ଦେଖନ୍ତୁ ଭିଡ଼ିଓ – ମାତାଲ ପୋଲିସର ଜଵାନୀ ହରକତ କୁ ଉତ୍ତମ ମଧ୍ୟମ ମାଡ ଦେଖିଲେ ତାଯୁବ ହୋଇଯିବେ…

ବନ୍ଧୁଗଣ ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା।ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜି ଆମେ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ। ଆପଣ ଥରେ ଭାବିକି କୁହନ୍ତୁ ଯଦି ସୁରକ୍ଷା ଦେବା ପାଇଁ ନିଯୁକ୍ତ ହୋଇଥିବା ଲୋକେ ନିଜେ ଅସୁରକ୍ଷିତ ବାତାବରଣ ତିଆରି କରିବେ ତେବେ ସୁରକ୍ଷା ମିଳିବ କାହା ପାଖରୁ। ବର୍ତ୍ତମାନ ସମାଜରେ ଏହା ହେଉଛି ଏକ ବଡ଼ ଚିନ୍ତାର ବିଷୟ।

ହଁ ବନ୍ଧୁଗଣ ଆମେ ଆପଣଙ୍କୁ କହୁଛୁ ଜଣେ ପୋଲିସ୍ କର୍ମଚାରୀ ଙ୍କ କଥା ଯିଏକି ଲୋକଙ୍କ ଆକ୍ରୋଶ ର ଶିକାର ହୋଇଛନ୍ତି। ଏହାପରେ ତାଙ୍କ ସହ କଣ ସବୁ ଘଟିଛି ଆପଣ ଏଠାରେ ଦେଖନ୍ତୁ ଏହି ଭିଡ଼ିଓରେ।ପୋଲିସ୍ କର୍ମଚାରୀ ଜଣଙ୍କ ଏଠାରେ ସାଧାରଣ ଜନତା ଙ୍କ ଠାରୁ ମାଡ଼ ଖାଉ ଛନ୍ତି। ଯେଉଁ ଘଟଣାର ଏକ ଭିଡିଓ ମଧ୍ୟ ରେକର୍ଡ କରା ଯାଉଛି ଯାହା ଏଥିରୁ ଜଣା ପଡୁଛି।ଏହି ଘଟଣା ଘଟୁଥିବା ସ୍ଥାନରେ ଜଣେ ପୋଲିସ୍ କର୍ମଚାରୀ ସେମାନଙ୍କୁ ଏଭଳି କରିବାକୁ ମନା କରୁଛନ୍ତି ଏବଂ ତାଙ୍କୁ ଅଟକାଉ ଅଛନ୍ତି। ହେଲେ ଏହି ଭିଡିଓ ରେ ଦେଖା ଯାଉଥିବା ଦୁଇଜଣ ବ୍ୟକ୍ତି କାହା କଥା ନଶୁଣି ପୋଲିସ୍ ବାବୁଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ମାଡ଼ ମାରିଛନ୍ତ୍।

ଆପଣ ଦେଖିବାକୁ ପାଉଥିବା ଏହି ପୋଲିସ୍ ବାବୁ ଜଣଙ୍କ ତାଙ୍କର ଖାକି ପୋଷାକରେ ଅଛନ୍ତି। ତେବେ ସେ ମଦ୍ୟପାନ କରିଥିବା ମଧ୍ୟ ଯାହା ଜଣା ପଡୁଛି। ତେବେ କେଉଁ କଥା ପାଇଁ ଜନତା ପୋଲିସ୍ ବାବୁଙ୍କ ଉପରେ ଏତେ ଖପ୍ପା ଅଛନ୍ତି ଓ ତାଙ୍କୁ ମାଡ଼ ମାରିଛନ୍ତି ତାହା ଜଣା ପଡିନାହିଁ। କିନ୍ତୁ ଯାହା ଜଣା ପଡିଛି ଏହି ଲୋକ ମାନେ ପୋଲିସ୍ ବାବୁଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ନହୋଇ ତାଙ୍କ ଉପରେ ବହୁତ ମାତ୍ରାରେ ରାଗି ଛନ୍ତି ଏବଂ ରାଗ ଏତେ ବଢି ଯାଇଛି ଯେ କାହାକୁ ବି ଖାତିର ନକରି ଆଇନ୍ କୁ ହାତକୁ ନେଇ ପୋଲିସ୍ ବାବୁ ଜଣଙ୍କୁ ସେମାନେ ମାଡ଼ ମାରି ଚାଲିଛନ୍ତି।

ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଳ ହେବାରେ ଲାଗିଛି। ତେବେ ପୋଲିସ୍ ବାବୁ ଜଣଙ୍କ ମାତାଳ ଥାନାର ବୋଲି ଜଣା ପଡ଼ିଛି।ଏଠାରେ ଏହି ଭିଡିଓ ରେ ଆପଣ ଦେଖିବାକୁ ପାଇବେ କିପରି ଭାବରେ ମୁଥି, ଚାପୁଡ଼ା ଖାଉଛନ୍ତି ପୋଲିସ୍ ବାବୁ ଜଣଙ୍କ। ତେବେ ଘଟଣାର ପ୍ରକୃତ ଆମେ ଆପଣଙ୍କୁ କହି ପାରିବୁ ନାହିଁ। କିନ୍ତୁ ଏହି ଘଟଣାଟି ସୋସିଆଲ ମିଡିଆରେ ବହୁତ୍ ମାତ୍ରାରେ ଏବେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *