ଓଡ଼ିଆ ଫିଲ୍ମ ଛାଡି ସନ୍ୟାସୀ ହେଲେ ମୋହନା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ସନ୍ୟାସୀ ହେଲେ ତାରା ତାରିଣୀ ସିରିଏଲ ର ମହନା କଣ ରହିଛି ଏହା ଉପରେ ଅଧିକ ବିବରଣୀ ଜାଣିବା ପାଇଁ ହେଲେ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ନିଶ୍ଚିତ ଭାବେ ଜାଣି ପାରିବେ , ତେବେ ବନ୍ଧୁଗଣ ଆପଣ ମାନେ ପ୍ରତ୍ୟେକ ଦିନ ତାରା ତାରିଣୀ ସିରିଏଲ ନିଶ୍ଚିତ ଭାବେ ଦେଖୁ ଥିବେ ତାରା ତାରିଣୀ ସିରିଏଲ ରେ ନେଗେଟିଭ୍ ଚରିତ୍ର ରେ ଅଭିନୟ କରୁ ଥିବା ମହନା ଙ୍କୁ ବି ଆପଣ ମାନେ ବହୁତ ଭଲ ଭାବେ ଜାଣି ଥିବେ ।mahana

ତାାଙ୍କର ବହୁତ ଭଲ ଅଭିନୟ ପାଇଁ ଦର୍ଶକ ମାନେ ତାରା ତାରିଣୀ ସିରିଏଲ ରେ ତାଙ୍କୁ ପସନ୍ଦ କରନ୍ତି , ତାଙ୍କର ଅଭିନୟ ର ଜାଦୁ ରେ ସେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି , ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ଏକ ଖବର ଭାଇରଲ ହେବାରେ ଲାାଗିଛି କି ମହନା ସନ୍ୟାସୀ ହୋଇଗଲେ । ତେବେ ଆପଣ ମାନଙ୍କୁ ଜଣେଇ ଦେବାକୁ ଚାହିଁବୁ କି ମହନା ସନ୍ୟାସୀ ହୋଇ ଜାଇଛନ୍ତି ସତ୍ୟ ଅଟେ ହେଲେ ତାହା ରିଲ୍ ଲାଇଫ୍ ରେ ନୁହେଁଁ ବରଂ ରିଲ୍ ଲାଇଫ୍ ରେ ଅଟେ ,mahna

ତେବେ ବର୍ତମାନ ସମୟ ରେ ମହନା ସୁଟିଂ ଟାଇମ୍ ର କିଛି ଫୋଟ କୁ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ ପୋଷ୍ଟ କରି ଥିବାର ଦେଖିବା ପାଇଁ ମିଳି ଥିଲେ , ଏବଂ ଏହାକୁ ଦେଖି ଦର୍ସକ ମାନେ ଭାବୁଛନ୍ତି କି ମହନା ସନ୍ୟାଶୀ ହୋଇ ଗଲେ ବୋଲି , ତେବେ ଆପଣ ମାନଙ୍କୁ ତାରା ତାରିଣୀ ସିରିଏଲ ର ଅଭିନେତ୍ରୀ ମହନା କେମିତି ଲାଗନ୍ତି କମେଣ୍ଟ କରି ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *