ପୁଣିଥରେ ଲକଡାଉନ୍-ଓଡ଼ିଶାର ୧୦ ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ || ଆପଣଙ୍କ ଜିଲ୍ଲାକି ଜାଣନ୍ତୁ ||

corufma

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଆସିଲା ବଡ଼ ଖବର ଓଡ଼ିଶାର 10ଟି ଜିଲ୍ଲାରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ ଶିଘ୍ର ଦେଖନ୍ତୁ ଆପଣଙ୍କ ଜିଲ୍ଲା କି ନୁହେଁ । ଓଡ଼ିଶା କୁ ଫେରିଲା ନାଇଟ୍ କର୍ଫ୍ୟୁ 10 ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁହେବା ନେଇ ଘସଣା କରାଜାଇଛି , ସେହି 10ଟି ଜିଲ୍ଲା ଗୋଡିକ ହେଉଛି ସୁନ୍ଦର ଗଡ , ଝାରୁସୁଗୁଡା , ସମ୍ବଲପୁର , କୋରାପୁଟ , ବଲାଙ୍ଗୀର , ନୂଆପଡ଼ା , କଳାହାଣ୍ଡି , ନବରଙ୍ଗପୁର , ମାଲକାନଗିରି ଏବଂ ବରଗଡ଼ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରାଜାଇଛି ରାତି 10ରୁ ସକାଳ 5ଟା ଯାଏ ।nabine p

ରାଜ୍ୟରେ ଏହି 10 ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ ଆସନ୍ତା ଏପ୍ରିଲ 5 ରୁ ଏହି ନିୟମ ଲାଗୁହେବା ନେଇ ସୂଚନା ମିଳିଛି । ନାଇଟ୍ କର୍ଫ୍ୟୁ ବେଳେ ଜରୁରୀ ସେବା ଚାଲୁ ରହିବ , ସୂଚନା ଯଗ ରାଜ୍ୟରେ ଦିନକୁ ଦିନ ସଙ୍କ୍ରମଣ ବୃଦ୍ଧି ପାଇବାରେ ଲାଗିଛି ଗତ କିଛି ଦିନ ଧରି ଲଗାଦାର ଭାବେ ସଙ୍କ୍ରମିତ ଙ୍କ ସଖ୍ୟା ବଢିବାରେ ଲାଗିଛି ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ 10 ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁହେବା ନେଇ ଘସଣା କରା ଜାଇଛି ।night

ଗତ 24 ଘମ୍ଟା ମଧ୍ୟରେ 452 କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି ଏହାକୁ ମିଶାଇ ରାଝ୍ୟରେ ମୋଟ୍ କରୋନା ସଙ୍କ୍ରମିତ ଙ୍କ ସଖ୍ୟା 3422324 ରେ ପହଞ୍ଚିଛି , ଚିହ୍ନଟ ହୋଇଥିବା ସଙ୍କ୍ରମିତ ମଧ୍ୟରୁ 667 ଜଣ କରେଣ୍ଟ୍ ଟାଇନ୍ ରେ ରହିଥିବା ବେଳେ 185 ଜଣ ସ୍ଥାନିୟ ବାସିନ୍ଦା ରହିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *