ମା ହେବା ପରେ ଓଡ଼ିଆ ଇଣ୍ଡଷ୍ଟ୍ରି ଛାଡିଥିବା ହିରୋଇନ ଦେଖନ୍ତୁ

ଅଲିଉଡ ହିରୋଇନ୍ ମାନେ ସବୁବେଳେ ନିଜର ଅଭିନୟ ପାଇଁ ଚର୍ଚ୍ଚା ରେ ରହି ଥାଆନ୍ତି । ଅଲିଉଡ ର ଅନେକ ହିରୋଇନ୍ ମାନେ ବର୍ତ୍ତମାନ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି ଓ କିଛି ମା ମଧ୍ୟ ହୋଇ ସାରିଛନ୍ତି। ତେବେ ଆଜି ଆମେ ଅଲିଉଡ ହିରୋଇନ୍ ମାନଙ୍କ ର ପିଲା ମାନଙ୍କ ଫଟୋ ସବୁ ଦେଖିବା ଯାହା ଆପଣ ହୁଏତ ପୂର୍ବରୁ ଦେଖି ନଥିବେ । ତେବେ ଆସନ୍ତୁ ଜାଣିବା ;

୧- ଆମ ଲିଷ୍ଟ ରେ ପ୍ରଥମ ଆସନ୍ତି ଅଲିଉଡ ହିରୋଇନ୍ ମୋନାଲିସା ଯିଏକି ଆଲବମ୍ ହିରୋଇନ୍ ଭାବେ ବେଶ୍ ପ୍ରସିଦ୍ଧ ଅଟନ୍ତି । ଅନେକ ଆଲବମ୍ ରେ ସେ ନିଜର ଚମତ୍କାର ଅଭିନୟ ପ୍ରଦର୍ଶନ କରି ସାରିଛନ୍ତି। ତେବେ ଏହି ଆଲବମ୍ କୁଇନ୍ ମୋନାଲିସା ଦେବାଶିଷ କୁ ବିବାହ କରିଥିଲେ। ଦେବାଶିଷ ଓ ମୋନାଲିସା ଉଭୟ ପ୍ରେମ ବିବାହ କରିଥିଲେ। ଦେବାଶିଷ ମଧ୍ୟ ଆରମ୍ଭ ରେ ଅନେକ ଆଲବମ୍ ରେ ଅଭିନୟ କରିଥିବା ର ନଜର ଆସିଥିଲେ। ଦେବାଶିଷ ଓ ମୋନାଲିସା ଉଭୟ କରିବା ପରେ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଓ କନ୍ୟା ସନ୍ତାନ ଜନ୍ମ ହୋଇଥିଲେ । ସେ ବର୍ତ୍ତମାନ ନିଜ ପରିବାର ସହିତ ବେଶ୍ ଖୁସି ଥିବାର ନଜର ଆସିଛନ୍ତି । ଦେଖନ୍ତୁ ଫଟୋ;

୨- ଆମର ଏହି ଲିଷ୍ଟ ରେ ଦୁଇ ନମ୍ୱର୍ ରେ ଆସନ୍ତି ପ୍ରିୟା ଚୌଧୁରୀ। ସେ ଅଲିଉଡ ର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି। ଅନେକ ହିଟ୍ ଫିଲ୍ମ୍ ଜରିଆ ରେ ସେ ନିଜ ଅଭିନୟ ର ଛାପ ଛାଡ଼ି ଅଛନ୍ତି। ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି କୁ ସେ ଅନେକ ହିଟ୍ ଚଳଚ୍ଚିତ୍ର ଭେଟି ଦେଇଛନ୍ତି । ତେବେ ଏହି ଅଭିନେତ୍ରୀ ବର୍ତ୍ତମାନ ବିବାହ କରି ସାରିଛନ୍ତି ଓ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ଅଛି । ମାଆ ହେବା ପରେ ପ୍ରୀୟା ଆଉ କୌଣସି ଫିଲ୍ମ୍ ରେ ନଜର ଆସି ନାହାଁନ୍ତି । ଦେଖନ୍ତୁ ଫଟୋ ;

୩- ତୃତୀୟ ର ଆସନ୍ତି ସିରିଏଲ ଅଭିନେତ୍ରୀ ମାହି। ମାହୀ ଙ୍କୁ ଆପଣ ଅନେକ ଧାରାବାହିକ ରେ ଅଭିନୟ କରୁଥିବା ର ଦେଖିଥିବେ। ମାହି ସୁଟିଂ ସେଟ୍ ରେ ତୁଷାର କୁ ଭଲ ପାଇଥିଲେ ଓ ତାଙ୍କୁ ଗତ ବର୍ଷ ବିବାହ କରିଥିଲେ ବର୍ତ୍ତମାନ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ନେଇ ସାରିଛି। ସେ ମଧ୍ୟ ଝିଅ ହେବା ପରେ ଗ୍ଲାମର ଦୁନିଆ ରୁ ଦୂରେଇ ଯିବାର ନଜର ଆସିଛନ୍ତି । ଦେଖନ୍ତୁ ମାହି ଙ୍କ ଝିଅ ଫଟୋ ;

୪- ଏହି ଲିଷ୍ଟ ରେ ଚତୁର୍ଥ ରେ ଆସନ୍ତି ରାନୁ । ରାନୁ ଙ୍କୁ ଆପଣ ସିନ୍ଦୂର ବିନ୍ଦୁ ରେ ଅଭିନୟ କରିଥିବା ର ଦେଖିଥିବେ । ରାନୁ ଙ୍କ ର ଏକ ପୁତ୍ର ସନ୍ତାନ ରହିଛି । ଦେଖନ୍ତୁ ଫଟୋ ;

୫- ଏହା ପରେ ଏହି ଲିଷ୍ଟ ରେ ଆସନ୍ତି ରଚନା ବାନାର୍ଜୀ । ତାଙ୍କୁ ଆପଣ ଅନେକ ଚଳଚ୍ଚିତ୍ର ରେ ସିଦ୍ଧାର୍ଥ ମିଶ୍ର ଙ୍କ ସହିତ ଅଭିନୟ କରିଥିବାର ଦେଖିଥିବେ। ଦେଖନ୍ତୁ ତାଙ୍କ ଫଟୋ ;

୬- ଏହା ପରେ ଏହି ଲିଷ୍ଟ ରେ ଆସନ୍ତି ମାମା ମିଶ୍ର । ମାମା ମିଶ୍ର ସିଦ୍ଧାର୍ଥ କୁ ଭଲ ପାଇ ବିବାହ କରିଥିଲେ । ଦେଖନ୍ତୁ ତାଙ୍କ ପରିବାର ଫଟୋ ;

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *