଏମାନଙ୍କ ପାଖରେ ରହିନଥାଏ । ଏମାନେ ବହୁତ ସାରା ଲୋକମାନଙ୍କ ହୃଦୟରେ ରାଜ ମଧ୍ୟ କରନ୍ତି । କିଛି ଲୋକମାନେ ଅଛନ୍ତି ଯିଏକି ଏହି ଅଭିନେତା ମାନଙ୍କ ପାଇଁ ବହୁତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସେମାନେ ଜାଣିଥାନ୍ତି ଯେ ,ଏହି ଅଭିନେତା ମାନଙ୍କ ସହିତ ବନ୍ଧୁତା ସ୍ଥାପନ କଲେ ବହୁତ ଫଳପ୍ରଦ ହୋଇଥାଏ କିନ୍ତୁ ଥରେ ଯିଏ ଏମାନଙ୍କ ବିରୋଧରେ ଆସିଲା ଓ ଏହି ତାରକା ତାଙ୍କ ଉପରେ ନାରାଜ ହେଲେ ତ ତାରକାଙ୍କ କ୍ରୋଧର ଶିକାର ହେବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ସେହି 5 ଜଣ କ୍ରୋଧି ଅଭିନେତାଙ୍କ ବିଷୟରେ କହିବୁ ଯିଏକି ରାଗିଗଲା ପରେ କାହାରି କଥା ଶୁଣନ୍ତି ନାହିଁ ।

salman
1. ସଲମାନ ଖାଁ

ସଲମାନ ଖାଁ ଏପରି ଏକ ଅଭିନେତା ଯିଏକି ବଲିଉଡ ଜଗତରେ ବହୁତ କ୍ରୋଧି ଅଭିନେତା ମାନଙ୍କ ମଧ୍ୟରୁ ଜଣେ । ସମସ୍ତେ ଜାଣନ୍ତି ସଲମାନ ଖାଁ ନିଜର ବନ୍ଧୁ ପାଇଁ ଯେକୌଣସି କାମ କରିପାରିବେ କିନ୍ତୁ ଭାଇଜାନଙ୍କ ସହିତ ଯିଏ ଶତ୍ରୁତା କଲା ତା’କୁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ଓ ଭାଇଜାନଙ୍କ କ୍ରୋଧର ଶିକାର ହେବାକୁ ପଡିଥାଏ । ସରଳରେ କହିବାକୁ ଗଲେ ସଲମାନ ନିଜର ବନ୍ଧୁ ଓ ଶତ୍ରୁଙ୍କ ପାଇଁ ବହୁତ ସଚୋଟ ଅଟନ୍ତି ।

2. ନାନା ପାଟେକର

ନାନା ପାଟେକରଙ୍କୁ ଯେବେ ରାଗ ଆସିଥାଏ ସେତେବେଳେ ସେ ନିଜ ଉପରେ ନିୟନ୍ତ୍ରଣ ରଖିପାରିନଥାଆନ୍ତି । ଯଦି ସେ କାହା ଉପରେ ରାଗି ଯାଆନ୍ତି ତାହେଲେ ତା’କୁ ପ୍ରହାର କରିବା ପରେ ହିଁ ତାଙ୍କୁ ଶାନ୍ତି ମିଳିଥାଏ । ବେଳେବେଳେ ସେ ଯାହା ଉପରେ ରାଗି ଯାଆନ୍ତି ସେହି ବ୍ୟକ୍ତି ତାଙ୍କ ସମ୍ମୁଖରୁ ବର୍ତ୍ତି ପାରିନଥାଏ ।

ajay
3. ଅଜୟ ଦେବଗନ

ଦେଖିବାକୁ ଗଲେ ଅଜୟ ଦେବଗନ ସ୍ୱଭାବରେ ବହୁତ ଶାନ୍ତ ଅଟନ୍ତି । କିନ୍ତୁ ସେ ଥରେ ରାଗିଗଲେ ନିଜର ରାଗକୁ ସାମ୍ନା ବାଲା ଉପରେ ବର୍ଷାଇଥାନ୍ତି । ଅଜୟଙ୍କୁ ଯେଉଁ ସମୟରେ ରାଗ ଆସିଥାଏ ,ସେହିସମୟରେ ତାଙ୍କୁ ଅଟକାଇ ବହୁତ ଜଟିଳ ପରିସ୍ଥିତି ହୋଇପଡେ ।

4. ସଞ୍ଜୟ ଦତ୍ତ

ସଞ୍ଜୟ ଦତ୍ତଙ୍କୁ ପ୍ରାୟତଃ ସମସ୍ତେ ଜାଣିଥିବେ କିନ୍ତୁ ସଞ୍ଜୟ ଦତ୍ତଙ୍କ ପ୍ରଶଂସକ ମାନେ ଜଣିଥାନ୍ତି ତାଙ୍କ ରାଗ କେତେ ଖାତରନାକ । ଯଦି ତାଙ୍କର କାହା ଉପରେ ରାଗ ଆସିଯାଏ ତହେଲେ ଜାଣିବେ ତା’ର ଆଉ ରକ୍ଷା ନାହିଁ ।

sunny deol
5. ସନି ଦେୱଲ

ଆପଣମାନେ ସନି ଦେୱଲଙ୍କୁ ବହୁତ ଭଲ ଭାବରେ ଜାଣିଥିବେ ଏବଂ ସେ ନିଜର ଲାଜକୁଳା ସ୍ଵଭାବ ପାଇଁ ମଧ୍ୟ ପରିଚିତ । କିନ୍ତୁ ଯଦି ସନି ପାଜିଙ୍କୁ ରାଗ ଆସିଯାଏ ତାହେଲେ ସେ ନିଜ ରାଗ ଉପରେ ନିୟନ୍ତ୍ରଣ ରଖିପାରନ୍ତି ନାହିଁ । ଏହାପରେ ତାଙ୍କର ଅଢେଇକିଲୋର ହାତ ସେହି ବ୍ୟକ୍ତି ଉପରେ ପଡିଥାଏ ।

ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ଏହିଭଳି ସୂଚନା ପ୍ରତିଦିନ ନେଇ ଆସିଥାଉ,ଏହାକୁ ସେୟାର୍ କରିବା ସହ ଅଧିକ ପୋଷ୍ଟ ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚୟ କରନ୍ତୁ,ଧନ୍ୟବାଦ ।

Leave a Reply

Your email address will not be published. Required fields are marked *