Femily Tips – ମଥାରେ ସିନ୍ଦୁର ଲଗାଇବାର ସଠିକ ନିୟମ, ପ୍ରତ୍ୟେକ ବିବାହିତା ମହିଳା ମାନେ ନିଶ୍ଚୟ ଜାଣି ରଖନ୍ତୁ, ନଚେତ ଘରେ ସବୁବେଳେ ଅଭାବି ଲାଗି ରହିବ

ବିବାହ ବନ୍ଧନ ଆମ ଧର୍ମ ର ଏକ ପବିତ୍ର ବନ୍ଧନ ହୋଇଥାଏ।ବିବାହ ବନ୍ଧନ ରେ କେବଳ ଗୋଟିଏ ପୁରୁଷ ଓ ନାରୀ ବାନ୍ଧି ହୋଇ ନଥାନ୍ତି କିନ୍ତୁ ଦୁଇ ଟି ପରିବାର ମଧ୍ୟ ବାନ୍ଧି ହୋଇ ଥାଏ। ଏହା ସିନ୍ଦୂର ଏକ ସର୍ବୋଚ୍ଚ ପବିତ୍ର ଓ ମହାନ୍ ଜିନିଷ ହୋଇଥାଏ ।ବିବାହ କାର୍ଯ୍ୟ ଏହା କୁ ସର୍ବୋଚ୍ଚ ଶ୍ରେଷ୍ଠ ମାନ୍ୟତା ଦିଆ ଯାଇଥାଏ।ମହିଳା ମାନଙ୍କ ସିନ୍ଦୂର ରୁ ହିଁ ପରିଚୟ ମିଳିଥାଏ ସିଏ ବିଧବା କି ନୁହେଁ। ବିବାହ ବେଦୀ ରେ ପୁଅ ଝିଅ ଟିକୁ ସିନ୍ଦୂର ପିନ୍ଧାଇ ସବୁଦିନ ପାଇଁ ନିଜର କରିଥାଏ । ତେବେ ଶାସ୍ତ୍ର ରେ ସିନ୍ଦୂର ଲଗାଇବା ର ବିଧି ବିଧାନ ଅଲଗା ଅଲଗା ହୋଇଥାଏ ଯଦି ଏହି ସିନ୍ଦୂର ସଠିକ୍ ଭାବରେ ଲଗାନ୍ତି ନାହିଁ ତେବେ ଏହା କୌଣସି ବଡ଼ କ୍ଷତି ର ମଧ୍ୟ କାରଣ ହୋଇଥାଏ । ତେବେ ଆସନ୍ତୁ ଆଜି ଏହି ଲେଖା ମାଧ୍ୟମରେ ସିନ୍ଦୂର ପିନ୍ଧିବାର ସଠିକ୍ ବିଧି ବିଷୟ ରେ ଜାଣିବା ;

୧- ଆଜି କାଲି ପ୍ରାୟ ଝିଅ ମଥା ସାଇଡ ରେ ସିନ୍ଦୂର ଲଗାଉ ଥିବାର ଦେଖିଥିବେ କିନ୍ତୁ ଶାସ୍ତ୍ର ଅନୁସାରେ କେବଳ ଶିନ୍ଥି ମଝିରେ ସିନ୍ଦୂର ଲଗାଇବା ଉଚିତ୍ ।

୨- ଶାସ୍ତ୍ର ଅନୁସାରେ ଯେଉଁ ମହିଳା ମାନେ ସାଇଡ ରେ ସିନ୍ଦୂର ଲଗାଇ ଥାଆନ୍ତି ଏହା ଦ୍ଵାରା ତାଙ୍କ ସ୍ଵାମୀଙ୍କ ସହିତ ତାଙ୍କର ନିବିଡ଼ ଭାବ ହ୍ରାସ ପାଇଥାଏ ଓ ଜୀବନ ରେ ସମସ୍ୟା ସୃଷ୍ଟି ହୁଏ।

୩- କିଛି ସ୍ତ୍ରୀ ଲୋକ ଚୁଟି ଭିତରେ ସିନ୍ଦୂର ଲୁଚାଇବା ସଦୃଶ୍ୟ ଲଗାଇ ଥାଆନ୍ତି। ସେହି ପରି ସ୍ତ୍ରୀ ଲୋକ ମାନେ ସମାଜ ନିଜ ସ୍ବାମୀ ମାନଙ୍କ ର ସମ୍ମାନ ହାନି ହେବାର କାରଣ ହୋଇ ଥାଆନ୍ତି।

ସିନ୍ଦୂର ଲଗାଇବା ର ସମୟ ;

ସକାଳୁ ସ୍ନାନ କରି ସାରିବା ପରେ ଠାକୁର ପୂଜା କରିବା ପୂର୍ବରୁ ସିନ୍ଦୂର ଲଗାଇ ପୂଜା କରିବା ଉଚିତ୍ । ସିନ୍ଦୂର ନଲଗାଇ ପୂଜା କରନ୍ତୁ ନାହିଁ ।

ପ୍ରତିଦିନ ତିନି ଥର ସିନ୍ଦୂର ଲଗାଇବା ଉଚିତ୍ ଏହାଦ୍ବାରା ସ୍ବାମୀ ର ଆୟୁଷ ବୃଦ୍ଧି ପାଇଥାଏ।

ଋତୁସ୍ରାବ ସମୟରେ ସମୟ ରେ ସିନ୍ଦୂର ଲଗାଇବା ଉଚିତ୍ ନୁହେଁ ଯଦି ଲଗାଇ ଅଛନ୍ତି ତେବେ ଅଲଗା ସ୍ଥାନ ରେ ତାକୁ ରଖନ୍ତୁ ।

ଯଦି କେବେ ଅଜନାତ ରେ ସିନ୍ଦୂର ତଳେ ପଡି ଯାଉଛି ତେବେ ସଙ୍ଗେ ସଙ୍ଗେ ତାକୁ କପଡା ସାହାର୍ଯ୍ୟ ରେ ପୋଛି ପରିଷ୍କାର କରି ଦିଅନ୍ତୁ ଓ ଯତ୍ନ ର ସହିତ ଏହାକୁ ରଖନ୍ତୁ ।

ସିନ୍ଦୂର ରଖୁଥିବା ପାତ୍ର ସର୍ବଦା କାଠ କିମ୍ବା ତମ୍ବା ଓ ପ୍ଲାଷ୍ଟିକ ତିଆରି ପାତ୍ର ରେ ରଖନ୍ତୁ ଏହା ଶୁଭ ହୋଇଥାଏ ।

ସିନ୍ଦୂର ଯେତେବେଳେ ଲଗାଉ ଅଛନ୍ତି ସର୍ବଦା ପୂର୍ବ ଦିଗକୁ ମୁଁହ କରି ସିନ୍ଦୂର ଲଗାଇବା ଉଚିତ୍ । ଦକ୍ଷିଣ ଦିଗକୁ କେବେ ମଧ୍ୟ ମୁଁହ କରି ସିନ୍ଦୂର ଲଗାଇବା ଉଚିତ୍ ନୁହେଁ।

ନାରୀ ମାନେ ସର୍ବଦା ସିନ୍ଦୂର ଲଗାଇବା ସମୟରେ ମୁଣ୍ଡରେ ଲୁଗା ଦେଇ ସିନ୍ଦୂର ଲଗାନ୍ତୁ ଆଉ ଅନାମିକା ଆଙ୍ଗୁଳି ରେ ସିନ୍ଦୂର ଲଗାନ୍ତୁ ଏହା ଅତି ଶୁଭ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *